Odisha Link
Bridging the Missing Links in Odisha
Browsing Tag

Puri

ଶ୍ରୀମନ୍ଦିରରେ ୧୬ ଘଣ୍ଟା ବନ୍ଦ ରହିବ ଜଗା…

ଓଏଲ୍‌ ବ୍ୟୁରୋ: ଆସନ୍ତା ୧୬ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଆଜି ରାତି ୧୦ଟାରୁ କାଲି ଦିନ ୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ। ଦେବସ୍ନାନ ନୀତି ପାଇଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଜାରି ହୋଇଛି। ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ…

ବଡ଼ଦେଉଳର ଚତୁଃପାର୍ଶ୍ଵ ହେବ ନୋ ଭେଇକିଲ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ପାଇଁ ରଥକାର୍ଯ୍ୟ ଜୋରସୋରରେ ଚାଲିଛି। ଚଳଚଞ୍ଚଳ ପୁରୀର ରଥଖଳା। ରଥଯାତ୍ରାକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ହୋଇଛି। ସ୍ନାନପୂର୍ଣ୍ଣିମାକୁ ନଜରରେ ରଖି ପୁଲିସ ବିଭାଗ ପୂର୍ବ ପ୍ରସ୍ତୁତି କରିଛି। ପୁରୀ ଏସପି ସୂଚନା ଦେଇଛନ୍ତି ଯେ,…

ଆଜି ଅପରାହ୍ନରେ ୪ ଘଣ୍ଟା ବନ୍ଦ ରହିବ ଜଗା…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ୠକ୍ମିଣୀ ହରଣ ନୀତି। ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ୠକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି। ଏହାଦ୍ୱାରା ଆପାତତଃ ଅପରାହ୍ନ ଘ. ୧.୦୦ ରୁ ଅପରାହ୍ନ ଘ. ୫.୦୦ ଟିକା…

ପୁରୀ ଚନ୍ଦନପୁର ଥାନା ୱାଟର ପାର୍କରେ…

ଓଏଲ୍‌ ବ୍ୟୁରୋ: ପୁରୀ ଚନ୍ଦନପୁର ଥାନା ୱାଟର ପାର୍କରେ ବୋମା ଓ ଗୁଳିମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରିଥିଲା। ତଦନ୍ତ କ୍ରମେ ଘଟଣାରେ ସମ୍ପୃକ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଏଥିସହ ଅଭିଯୁକ୍ତଙ୍କ ଠାରୁ ୨ ବନ୍ଧୁକ ଓ ୪ ଗୁଳି ଜବତ କରିଛି…

ପ୍ରତୀକ୍ଷାର ଅନ୍ତ, ଆଜିଠୁ ପୁରୀରୁ ଗଡ଼ିବ…

ଓଏଲ୍‌ ବ୍ୟୁରୋ: ବହୁଦିନର ପ୍ରତୀକ୍ଷାର ହେବ ଅନ୍ତ। ପ୍ରଥମଥର ପାଇଁ ଓଡ଼ିଶାରେ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ। ଆଜିଠୁ ଗଡ଼ିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍। ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ…

ମିଳିଲା ଗ୍ରୀନ୍‌ ସିଗନାଲ୍, ଶ୍ରୀମନ୍ଦିରର…

ଭୁବନେଶ୍ବର: ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ ହୋଇପାରିବ ଅଭ୍ୟର୍ଥନା କକ୍ଷ। ଏନେଇ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ) ଅନୁମତି ଦେଇଛନ୍ତି। ୭୫ ମିଟର ପରିଧି ଭିତରେ ଅଭ୍ୟର୍ଥନା କକ୍ଷ ସହ ରଘୁନନ୍ଦନ ପାଠାଗାର ନିର୍ମାଣକୁ ଅନୁମତି ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି…

ଜଗା ଦର୍ଶନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଗତକାଲିରୁ ଓଡ଼ିଶା ଆସିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ। ଓଡିଶା ଗସ୍ତରେ ଆସି ଜଗାଦର୍ଶନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ମହାପ୍ରଭୁଙ୍କ ଦର୍ଶନ ପାଇଁ ପତ୍ନୀଙ୍କ ସହ ଶ୍ରୀମନ୍ଦିର ଗଲେ। ଗତକାଲିରୁ ଓଡ଼ିଶାରେ ଅଛନ୍ତି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ। ପୂର୍ବରୁ ପଶ୍ଚିମବଙ୍ଗ…

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ଜବାବ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଥିବାବେଳେ ପୁଣି ୨ଟି ଫାଇଲ ହଜିବା ପରେ ଚହଳ ସୃଷ୍ଟି ହୋଇଥିଲା। ତେବେ ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଜବାବ ତଲବ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ କଲେ…

ଦୋଳ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କର…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଯେଉଁଥିପାଇଁ ଗାଁଠୁ ସହର ଉତ୍ସବମୁଖର। ଏଥିସହିତ ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହେଉଛି। ମଙ୍ଗଳ ଆଳତୀ, ମଇଲମ ଓ ତଡପ ଲାଗି ଓ ଅବକାଶ ଆଦି କେତେକ ନୀତି ସମ୍ପନ୍ନ ହୋଇଛି।…

ପଞ୍ଚଭୂତରେ ଲୀନ ହେଲେ ଲୋକପ୍ରିୟ ଅଭିନେତା…

ପୁରୀ: ପଞ୍ଚଭୂତରେ ଲୀନ ହେଲେ ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ଆଜି ଅପରାହ୍ନରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ପୁଅ ସାଇ ପିଣ୍ଟୁ ନନ୍ଦଙ୍କୁ ମୁଖାଗ୍ନି ଦେଇଥିଲେ। ଅନ୍ତିମ ସଂସ୍କାର ପୂର୍ବରୁ ବହୁ ସାଥି କଳାକାର ତାଙ୍କୁ ଶେଷ ଦର୍ଶନ କରିଥିଲେ। ଅପରାହ୍ନ…