Odisha Link
Bridging the Missing Links in Odisha
Browsing Tag

Ravenshaw University

ରେଭେନ୍ସାରେ କରୋନା ପଜିଟିଭ୍‌ ଚିହ୍ନଟ,…

କଟକ: ପୁଣି ଡରାଇଲାଣି କରୋନା। ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।…

ରେଭେନ୍ସାର ଦ୍ବିତୀୟ କ୍ୟାମ୍ପସରେ ହାତୀ

କଟକ: କଟକର ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରେ ହାତୀ । ସ୍ଥାନୀୟ ରେଞ୍ଜର ଓ ଆସିଷ୍ଟାଣ୍ଟ ଚିଫ୍ କନଜରଭେଟର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରେଭେନ୍ସା କ୍ୟାମ୍ପସକୁ ଦୁଇ ପଟୁ ଘେରାବନ୍ଦୀ କରାଯାଇ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ତେବେ ସିଡିଏବାସୀ କୌଣସି ପ୍ରକାର ଆତଙ୍କିତ…

ପ୍ରଫେସର ସଂଜୟ ନାୟକ ହେଲେ ରେଭେନ୍ସା…

କଟକ: ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ ହୋଇଛନ୍ତି। ପ୍ରଫେସର ସଂଜୟ କୁମାର ନାୟକ ହେଲେ ରେଭେନ୍ସା କୁଳପତି। ପ୍ରଫେସର ସଞ୍ଜୟ ନାୟକଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ନିଯୁକ୍ତି ଦେଇଛନ୍ତି।  ପ୍ରଫେସର ନାୟକ ଏବେ ଚେନ୍ନାଇ ସିପେଟର…

ରେଭେନ୍ସା ବିଶ୍ବବିଦ୍ୟାଳୟ: ଡ଼ାକଯୋଗେ…

କଟକ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ କରାଯାଇଥିଲା । ତେଣୁ ସମସ୍ତ ବିଶ୍ବବିଦ୍ୟାଳୟଗୁଡ଼ିକରେ ବିଳମ୍ବରେ ନାମ ଲେଖା ଆରମ୍ଭ ହେଉଛି। ତେବେ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମଲେଖା ପ୍ରକ୍ରିୟାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଛି । ଡ଼ାକଯୋଗେ ସମସ୍ତଙ୍କୁ ମୂଳ ପ୍ରମାଣପତ୍ର…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ…

କଟକ: ୭୪ତମ ସ୍ବାଧୀନତା ଦିବସ ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ବର୍ତ୍ତମାନ ଓ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମାସିକ ପତ୍ରିକା "ଯୁବ ସଂକଳ୍ପ"ର ପ୍ରଥମ ସଂସ୍କରଣକୁ ଭର୍ଚୁଆଲ ଲୋକାର୍ପଣ କରିଛନ୍ତି ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଏହି…

ରେଭେନ୍ସା ବିଶ୍ବବିଦ୍ୟାଳୟରେ କରୋନା,…

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ କରିଛି କରୋନା ଭୂତାଣୁ। ରେଭେନ୍ସା କ୍ୟାମ୍ପସରେ ରହୁଥିବା ଜଣେ କର୍ମଚାରୀଙ୍କ ପୁଅ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ କ୍ୟାମ୍ପସ୍‌ ପରିସରରେଭୟର ବାତାବାରଣ ସୃଷ୍ଟି ହୋଇଛି। ଛାତ୍ରଙ୍କୁ କ୍ୟାମ୍ପସ୍‌ ଛାଡ଼ିବା ପାଇଁ ବିଶ୍ବବିଦ୍ୟାଳୟ…

ରେଭେନ୍ସାରେ ପୁଣି ଥରେ କ୍ୟାଣ୍ଟିନ୍‌…

କଟକ: ଓଡିଶାରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ମାନଙ୍କଠାରୁ କଟକ ସ୍ଥିତ ରେଭେନ୍ସା ବିଶ୍ବବିଦ୍ୟାଳୟ ଅନ୍ୟତମ। କିନ୍ତୁ ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେରେ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାଣ୍ଟିନ୍ ସୁବିଧା ନଥିବାରୁ ଛାତ୍ରଛାତ୍ରୀଙ୍କ ମହଲରେ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟରେ କ୍ୟାଣ୍ଟିନ୍…

ରେଭେନ୍ସାରେ ସ୍ଥାୟୀ ଅଧ୍ୟାପକଙ୍କ ପାଇଁ…

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ‌ର ଅଧ୍ୟାପକ ଅଭାବ ସମସ୍ୟା ଦୂର ହେବାକୁ ଯାଉଛି। ଆସନ୍ତା ସପ୍ତାହେ ମଧ୍ୟରେ ବିଶ୍ବବିଦ୍ୟାଳୟର ୧୭୯ଟି ସ୍ଥାୟୀ ଅଧ୍ୟାପକ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ପାଇଁ କୁଳପତିଙ୍କ ଅଧ୍ୟକ୍ଷତ‌ାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ସ୍ଥାୟୀ…

ଅନ୍ତର୍ଜାତୀୟ ଶିକ୍ଷା ଜଗତରେ ପାଦ ଥାପିବ…

କଟକ: ରାଜ୍ୟ ତଥା ଦେଶର ବହୁ ପୁରାତନ କଳା, ସଂସ୍କୃତି, ପରମ୍ପରା ଭଳି ବିଭିନ୍ନ ବିଷୟରେ ଅବଗତ ହୋଇ ପାରିବେ ବିଦେଶୀ ଛାତ୍ରଛାତ୍ରୀ। ଅନୁରୂପ ଭାବେ ବିଦେଶୀ କଳା ସଂସ୍କୃତି ଉପରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ବିଦେଶ ବିଶ୍ୱବିଦ୍ୟାଳୟରେ ଜ୍ଞାନ ଆହରଣ କରିପାରିବେ। ରେଭେନ୍‌ସା ବିସ୍ୱବିଦ୍ୟାଳୟ ବିଶ୍ୱର କିଛି…