Odisha Link
Bridging the Missing Links in Odisha
Browsing Tag

Samir Ranjan Dash

ରାଜ୍ୟରେ ଏବେ ଖୋଲିବନି ସ୍କୁଲ୍:…

ଭୁବନେଶ୍ବର: ରାଜ୍ୟରେ ଏବେ ଖୋଲିବନି ସ୍କୁଲ। ଆଜି ସ୍କୁଲ ଖୋଲିବା ନିଷ୍ପତ୍ତି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ସମୀର ଦାଶ କହିଛନ୍ତି, ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ସ୍ଥଗିତ ରଖାଯାଇଛି। ଡିସେମ୍ବରରେ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା…

ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି…

ଭୁବନେଶ୍ୱର: ଦୀପାବଳି ପରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ କଳ୍ପନା ଜଳ୍ପନା ଲାଗିରହିଛି। ରାଜ୍ୟରେ ସ୍କୁଲ ଖୋଲିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ ଖୋଲିବା ନେଇ ନିର୍ଦ୍ଧିଷ୍ଟ ଭାବେ କୌଣସି ନିଷ୍ପତ୍ତି ନିଆ ଯାଇନାହିଁ।…

ମୁଁ ସରକାରଙ୍କ କୋଭିଡ ନିୟମ ଉଲ୍ଲଂଘନ…

ଭୁବନେଶ୍ବର: ଗତକାଲି ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ନେଇ ମନ୍ତ୍ରୀ ସମୀର ଦାଶ ଓ ଉମା ସାମନ୍ତରାୟଙ୍କ ନାଁରେ ଏତଲା ଦାଖଲ କରାଯାଇଛି। କୋଭିଡ୍ ନିୟମ ଉଲ୍ଲଂଘନ ନେଇ ପୁରୀ ସମୁଦ୍ରକୂଳ ଥାନାରେ ଜଗନ୍ନାଥ ସେନା ଏତଲା ଦାଖଲ କରିଛି। ଜଗନ୍ନାଥ ସେନାର ଏତଲା ମୁତାବକ,…

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ କରୋନା

ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ତାଙ୍କ ପତ୍ନୀଙ୍କୁ କରୋନା। କରୋନା ପଜିଟିଭ ହୋଇଥିବା ନେଇ ନିଜେ ସମୀର ଦାଶ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ସେ ଟ୍ବିଟ୍ କହିଛନ୍ତି ଯେ, ଆମେ ସୁସ୍ଥ ଅଛୁ, ଆମ ସଂସ୍ପର୍ଶରେ ୭ ଦିନ ଭିତରେ ଆସିଥିବା ବ୍ୟକ୍ତି ନିଜର ଟେଷ୍ଟ୍ କରାଇ ନିଅନ୍ତୁ।…

ସ୍କୁଲ୍‌ ସିଲାବସ୍‌ ୩୦% ପ୍ରତିଶତ କମିଲା

ଭୁବନେଶ୍ବର: କରୋନା ମହାମାରୀ ପାଇଁ ୩୦% ପ୍ରତିଶତ ସିଲାବସ୍‌ କମିଲା। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍‌ରେ ୩୦% ପ୍ରତିଶତ ହ୍ରାସ କରାଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇ କହିଛନ୍ତିଯେ,…

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ ୨…

ଭୁବନେଶ୍ବର: ଯୁକ୍ତ ୨ କଳା ପରୀକ୍ଷା ଫଳ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ବାହାରିବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପୂର୍ବରୁ ଅଗଷ୍ଟ ଶେଷ ସପ୍ତାହରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବାର ଥିଲା। ହେଲେ CHSEର ୨ ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ପରେ…

ଓଡ଼ିଶା ଗଣଶିକ୍ଷା: ନବମ ଶ୍ରେଣୀ ଭୂଗୋଳ…

ଭୁବନେଶ୍ବର: ଗୋଟିଏ ପଟେ କରୋନା ମାଡ଼ରେ ରାଜ୍ୟରେ ଗଣଶିକ୍ଷା ବ୍ୟବସ୍ଥା ଦୋହଲିଯାଇଛି। ଅନ୍‌ଲାଇନ୍‌ ପାଠପଢ଼ା ଉପରେ ବିଭାଗୀୟ ମନ୍ତ୍ରୀ ଗୁରୁତ୍ବ ଦେଉଥିଲେ ହେଁ ଅସଲରେ ଅନେକ ଛାତ୍ରଛାତ୍ରୀଙ୍କ ପିତାମାତା ସ୍ମାର୍ଟ ଫୋନ୍‌ କିଣିବା ଦୂରର କଥା, ଏଭଳି ସମୟରେ ବିଦ୍ୟୁତ୍‌ ବିଲ୍‌ ଦେବାକୁ ମଧ୍ୟ ଅସମର୍ଥ…

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ଫଳାଫଳ:…

ଭୁବନେଶ୍ବର: କରୋନା କାଳ ଭିତରେ ସରିଲା ମ୍ୟାଟ୍ରିକ ମୂଲ୍ୟାୟନ। ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ ଆଜି କହିଛନ୍ତି ଯେ, ମାଟ୍ରିକ ଖାତା ଦେଖା ଶେଷ ହୋଇଛି। ବର୍ତ୍ତମାନ ଟାବୁଲେସନ ଚାଲିଛି। ଅପରପକ୍ଷେ ସେ…

କାଲିଠୁ ଯୁକ୍ତ ୨ ଅନ୍‌ଲାଇନ୍‌ ଖାତା…

ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଯୁକ୍ତ ୨ ଖାତା ମୂଲ୍ୟାୟନ। ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ। ଶ୍ରୀ ଦାଶଙ୍କ ସୂଚନା ଅନୁଯାୟୀ, ୩୬ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ରରେ ହେବ ଯୁକ୍ତ ୨ ଖାତା ଦେଖା। ଏହା ମୁଲ୍ୟାୟନ ୨ଟି ପର୍ଯ୍ୟାୟରେ ଏବଂ ୨ଟି ସିଫ୍ଟରେ ହେବ। ପ୍ରଥମ ସିଫ୍ଟ ସକାଳ…

ଜୁନ୍‌ ୧୭ରେ ଖୋଲିବ ନାହିଁ ସ୍କୁଲ:…

ଭୁବନେଶ୍ବର: ବର୍ତ୍ତମାନ ସମୟରେ ରାଜ୍ୟରେ ଖୋାଲିବ ନାହିଁ ସ୍କୁଲ। ପୂର୍ବରୁ ଜୁନ୍‌ ୧୭ ପର୍ଯ୍ୟନ୍ତ ସ୍କୁଲ ଛୁଟି କରିଥିଲେ ସରକାର। ହେଲେ ସ୍ଥିତିର ଅନୁଧ୍ୟାନ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତି ନେବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ବର୍ତ୍ତମାନ ଲକ୍‌ଡାଉନ୍‌…