Odisha Link
Bridging the Missing Links in Odisha
Browsing Tag

school student

ସ୍କୁଲରେ ପଶି ଜଣେ ଛାତ୍ରଙ୍କୁ ଅଜଣା…

ଓଏଲ୍ ବ୍ୟୁରୋ : ବାଙ୍କି ଚର୍ଚ୍ଚିକା ୟୁଜିଏମଇ ବିଦ୍ୟାଳୟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିଦ୍ୟାଳୟରେ ପଶି ଜଣେ ଛାତ୍ରଙ୍କୁ ଅଜଣା ଯୁବକଙ୍କ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଜଣା ଯୁବକଙ୍କ ଆକ୍ରମଣର ଶିକାର ହୋଇଥିବା ପିଲାଟି ହେଉଛି ଚର୍ଚ୍ଚିକା ୟୁଜିଏମଇ ସ୍କୁଲର ୩ୟ ଶ୍ରେଣୀର ଛାତ୍ର।…

ବେତନଟୀରେ ଲଜ୍ଜା, ସ୍କୁଲ୍‌ ଛାତ୍ରୀଙ୍କୁ…

ବେତନଟୀ: ସ୍କୁଲ୍ ଛାତ୍ରୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ। ସ୍କୁଲରୁ ଫେରୁଥିବା ସମୟରେ ଜଣେ ଛାତ୍ରୀଙ୍କୁ ବାଟରୁ ଉଠାଇ ନେଇ ଜଙ୍ଗଲରେ ଦୁଷ୍କର୍ମ। ଏହି ଘଟଣାରେ ଅଭିଯୁକ୍ତ ହରିଶ୍ଚନ୍ଦ୍ର ସିଂ (୩୭)କୁ ଗାଁ ଲୋକେ କାବୁ କରିଥିଲେ ମଧ୍ୟ ସେ ଚକ୍‌ମା ଦେଇ ଖସି ପଳାଇଥିଲା। ପରେ ତାକୁ ଜଳେଶ୍ବର ଅଞ୍ଚଳରୁ ପୁଲିସ ଗିରଫ…

ଅଟୋରେ ସ୍କୁଲ୍‌ ପିଲା ଗଲେ…

ବ୍ରହ୍ମପୁର: ଅଟୋରେ ସ୍କୁଲ୍‌ ପିଲା ଗଲେ ସେ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତକାଲି ବ୍ରହ୍ମପୁର ଦିଗପହଣ୍ଡିରେ ଅଟୋରୁ ଖସି ୫ ବର୍ଷର ଛାତ୍ର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଅଟୋରୁ ଖସି ୫ ବର୍ଷର ଛାତ୍ରର ମୃତ୍ୟୁ ମାମଲାର ତଦନ୍ତ ହେବ।…

ଟ୍ରାଫିକ୍ ସଚେତନତାର ବାର୍ତ୍ତା ବାଣ୍ଟିଲେ…

ନୟାଗଡ଼: ସାରା ରାଜ୍ୟରେ ଟ୍ରାଫିକ ନିୟମ ପାଳନ କରିବା ପାଇଁ ସରକାର ଅନେକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଅନ୍ୟପଟେ ଛାତ୍ରଛାତ୍ରୀ ମାନେ ଏକ ଅଭିନବ ଉପାୟରେ ଟ୍ରାଫିକ୍‌ ନିୟମ ପାଳନ କରିବା ପାଇଁ ସମାଜକୁ ବାର୍ତ୍ତା ଦେଇଛନ୍ତି। ସମସ୍ତେ ଠିକ୍‌ ଭାବରେ ଟ୍ରାଫିକ ନିୟମ ପାଳନ କରନ୍ତୁ। ସରକାର ଧାର୍ଯ୍ୟ…

ସାହାଯ୍ୟ କଲାବେଳେ ଜୀବନ ଗଲା

ଜଳେଶ୍ୱର : ଏମିତି ବି ମୃତ୍ୟୁ ଆସେ। ସ୍କୁଲର ବାର୍ଷିକ ଉତ୍ସବ ନିମନ୍ତ୍ରଣପତ୍ର ବାଣ୍ଟବାକୁ ଯାଉଥିବା ବେଳେ ବାଟରେ ଇଟା ବୋଝେଇ ଗାଡି ଓଲଟି ପଡ଼ିବାରୁ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ଅକାଳ ମୃତ୍ୟୁ ଘଟିଛି। ଗତକାଲି ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ଜଳେଶ୍ବର ଟାଉନ୍‌ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର…

କମ୍‌ ନମ୍ବର ରଖିବାରୁ ମୁହଁରେ କାଳି…

ଚଣ୍ଡୀଗଡ଼: ଘଟଣାଟି ଆପଣଙ୍କୁ ଚକିତ କରିଥିବ ନିଶ୍ଚିନ୍ତ କିନ୍ତୁ ସତ। ପରୀକ୍ଷାରେ କମ୍‌ ନମ୍ବର ରହିବାରୁ ସ୍କୁଲ କର୍ତ୍ତୃପକ୍ଷ ୬ ଜଣ ଛାତ୍ରଙ୍କ ମୁହଁରେ କାଳି ବୋଳି ସ୍କୁଲରେ ବୁଲାଇଛନ୍ତି। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ହରିୟାଣାର ହିସାର ଅଞ୍ଚଳରେ। ହିସାରର ମହାବୀର କଲୋନୀରେ ଥିବା ଏକ ଘରୋଇ ସ୍କୁଲରେ…