Odisha Link
Bridging the Missing Links in Odisha
Browsing Tag

Scb medical

ପୁଣି ଅସୁସ୍ଥ ହେଲେ ସମାଜସେବୀ ପଦ୍ମଶ୍ରୀ…

କଟକ: ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି। ଆଜି ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି।ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଗତକାଲି ଅସୁସ୍ଥ ହୋଇ ପଡ଼ିଥିଲେ। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ…

ଏସସିବି ମେଡ଼ିସିନ ବିଭାଗରେ ଅଗ୍ନିକାଣ୍ଡ

କଟକ: ଏସସିବି ମେଡ଼ିକାଲର ଟେଲି ମେଡିସିନ୍ ବିଭାଗରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସର୍ଭର ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବିଭାଗୀୟ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। କିନ୍ତୁ ଏହି ଅଗ୍ନିକାଣ୍ଡରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ଜଣା…

ଶିଶୁ ଦେହରେ ଉଭୟ ଯୌନାଙ୍ଗ, ପୁଅ ନା ଝିଅ…

କଟକ: ଏକ ବିରଳ ଶିଶୁକୁ ନେଇ ରାଜ୍ୟରେ ଲାଗି ରହିଛି ଚର୍ଚ୍ଚା। ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗକୁ ଏକ ଶିଶୁ ଚିକିତ୍ସା ପାଇଁ ଆସିବା ପରେ ଚର୍ଚ୍ଚା ଲାଗି ରହିଛି। ବିରଳ ଏଇଥିପାଇଁ କି’ ଶିଶୁର ଯୌନାଙ୍ଗ ସ୍ଥାନର ଗଠନ ବଡ଼ ବିଚିତ୍ର। ଉଭୟ ପୁରୁଷ ଓ ମହିଳାଙ୍କ ଯୌନାଙ୍ଗ ତା’ ଦେହରେ ପ୍ରାକୃତିକ ଭାବେ…

ଏସସିବିରେ ଉଦଘାଟିତ ହେଲା VRDL

କଟକ: କଟକ ଏସସିବି ମେଡିକାଲ ପରିସରରେ ଉଦଘାଟିତ ହେଲା( VRDL) ଭିଆରଡିଏଲ। କଟକ ସାଂସଦ ଭର୍ତ୍ତୃହରି ମହାତାବଙ୍କ ଦ୍ୱାରା ଏହି (VRDL) ଭିଆରଡିଏଲ ଉଦଘାଟିତ ହୋଇଛି। ଏହି ଭିଆରଡିଏଲ ୧କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ( VRDL) ଭାଇରସ ରିଚର୍ଚ୍ଚ ଡାଇଗ୍ନୋଷ୍ଟିକ ଲାବରେଟୋରୀରେ କରୋନା ଭୂତାଣୁର ଗବେଷଣା…

କରୋନା ମୁକାବିଲା ପାଇଁ ଏସସିବି ପ୍ରସ୍ତତ

ଭୁବନେଶ୍ୱର: କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି। ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ କରୋନା ମୁକାବିଲା ପାଇଁ ଏସସିବି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୮ ଜଣ…

ଏସ୍‌ସିବିରୁ କରୋନା ସନ୍ଦିଗ୍ଧ ଫେରାର

କଟକ: କଟକ SCB ମେଡିକାଲ୍‌ରୁ ଜଣେ କରୋନା ସନ୍ଦିଗ୍ଧ ଚମ୍ପଟ୍‌ ମାରିଥିବା ସୂଚନା ମିଳିଛି। ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କରୋନା ସନ୍ଦେହରେ SCB ଅଣାଯାଇଥିଲା। ବ୍ୟକ୍ତି ଜଣଙ୍କ ଶରୀରରେ ତାପମାତ୍ରା ଥିବାରୁ ଏପରି ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ତାଙ୍କୁ…

ଆଜି ନୂଆ ଏସ୍‌ସିବି କ୍ୟାମ୍ପସ ଶିଳାନ୍ୟାସ…

କଟକ : ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ନୂଆ ରୂପ ପାଇବ। ଏଥିପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୧୦୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ଏସ୍‌ସିବିର ନୂତନ କ୍ୟାମ୍ପସ ନିର୍ମାଣ ପାଇଁ ଶିଳାନ୍ୟାସ କରିବାକୁ ଗୁରୁବାର ମୁଖ୍ୟମନ୍ତ୍ରୀ କଟକ ଆସୁଛନ୍ତି। ଏହି…

କିଡନୀ ଦାନ କଲେ ଆଉ ଜଣେ ମହିଳା

ଭୁବନେଶ୍ବର: ପୂର୍ବରୁ କିଡନୀ ଦାନ କରିଥିବା ୨ ଜଣ ମହିଳା ଥିବା ବେଳେ ଏଥର ମଧ୍ୟ ଏଥିରେ ଆଉ ଜଣେ ମହିଳା ସାମିଲ ହୋଇଛନ୍ତି। ଏହି ମହିଳାଜଣକ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ରାଜଲକ୍ଷ୍ମୀ ଦାସ। ଫଳରେ ଗତ ମାସ ରାଜ୍ୟରେ ୨ଟି କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ ଶେଷ ହୋଇଥିବା ବେଳେ ଆଜି ହେବ ତୃତୀୟ…

୨ ଜଣ କରୋନା ସନ୍ଦିଗ୍ଧଙ୍କୁ ଏସ୍‌ସିବିରେ…

ପାରାଦୀପ: ପାରାଦୀପରେ ୨ ଜଣ କରୋନା ସନ୍ଦିଗ୍ଧ ଚିହ୍ନଟ। ସିଙ୍ଗାପୁରରୁ ଜାହାଜରେ ପାରାଦୀପ ଅଭିମୁଖେ ଆସିଥିବା ୨ଜଣ ସ୍ୱାମୀ-ସ୍ତ୍ରୀ କରୋନା ଆକ୍ରାନ୍ତ ନେଇ ସନ୍ଦେହ କରାଯାଉଛି। ଉଭୟଙ୍କୁ ପରୀକ୍ଷା ପାଇଁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଘର ଉତ୍ତରପ୍ରଦେଶର କାନପୁରରେ ବୋଲି…

ଏସ୍‌ସିବି ସମ୍ପ୍ରସାରଣ ପାଇଁ ଉଚ୍ଛେଦ…

କଟକ ଅଫିସ: କଟକ ଏସ୍‌ସିବି ମେଡିକାଲ ସମ୍ପ୍ରସାରଣ ଏବଂ ଉନ୍ନତିକରଣ ପାଇଁ ପୁଣି ଥରେ ଆଜିଠାରୁ ଆଖପାଖ ଅଞ୍ଚଳରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଯୋବ୍ରା ଏବଂ ରାଣୀହାଟ ଅଞ୍ଚଳର ୯୫ଟି ଘରକୁ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ସେମାନଙ୍କୁ ଜଗତପୁର ଅଞ୍ଚଳକୁ ସ୍ଥାନାନ୍ତର କରାଯାଉଛି। ସେଠାରେ ରହିବା ଏବଂ…