Odisha Link
Bridging the Missing Links in Odisha

ଜମାକାରୀଙ୍କୁ ଟଙ୍କା ଫେରସ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଅନିୟମିତତା ମାମଲା ନୂଆ ମୋଡ଼ ନେଇଛି। ଜମାକାରୀଙ୍କୁ ୮ ସପ୍ତାହ ଭିତରେ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୨୦୧୬ରେ ବ୍ୟାଙ୍କ ଲାଇସେନ୍ସ ରଦ୍ଦ କରିଥିଲା ରିଜର୍ଭ ବ୍ୟାଙ୍କ।

Comments are closed.