Odisha Link
Bridging the Missing Links in Odisha
Browsing Tag

Scb medical

ଏସସିବି ସଂପ୍ରସାରଣ, ତୃତୀୟ ପର୍ଯ୍ୟାୟ…

କଟକ: କଟକ ଜିଲ୍ଳରେ ଏସସିବି ସଂପ୍ରସାରଣ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ରାଣୀହାଟଛକ ସ୍ଥିତ ହିନ୍ଦ୍‍ ସିନେମା ହଲ୍‍ ପଛ ପଟ ତାଳଦଣ୍ଡା କେନାଲ ରାସ୍ତାରେ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିର ଭଙ୍ଗାଯିବା ସହ କ୍ଲବ…

ଏସସିବିରେ ପ୍ରଥମ ସ୍ୱାଇନ ଫ୍ଲୁ ରୋଗୀ…

କଟକ: ଏସସିବିରେ ପ୍ରଥମ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ କରାଯାଇଛି। ଏହି ରୋଗୀ ଜଣକର ଘର ଢେଙ୍କାନାଳ ଅଞ୍ଚଳର ବୋଲି ଜଣାପଡିଛି। ସ୍ୱାଇନ ଫ୍ଲୁ ସନ୍ଦେହରେ ୩ ଜଣ ଏସସିବିର ସ୍ପେଶାଲ ୱାର୍ଡରେ ଭର୍ତି ହୋଇଥିଲେ। ସେମାନଙ୍କର ରକ୍ତ ଓ ସ୍ୱାବ ନମୂନା ପରୀକ୍ଷା ପରେ ଜଣଙ୍କ ଠାରେ ସ୍ୱାଇନ ଫ୍ଲୁ ପଜିଟିଭ୍ ଆସିଛି।…

କରୋନା ସନ୍ଦେହରେ ପୁଣି ଜଣେ ଏସ୍‌ସିବିରେ…

କଟକ: କରୋନା ସନ୍ଦେହରେ ପୁଣି ଜଣେ ଗତକାଲି ବିଳମ୍ବିତ ରାତିରେ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣକ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡିଛି। ସେ ହଂକଂରେ ଏକ କମ୍ପାନୀରେ କାମ କରୁଥିଲେ। କୌଣସି କାର୍ଯ୍ୟରେ ଚୀନ୍ ଯାଇ ଜାନୁଆରୀ ୨୪ରେ ଘରକୁ ଫେରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର…

ଏସ୍‌ସିବିରେ ଦୁଇ କରୋନା ସନ୍ଦିଗ୍ଧ

କଟକ: ଭାରତରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଏପରି ସ୍ଥିତିରେ କରୋନା ପରି ଲକ୍ଷଣ ଦେଖାଯିବାରୁ ଏସ୍‌ସିବିରେ ଦୁଇ ଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର ନମୁନା ପରୀକ୍ଷା ପାଇଁ ଲାବୋରୋଟାରିକୁ ପଠା ଯାଇଥିବା ବେଳେ ଆଜି ଆଉ ଜଣକର ନମୁନା…

ଆଜିଠାରୁ ଆରମ୍ଭ ହେବ ଏସସିବି ସଂପ୍ରସାରଣ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣା ପରେ ଆଜିଠୁ ଏସସିବିରେ ଉଚ୍ଛେଦ ସମଚେତନତା ଅଭିଯାନ ଆରମ୍ଭ ହେବ। ହାଡିଆପଠାରେ ପ୍ରଶାସନ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ମାଇକରେ ଘୋଷଣା କରାଯିବ। ଏହାପରେ ପ୍ରକଳ୍ପ ପାଇଁ ଦୋକାନ, କ୍ୱାର୍ଟସ ଓ ବେଆଇନ ଘର ଭଙ୍ଗା…

ଏସସିବି ପୁନର୍ବିନ୍ୟାସ, ଥଇଥାନ ପ୍ୟାକେଜ

ଭୁବନେଶ୍ବର: କଟକ ଏସସିବି ପାଇଁ ବଡ ପ୍ୟାକେଜକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏସସିବିର ପୁନର୍ବିନ୍ୟାସରେ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାଜେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏସସିବିକୁ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠାନ ଭାବରେ ବିକଶିତ କରିବାକୁ…

ମାର୍ଚ୍ଚ ପହିଲାରୁ ହେବ ଏସସିବି ମେଡିକାଲର…

ଭୁବନେଶ୍ବର: କଟକ ବଡ଼ ମେଡିକାଲ ବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ହେବ ନବକଳେବର। ଏସସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବା କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ…

ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ। ଝାରପଡା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରଦୀପ ସେଠୀ। ଟଏଲେଟ ଭିତରେ ବେକରେ ତାର ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ଇନଭର୍ଟର ତାରକୁ ବେକରେ ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରଦୀପ। ଟଏଲେଟ…

ଏସ୍‌ସିବିରେ ପହଞ୍ଚିଲେ ମାନବାଧିକାର…

କଟକ: କଟକ ବଡ଼ ମେଡିକାଲର ଡେଷ୍ଟିଚ୍ୟୁଟ୍ ୱାର୍ଡରେ ରୋଗୀଙ୍କୁ ଆଟେଣ୍ଡାଣ୍ଟ ମାଡ଼ମାରିବା ଘଟଣା ତଦନ୍ତ ପାଇଁ ପହଞ୍ଚିଲେ ମାନବାଧିକାର କମିଶନ ସଦସ୍ୟ। ଗତକାଲି ଜଣେ ଅନ୍ତେବାସିନୀଙ୍କୁ ଆଟେଣ୍ଡାଣ୍ଟ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା ସୂଚନା ଅନୁସାରେ କଟକ ବଡ ମେଡିକାଲର ସର୍ଜରୀ ଓ୍ବାର୍ଡରେ ଥିବା…

ନର୍ଦ୍ଦମା ପାଣିରେ ଭାଷୁଛି ବଡ଼…

କଟକ: କଟକ ବଡ଼ ଡାକ୍ତରଖାନାର ନ୍ୟୁରୋସର୍ଜରୀ ବିଭାଗରେ ଆଜି ସକାଳେ ନର୍ଦ୍ଦମା ପାଣି ପଶିଯାଇଥିଲା। ଫଳରେ ସାଧାରଣ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ନର୍ଦ୍ଦମା ପାଣି ନ୍ୟୁରୋସର୍ଜରୀ ବିଭାଗର ଅସ୍ତ୍ରୋପଚାର ରୁମ୍‌ ସମେତ ଅନ୍ୟ ସମସ୍ତ ରୁମ୍‌ରେ ପାଣି ପଶି ଯାଇଥିଲା। ତେଣୁ କିଛି ସମୟ ଅସ୍ତ୍ରୋପଚାର…