Odisha Link
Bridging the Missing Links in Odisha
Browsing Tag

return

ଫେରିଲା ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ

ଭୁବନେଶ୍ୱର: ଫେରିଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ। ଗତ ୨୭ ତାରିଖ ଦିନ ନାଗାର୍ଜୁନ ବେଶ ଓଲାଗି ପରେ ୨୮ତାରିଖରେ ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିର ବାହାରକୁ ଅଣାଯାଇଥିଲା। କାହିଁକି ଆଉ କିଏ ଆଣିଥିଲା ସେନେଇ ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିଲା ନିର୍ଦ୍ଦେଶ।…

ଓଡ଼ିଶା ଫେରିଲେ ବିରଜୁ

ସୁନ୍ଦରଗଡ: ୨୫ ବର୍ଷ ପରେ ଓଡିଶାକୁ ଫେରିଲେ ବିରଜୁ କୁଲୁ। ୨୦ ବର୍ଷ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିବାପରେ ନିର୍ଦ୍ଦୋଷରେ ଖଲାସ ହୋଇ ଆଜି ନିଜ ଗାଁ କୁ ଫେରିଛନ୍ତି ବିରଜୁ। ଜିଲ୍ଲା ପ୍ରଶାସନର ସ୍ଵତନ୍ତ୍ର ଟିମ୍‌ ବିରଜୁଙ୍କୁ ନେଇ ସୁନ୍ଦରଗଡ କୁତ୍ରାରେ ପହଞ୍ଚିଛି। ଗତକାଲି ରାତିରେ ସେ କୁତ୍ରା ଠାରୁ…

ପାକିସ୍ତାନରୁ ଫେରିଲେ ବନ୍ଦୀ ଓଡ଼ିଆ ଯୁବକ

ସୁନ୍ଦରଗଡ଼: ୨୫ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକୁଳିଲେ ବନ୍ଦୀ ଓଡ଼ିଆ ଯୁବକ। ପାକିସ୍ତାନ ଜେଲ୍‌ରେ ୨୫ ବର୍ଷ ସଜା କାଟି ସୁନ୍ଦରଗଡ଼ କୁତ୍ରା ବ୍ଲକ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ। ପାକିସ୍ତାନରୁ ଫେରିବା ପରେ ପଞ୍ଜାବର ଅମୃତସରର ଏକ ହସ୍ପିଟାଲ୍‌ରେ କ୍ବାରେଣ୍ଟାଇନ୍‌ରେ ଅଛନ୍ତି ବିରଜୁ। ଏନେଇ…

ଜମାକାରୀଙ୍କୁ ଟଙ୍କା ଫେରସ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଅନିୟମିତତା ମାମଲା ନୂଆ ମୋଡ଼ ନେଇଛି। ଜମାକାରୀଙ୍କୁ ୮ ସପ୍ତାହ ଭିତରେ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୨୦୧୬ରେ ବ୍ୟାଙ୍କ ଲାଇସେନ୍ସ ରଦ୍ଦ କରିଥିଲା ରିଜର୍ଭ ବ୍ୟାଙ୍କ।

ୟେସ୍ ବ୍ୟାଙ୍କ: ଫେରିଲା ଜଗନ୍ନାଥଙ୍କ…

ପୁରୀ: ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାର ଭବିଷ୍ୟତକୁ ନେଇ ଯେଉଁ ଦ୍ବନ୍ଦ ଦେଖା ଯାଇଥିଲା ତାର ଅବସାନ ଘଟିଛି। ଆଜି ୟେସ୍ ବ୍ୟାଙ୍କରୁ ଫେରିଲା ଜଗନ୍ନାଥଙ୍କ ଟଙ୍କା। ଇ-ଟ୍ରାନ୍ସଫର ମାଧ୍ୟମରେ ୩୯୭ କୋଟି ଟଙ୍କା ଫେରାଇଛି ୟେସ୍ ବ୍ୟାଙ୍କ। ପ୍ରଥମ ପର୍ଯ୍ୟାୟରେ ୩୮୯ କୋଟି…