Odisha Link
Bridging the Missing Links in Odisha
Browsing Tag

Sensex

ଲକଡାଉନ: ସେୟାର ବଜାରରେ ବୃଦ୍ଧି,…

ମୁମ୍ବାଇ: ଆଜିଠୁ ସାରା ଦେଶ ଲକଡାଉନ। ହେଲେ ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ପ୍ୟାକେଜ ଘୋଷଣା ପାଇଁ ପ୍ରତିଶୃତି ଦେବା ପରେ ସେୟାର ବଜାରରେ ଆଜି ସାମାନ୍ୟ ବୃଦ୍ଧି ଦେଖାଦେଇଛି। ଅପରାହ୍ନ ୨ଟା ୩୦ ସୁଦ୍ଧା ସେନସେକ୍ସ ଓ ନିଫଟି ବୃଦ୍ଧି ପାଇବାରେ…

କରୋନା ପ୍ରଭାବ: ସେୟାର ବଜାରରେ ସାମାନ୍ୟ…

ମୁମ୍ବାଇ: ଦିନକୁ ଦିନ ଭାରତରେ କାୟା ମେଲାଉଛି କରୋନା ଭାଇରସ୍। ସେହିଭଳି କରୋନା ଭାଇରସର ପ୍ରଭାବ ସେୟାର ବଜାରରେ ପରିଲିଖିତ ହୋଇଛି। ଆଜି ଗୁରୁବାର କାରବାର ଆରମ୍ଭରେ ସେନସେକ୍ସ ୧୬ ଶହ ପଏଣ୍ଟ ହ୍ରାସ ପାଇଥିବାବେଳେ ନିଫଟି ୩ ଶହ ପଏଣ୍ଟ କମିଛି । କିଛି ସମୟ ପରେ ଏହି ସେନସେକ୍ସ ୨ ହଜାର ପଏଣ୍ଟ କମିଯାଇଥିଲା…

କରୋନା: ପୁଣି ଖସିଲା ସେନସେକ୍ସ ପଏଣ୍ଟ

ମୁମ୍ବାଇ: କରୋନା ପାଇଁ ପୁଣି ଖସିଲା ସେନସେକ୍ସ ପଏଣ୍ଟ। ଆଜି ଗୁରୁବାର କାରବାର ଆରମ୍ଭରେ ସେନସେକ୍ସ ୧୬ ଶହ ପଂଏଟ ହ୍ରାସ ପାଇଥିବାବେଳେ ନିଫଟି ୩ ଶହ ପଂଏଟ କମିଛି। ପରେ ଏହା ୨ ହଜାର ପଂଏଟ କମିଯାଇଥିଲା ଏବଂ ନିଫଟି ୫୭୫ ପଂଏଟ କମି ୮ ହଜାର ତଳକୁ ବି ଚାଲିଯାଇଥିଲା। କାରବାରର ପ୍ରଥମ ୧୫ ମିନିଟରେ ବିଏସଇ…

କରୋନା ପାଇଁ ପୁଣି ଖସିଲା ସେନ୍‌ସେକ୍‌ସ୍‌…

ମୁମ୍ବାଇ: କରୋନା ପାଇଁ ଆଜି ସକାଳୁ ପୁଣି ଖସିଲା ସେନ୍‌ସେକ୍‌ସ୍‌ ଏବଂ ନିଫ୍‌ଟି। ଭାରତୀୟ ଷ୍ଟକ୍‌ ମାର୍କେଟ୍‌ରେ ସେନ୍‌ସେକ୍ସ୍‍ ୧, ୯୫୦. ୮୬ ପଏଣ୍ଟ୍‌ ହ୍ରାସ ପାଇ ୩୨୧୫୨. ୬୨ ପଏଣ୍ଟ୍‌ରେ ପହଞ୍ଚିଛି। ଏଥିସହ ନିଫ୍‌ଟି ମଧ୍ୟ ୪୪୦. ୬୦ ପଏଣ୍ଟ୍‌ ହ୍ରାସ ପାଇ ୯୫୧୪. ୬୦ ପଏଣ୍ଟ୍‌ରେ ପହଞ୍ଚିଛି। ବିଶ୍ୱ…

ଷ୍ଟକ୍‌ ମାର୍କେଟରେ ବ୍ଲାକ୍‌ ଫ୍ରାଇଡେ,…

ମୁମ୍ବଇ: ସାରା ବିଶ୍ଵରେ କରୋନା ଏହାର କାୟା ବସ୍ତାର କରିସାରିଲାଣି। ଏହି କାରଣରୁ ବିଶ୍ଵବ୍ୟାପୀ ଶେୟାର ମାର୍କେଟ ଅବସ୍ଥା ମାନ୍ଦା ହୋଇପଡ଼ିଛି। ଏହାର ପ୍ରଭାବ ଭାରତୀୟ ବଜାରରେ ବି ପଡ଼ିଛି। ଆଜି ସପ୍ତାହର ଶେଷ କାରବର ଦିବସରେ ସେନ୍‌ସେକ୍ସ ଏବଂ ନିଫ୍‌ଟୀ ୧୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି, ଯେଉଁଥି ପାଇଁ…

କରେନା ପାଇଁ ଦୋହଲିଲା ସେୟାର ବଜାର

ମୁମ୍ବାଇ : କରୋନାକୁ ମହାମାରୀ ଘୋଷଣା ହେବା ପରେ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ଦେଖାଦେଇଛି। ପ୍ରାୟ ସମସ୍ତ ଅନ୍ତର୍ଜାତୀୟ ଷ୍ଟକ ବଜାର ସହ ଭାରତର ଦୁଇ ପ୍ରମୁଖ ଷ୍ଟକ ବଜାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ରେକର୍ଡ ହ୍ରାସ ଦେଖାଦେଇଛି। ନିବେଶକ ମାନେ ଆତଙ୍କିତ ହୋଇ ଷ୍ଟକ ବଜାରରୁ…

କରୋନା ପାଇଁ ସେନସେକ୍ସ ହାର ହ୍ରାସ

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ କରୋନା ଏହାର କାୟା ବିସ୍ତାର କରୁଛି। ଭାରତରେ କରୋନା ଭାଇରସ ସଂଖ୍ୟା ଦିନକୁ ଦିନ ବଢି ୩୧ ଛୁଇଁଲାଣି। ପ୍ରାଣଘାତୀ କରୋନା ପାଇଁ ସମଗ୍ର ବିଶ୍ବ ଚିନ୍ତିତ ଥିବା ବେଳେ ଏବେ ଏହାର ପ୍ରଭାବ ବ୍ୟବସାୟରେ ଉପରେ ପଡ଼ିଛି। କରୋନା ଯୋଗୁଁ ଷ୍ଟକ ମାର୍କେଟରେ ବ୍ୟବସାୟ ମାନ୍ଦା…

ଆଜି ପ୍ରକାଶ ପାଇବ ଜିଡିପି, ସେନ୍ସେକ୍ସ…

ମୁମ୍ବାଇ: ଆଜି ତୃତୀୟ ତ୍ରୈମାସିକ ଜିଡିପି ଫଳ ଆସିବ। ଏହା ଆଗରୁ ମାର୍କେଟରେ ବଡ଼ ଧରଣର ବିପର୍ଯ୍ୟୟ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୧ ଶହ ପଏଣ୍ଟରୁ ଅଧିକ ଖସିଛି। ବିଶେଷ କରି ବ୍ୟାଙ୍କିଙ୍ଗ୍, ଅଟୋମୋବାଇଲ୍, ମେଟାଲ, ତେଲ ଓ ଗ୍ୟାସ୍ ସେକ୍ଟର ବିଶେଷ ଭାବେ ପ୍ରଭାବିତ ହୋଇଛି। ଆଜି ତୃତୀୟ…

ସେନସେକ୍ସ ଓ ନିଫ୍ଟିରେ ବୃଦ୍ଧି, କମିଲା…

ମୁମ୍ବାଇ: ସେନସେକ୍ସ ଓ ନିଫ୍ଟିରେ ଆଖିଦୃଶିଆ ବୃଦ୍ଧି ଦେଖିବାକୁ ମିଳିଛି। ସେନସେକ୍ସ ୩୦୦ପଏଣ୍ଟ ବଢି ୪୧,୯୦୦ଛୁଇଁଛି। ଆଜି ଗୋଟିଏ ଦିନରେ ସେନସେକ୍ସରେ ୦.୬୬ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ସେହିପରି ନିଫ୍ଟିରେ ୭୩ ପଏଣ୍ଟ ବା ୦.୬ପ୍ରତିଶତ ବୃଦ୍ଧି ଘଟିଛି। ନିଫ୍ଟି ୧୨,୩୩୦ ଅଙ୍କ ଛୁଇଁଛି।…

ହ୍ରାସ ପାଇଲା ସେନସେକ୍ସ-ନିଫ୍ଟି

ମୁମ୍ବ।ଇ: ବାଗଦାଦ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌ର ପ୍ରଭାବ ଭାରତରେ ପରିଲିକ୍ଷିତ ହୋଇଛି। ବାଗଦାଦ ଉପରେ ହୋଇଥିବା ଆକ୍ରମଣ ସିଧାସଳଖ ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡିଛି। ‌ସେୟାର ବଜାର ସେନସେକ୍ସ-ନିଫ୍ଟି ହ୍ରାସ ପାଇଥିବା ସୋମବାର ଦେଖିବାକୁ ମିଳିଛି। ​ ସକାଳ ୧୧ଟା ୩୯ ମିନିଟରେ ବମ୍ବେ…