Odisha Link
Bridging the Missing Links in Odisha
Browsing Tag

Russia

ଚୀନକୁ ବଡ଼ ଝଟକା: ଏସ୍ ୪୦୦ କ୍ଷେପଣାସ୍ତ୍ର…

ନୂଆଦିଲ୍ଲୀ: ଚୀନକୁ ଝଟକା। ଚୀନକୁ ବଡ଼ ଝଟକା ଦେଇଛି ଋଷ। ପ୍ରଚଣ୍ଡ ଶକ୍ତିଶାଳୀ କୁହାଯାଉଥିବା ଏବଂ ବାୟୁୁରୁ ବାୟୁରେ ପ୍ରତିପକ୍ଷ ବିମାନକୁ ଧ୍ଵଂସ କରିବାକୁ ସକ୍ଷମ ଏସ୍-୪୦୦ କ୍ଷେପଣାସ୍ତ୍ର ଯୋଗାଇବା ନିମନ୍ତେ ଚୀନ ଚୁକ୍ତିରେ ପ୍ରତିବନ୍ଧକ ଲଗାଇଛି ରୁଷିଆ। ରୁଷ ଏପରି ଏକ ସମୟରେ ଏହି କ୍ଷେପଣାସ୍ତ୍ର…

ଋଷ ଗସ୍ତରେ ରାଜନାଥ ସିଂହ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଋଷ ଗସ୍ତ କରିଛନ୍ତି। ୨ୟ ବିଶ୍ଵଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏଟ ରୁଷର ବିଜୟର ୭୫ତମ ବର୍ଷ ଉପଲକ୍ଷେ ହେଉଥିବା ପରେଡ୍‌ରେ ଯୋଗ ଦେବେ ରାଜନାଥ ସିଂହ। ଏହା ସହିତ ରାଜନାଥ ଭାରତ-ରୁଷର ପ୍ରତିରକ୍ଷା ଏବଂ ରଣନୀତିକ ଭାଗିଦାରିକୁ…

ରୁଷ ପ୍ରଧାନମନ୍ତ୍ରୀଙ୍କୁ କରୋନା

ରୁଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁସ୍ତିନଙ୍କ ନମୁନା ପରୀକ୍ଷଣ ପରେ ସେ କୋଭିଡ୍-୧୯ ପଜିଟିଭ୍‌ ବୋଲି ଜଣାପଡ଼ିଛି। ନିଜେ ମିଖାଇଲ ଏ ନେଇ ସୂଚନା ଦେଇଛନ୍ତି। ସେ ଏବେ ଆଇସୋଲେସନ୍‌ରେ ଚିକିତ୍ସିତ ହେଉଥିବା ବେଳେ ଉପ ପ୍ରଧାନମନ୍ତ୍ରୀ ଆଣ୍ଡ୍ରୀ ବେଲୋସୋଭ ଅସ୍ଥାୟୀ ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ବ ନିର୍ବାହ…

ସିରିଆରେ ବିମାନ ଆକ୍ରମଣ, ୧୧ ମୃତ

ନୂଆଦିଲ୍ଲୀ : ଗତକାଲି ଉତ୍ତର-ପଶ୍ଚିମ ସିରିଆରେ ଋଷ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣରେ ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ସିରିଆର ଇଦାଲିବ ପ୍ରାନ୍ତରେ ହିଂସା ଦିନକୁ ଦିନ ବଢିଚାଲିଛି। ସିରିଆ ସୈନିକ ବିଦ୍ରୋହୀମାନଙ୍କ ଠାରୁ ହାରିବାର କିଛି ଦିନ ପରେ…

ଅନ୍ତର୍ଜାତୀୟ କ୍ରୀଡ଼ାରୁ ୪ବର୍ଷ ବାସନ୍ଦ…

ନୂଆଦିଲ୍ଲୀ: ୨୦୨୦ ଟୋକିଓ ଅଲିମ୍ପିକ୍ସ ହେବା ପୂର୍ବରୁ ରୁଷକୁ ଏକ ବଡ଼ ଝଟ୍‌କା ଲାଗିଛି। ବିଶ୍ବ ଡୋପିଂ ନିରୋଧୀ ସଂସ୍ଥା(ୱାଡା) ରୁଷକୁ ଅନ୍ତର୍ଜାତୀୟ କ୍ରୀଡ଼ାରୁ ୪ବର୍ଷ ବାସନ୍ଦ କରିଛି। ଫଳରେ ରୁଷ ଆଗାମୀ ୨୦୨୦ରେ ଜାପାନର ରାଜଧାନୀ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାଗ ନେଇପାରିବ ନାହିଁ। ଏଥିସହ…

ରୁଷିଆ ଗସ୍ତରେ ମୋଦି: ରୁଷିଆର ସର୍ବୋଚ୍ଚ…

ନୂଆଦିଲ୍ଲୀ: ରୁଷ୍‌ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଓ ରୁଷିଆ ମଧ୍ୟରେ ୨୦ଶ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଛନ୍ତି ମୋଦି। ସେ ସମ୍ମିଳନୀରେ ଯୋଗଦେଇ କହିଛନ୍ତି ଯେ, ରୁଷିଆ ଭାରତର ବିଶ୍ୱସ୍ତ ବନ୍ଧୁ। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ପୁରୁଣା। ଆମେ ଅନେକ ସମୟରେ ଦେଖା ହୋଇଛୁ।…