Odisha Link
Bridging the Missing Links in Odisha
Browsing Tag

Selfie

ସେଲ୍ଫି ହେଲା କାଳ, ନାଳରେ ଖସି ଯୁଵତୀ…

ସୁନ୍ଦରଗଡ଼: ସେଲ୍ଫି ନେବା ହେଲା କାଳ। ସେଲଫି ନେବା ବେଳେ ପାଣି ଭିତରକୁ ଖସି ପଡ଼ିଲେ ଯୁବତୀ। ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଘୋଘର ନାଳରେ। ନିଖୋଜ ଯୁବତୀଙ୍କ ନାମ ଅନୁପମା ପ୍ରଜାପତି। ପରିବାର ଲୋକଙ୍କ ସହ ଆଜି ସେ ଵଣଭୋଜି କରିବାକୁ…

ସେଲ୍‌ଫି ନେବା ହେଲା କାଳ: ଜଳିଗଲେ ଯୁବକ,…

ପାରଳାଖେମୁଣ୍ଡି: ସେଲ୍‌ଫି ନେବା ହେଲା କାଳ। ଟ୍ରେନ୍‌ ବଗିରେ ସେଲ୍‌ଫି ନେବା ବେଳେ ଜଳିଗଲେ ଯୁବକ। ଯୁବକ ଜଳିଯିବା ସହ ଟ୍ରେନ୍‌ର ଗୋଟିଏ ବଗିର ନିଆଁ ଲାଗିଯାଇଛି। ପାରଳାଖେମୁଣ୍ଡି ଷ୍ଟେସନରେ ସେଲ୍‌ଫି ନେବା ବେଳେ ଏଭଳି ଅଘଟଣ ଘଟିଛି। ସୂଚନାମୁତାବକ, କରୋନା ଯୋଗୁଁ କିଛି ଦିନ ହେଲା ଷ୍ଟେସନରେ ଛିଡା ହୋଇ…

ସେଲ୍ଫି ନେଲା ଜୀବନ

ଯାଜପୁର: ସେଲ୍ଫି ନିଶା ନେଲା ଜୀବନ । ସେଲ୍‌ଫି ଉଠାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ନିଶା ଆଜିକାଲିର ଟ୍ରେଣ୍ଡ୍। ହେଲେ ସେଲ୍‌ଫି ନେବା ନିଶା ବେଳେବେଳେ ଜୀବନ ନେଇ ଯାଏ। ଏଭଳି ଏକ ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଏରବା ଗାଁରେ। ନଦୀକୁ ଗାଧୋଇବାକୁ ଯାଇ ସେଲ୍ଫି ନେବାବେଳେ ଦୁଇ ଭଉଣୀ ନଦୀରେ ବୁଡ଼ି…

ଜୀବନ ନେଲା ରାମଦୋଳିରେ ସେଲ୍‌ଫି

ତରଭା: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ରାମପୁର ଧନୁଯାତ୍ରାରେ ଘଟିଛି ଏକ ଅଘଟଣ। ଦୋଳିରେ ବସି ସେଲ୍‌ଫି ନେବାବେଳେ ଦୋଳିରୁ ପଡି ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ଜଣ ହେଲେ ଜଗା ବାରିକ ଏବଂ ମାଧ ଛତ୍ରିଆ। ଗୁରୁତର ଅବସ୍ଥାରେ ଜଗାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ…

ସେଲ୍ଫି ଯୋଗୁଁ ଚାଲିଗଲା ଜୀବନ

କୋରାପୁଟ: ସେଲ୍ଫି ଉଠାଉଥିବା ବେଳେ ନଦୀରେ ଭାସିଗଲେ ଯୁବକ। ଯୁବକ ଜଣକ ହେଉଛନ୍ତି ବୈପାରୀଗୁଡ଼ାର ରିତିକ୍ ଆଚାରୀ। ଗତକାଲି ରିତିକ୍ ସାଙ୍ଗମାନଙ୍କ ସହ ପିକ୍ନିକ୍ ପାଇଁ ଗୁପ୍ତେଶ୍ୱର ଯାଇଥିଲେ। ଆଉ ସେଠି ଝରଣା ନିକଟରେ ସେଲ୍ଫ ନେଉଥିବା ସମୟରେ ଗୋଡ଼ ଖସିଯାଇଥିଲା। ଆଉ ଝରଣା ଦେଇ ନଦୀର ପ୍ରଖର ସ୍ରୋତରେ…

ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା…

ପୁରୀ: ଜଣେ ଅଭିଯୁକ୍ତଙ୍କ ସହ ସେଲ୍‌ଫି ଉଠାଇ ପୁଲିସ ଅଧିକାରୀ ବଦଳି ହୋଇଥିବାର ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସାରେ, ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ମୁନା ଓରଫ ରାଧାମୋହନ ବିଶ୍ବାଳ ନାମକ ଜଣେ ଅଭିଯୁକ୍ତଙ୍କ ସହ ସେଲ୍‌ଫି ଉଠାଇଥିଲେ। ବୁଲୁ ମୁଣ୍ଡା…