Odisha Link
Bridging the Missing Links in Odisha
Browsing Tag

raped

୮ ବର୍ଷର ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ଜଣେ ୮ବର୍ଷର ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ସ୍କୁଲ ଯାଇଥିବାବେଳେ ଖେଳଛୁଟି ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଅପରାହ୍ନରେ ଖେଳଛୁଟି ସମୟରେ ଜଣେ ଯୁବକ ତାଙ୍କ ମୁହଁରେ ରୁମାଲ ବାନ୍ଧି…

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡିମନ୍ଧ ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀ ବଳାତ୍କାରର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ, ନାବାଳିକା ଜଣକ ଘରେ ତାଙ୍କ ମା’ଙ୍କ ସହିତ ଥିବାବେଳେ ପଡ଼ୋଶୀ ଘରର ଜଣେ ଯୁବକ ବାହାନା କରି ତାଙ୍କୁ…

ଯାତ୍ରା ଦେଖି ଫେରୁଥିବାବେଳେ ଛାତ୍ରୀଙ୍କୁ…

ଭଦ୍ରକ: ଚାନ୍ଦବାଲି କାଳି ପଡ଼ିଆରୁ ଯାତ୍ରା ଦେଖି ଫେରୁଥିବା ମାଉସୀପୁଅ ଭାଇ ଠାରୁ ମାଉସୀଝିଅ ଭଉଣୀକୁ ଛଡ଼ାଇ ନେଇ ଦୁଇଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୧୭ ବର୍ଷୀୟ ନାବାଳିକା ହଷ୍ଟେଲ୍‌ରେ ରହି +୨ରେ ଅଧ୍ୟୟନ କରନ୍ତି। ଗତକାଲି ସେ ବଡ଼ଓସ୍ତିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର…

ଯୁବତୀଙ୍କୁ ଉଠାଇ ନେଇ ଜଙ୍ଗଲରେ…

ରାଉରକେଲା: ରାଉରକେଲାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ରାତି ସାରା ଜଙ୍ଗଲରେ ଯୁବତୀଙ୍କୁ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହେବାପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ପୋଲିସ। ସୂଚନା ଅନୁସାରେ ଗତ ୨୯ ତାରିଖ ରାତିରେ କୁଆଁରମୁଣ୍ଡା ଜଙ୍ଗଲରେ ଘଟିଛି ଏଭଳି ଅଭାବନୀୟ…

ରକ୍ଷକ ସାଜିଲା ଭକ୍ଷକ

ବଣାଇ :ଜଣେ ନାବାଳିକା ଯବାନଙ୍କ ନାଁରେ ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଛନ୍ତି । ବାରମ୍ବର ଦୁଷ୍କର୍ମ କରିବା ସହ ହତ୍ୟାର ଧମକ ମଧ୍ୟ ଦେଇଥିଲେ । ନାବାଳିକା ଜଣକ ପରିବାର ସହ ଲହୁଣୀପଡା ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି ।

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଉଦଳା : ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଉଦଳା ପୁଲିସ୍ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ନାଁ ବାବୁଲି। ବାରିପଦା ମେଡିକାଲରେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୩୧ ତାରିଖରେ…

ଦୁଷ୍କର୍ମକାରୀଙ୍କ ଜିଭକୁ କାମୁଡି ଛିଡାଇ…

ଜୟପୁର :  ଯୁବତୀଙ୍କ ଉପଯୁକ୍ତ ବୁଦ୍ଧି ଓ ଶାହାସ ଯୋଗୁ ଦୁଷ୍କର୍ମକାରୀଙ୍କ କବଳରୁ ନିଜକୁ ରକ୍ଷା କରିବା ସହ ସେମାନଙ୍କୁ ପୋଲିସ ହାତରେ ଧରାଇଦେବା ଏବେ ରାଜସ୍ଥାନ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଗିରଫ ଅଭିଯୁକ୍ତ ସଚ୍ଚିନ ଶର୍ମା ହୋଇଥିବା ବେଳେ ସେ ବ୍ରିଜବିହାରର ଏକ ପ୍ରପର୍ଟି ଏଜେଣ୍ଟ ବୋଲି…

ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକୋଣା ଗାଁରେ ଏକ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏନେଇ ଝିଅଟିର ମାଆ ବିଷମକଟକ ଥାନାରେ ଏତଲା ଦେଇଛନ୍ତି। ଗାଁର ଦୁଇ ଜଣ ନାବାଳକ ଏହି କାଣ୍ଡ ଭିଆଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗତ ୧୭ ତାରିଖ ଦିନ ମହିଳା…

ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଅଞ୍ଚଳର ହରପାଲି ବସ୍ତି ନିକଟରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ୭ ଅଭିଯୁକ୍ତ ଗିରଫ ହୋଇଛନ୍ତି । ବୀରମିତ୍ରପୁର ଥାନା ପୁଲିସ ନିକଟସ୍ଥ ହରପାଲି ଜଙ୍ଗଲରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ତେବେ ଅନ୍ୟ ୩ ଫେରାର ଅଛନ୍ତି। ହରପାଲି…

ପୁଣି ଲଜ୍ଜା : ସୁନ୍ଦରଗଡ଼ରେ ନାବାଳିକାକୁ…

 ସୁନ୍ଦରଗଡ : ସୁନ୍ଦରଗଡରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ହରବାଲି ବସ୍ତି ଅଞ୍ଚଳର ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ଗତ ୮ ତାରିଖରେ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର ଲୋକେ । ଗଣଦୁଷ୍କର୍ମର ଭିଡିଓ…