Odisha Link
Bridging the Missing Links in Odisha

ବାଇକ୍‌ ସହ ଜଳିଗଲେ ଯୁବକ

ନୟାଗଡ଼: ଦୁର୍ଘଟଣା ପରେ ବାଇକ୍‌ ସହ ଜଳିଗଲେ ଯୁବକ। ଦଶପଲ୍ଲା ରଙ୍ଗମାଟିଆରେ ଆମ୍ବୁଲାନ୍ସ ସହ ଧକ୍କା ପରେ ଜଳିଗଲେ ଯୁବକ। ଘଟଣାସ୍ଥଳରେ ବାଇକ୍‌ ଆରୋହୀ ଯୁବକ ଜଣଙ୍କ ଜଳିଯାଇ ମୃତ୍ୟୁ ହୋଇଛନ୍ତି।

Comments are closed.