Odisha Link
Bridging the Missing Links in Odisha
Browsing Tag

Subramanian Swamy

ମୋଦିଙ୍କ ଆମେରିକା ଗସ୍ତକୁ ବିଜେପି…

ଓଏଲ୍‌ ବ୍ୟୁରୋ: ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏଥିର ଚାଇନା ପ୍ରସଙ୍ଗ ଉଠାଇ ନିଜ ସରକାରଙ୍କୁ ହିଁ ଘେରିଛନ୍ତି ସୁବ୍ରମଣ୍ୟମ ସ୍ବାମୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ନେଇ…

ପୁଣି ସମାଲୋଚନା କଲେ ସୁବ୍ରମନ୍ୟନ୍‌…

ବ୍ୟୁରୋ: ଟ୍ବିଟରରେ ଫେକ୍‌ ଆଇଡି ଖୋଲି ବଦମାସୀ କରୁଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)। ଏଭଳି ବଦମାସୀ ପାଇଁ ଟଙ୍କା ନଷ୍ଟ କରିବା ବଦଳରେ ପିଏମ୍‌ଓ ସମାଲୋଚନାର ଜବାବ ରଖୁ ବୋଲି ଟୁଇଟ୍‌ କରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁବ୍ରମନ୍ୟନ୍‌ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଦେଶରେ କୋଭିଡ୍‌ ପରିଚାଳନା: ଅସନ୍ତୋଷ…

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ପରିଚାଳନା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଜେପି ସାଂସଦ ସୁବ୍ରମନ୍ୟନ୍‌ ସ୍ବାମୀ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଭରସା କରିବା ବୃଥା ବୋଲି ସେ କହିଛନ୍ତି। ଦେଶର କୋଭିଡ୍‌ ପରିଚାଳନା ଭାର କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ…

ଦୁଷ୍ଟବୁଦ୍ଧି ବିଜେପି ଆଇଟି ସେଲ୍‌ ମିଛ…

ଭାରତୀୟ ଜନତା ପାର୍ଟି (ବିଜେପି) ଆଇଟି ସେଲ୍‌ ଉପରେ ବର୍ଷିଛନ୍ତି ଦଳର ବରିଷ୍ଠ ନେତା ସବ୍ରମନ୍ୟନ୍‌ ସ୍ବାମୀ। ବିଜେପିର ଆଇଟି ସେଲ୍‌କୁ ଦୁଷ୍ଟବୁଦ୍ଧି ବୋଲି କହିବା ସହ ମିଛ ଆଇଡିରୁ ଟୁଇଟ୍‌ କରାଯାଉଥିବା ଅଭିଯୋଗ ଆଣିଛନ୍ତି ସ୍ବାମୀ। ଆଜି ଏକ ଟୁଇଟ୍‌ ମାଧ୍ୟମରେ ବିଜେପି ଆିଟି ସେଲ୍‌ର କର୍ମକର୍ତ୍ତାଙ୍କ…

ଏୟାର ଇଣ୍ଡିଆ ବିକ୍ରି ବିରୋଧରେ କୋର୍ଟ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରି ଦେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଏଥିପାଇଁ ଆଜି ସରକାରଙ୍କ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଲାମ ସମ୍ପର୍କିତ ନୋଟିସ ଜାରି ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିଜେପିର ବରିଷ୍ଠ…

ମୁଶାରଫଙ୍କୁ ଭାରତୀୟ ନାଗରିକତା…

ଭୁବନେଶ୍ବର: ପାକିସ୍ତାନର ପୂର୍ବତନ ରାଷ୍ଟ୍ରମୁଖ୍ୟ ତଥା ପୂର୍ବତନ ସେନାଧ୍ୟକ୍ଷ ପରଭେଜ୍‌ ମୁଶାରଫ୍‌ଙ୍କୁ ଆମେ ଭାରତର ନାଗରିକତା ଦେଇପାରିବା ବୋଲି କହିଛନ୍ତି ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟନ୍‌ ସ୍ବାମୀ। ସ୍ବାମୀ ଆଜି ପୂର୍ବାହ୍ଣରେ ଏକ ଟ୍ବିଟ୍‌ରେ ଲେଖିଛନ୍ତି ଯେ, ମୁଶାରଫ୍‌…