Odisha Link
Bridging the Missing Links in Odisha
Browsing Tag

Suresh Raina

ଚର୍ଚ୍ଚାରେ ପଡ଼ିଲା ବିରାମ, ୨୦୨୨ IPLରେ…

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। କ୍ରିକେଟକୁ ଅଲବିଦା କହିଥିବା ମିଷ୍ଟର ଆଇପିଏଲ ଫଟାଫଟ୍‌ କ୍ରିକେଟ ଲିଗରେ କରିବାକୁ ଯାଉଛନ୍ତି ଦମଦାର ଏଣ୍ଟ୍ରି। ମିଷ୍ଟର ଆଇପିଏଲ ଭାବେ ଜଣାଶୁଣା ସୁରେଶ ରାଇନାଙ୍କୁ ଚଳିତ ଥର ଆଇପିଏଲରେ ଦେଖିପାରିବେ କ୍ରିକେଟ ପ୍ରେମୀ। ଏଥର ଟିକେ ନିଆରା ଅନ୍ଦାଜରେ…

ସୁରେଶ ରାଇନାଙ୍କୁ ସହାୟତାର ହାତ ବଢାଇଲେ…

ଉତ୍ତରପ୍ରଦେଶ: ଦେଶରେ ଅଣାୟତ୍ତ ହେଲାଣି କରୋନାର ଦ୍ୱିତୀୟ ଲହର। କରୋନା ଆକ୍ରାନ୍ତ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଚିକିତ୍ସା, ବେଡ, ଅକ୍ସିଜେନ ଓ ଔଷଧ ପାଇଁ ଲୋକେ ପାଇଁ ଡହଳବିକଳ ହେଉଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ ବହୁ ଲୋକେ ସାହାଯ୍ୟ ପାଇଁ ଆଗେଇ ଆସିଥିବା…

କ୍ରିକେଟର ସୁରେଶ ରାଇନା ଗିରଫ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ସୁରେଶ ରାଇନା କରୋନା ନିୟମ ଉଲ୍ଲଘଂନ କରି ଗିରଫ ହୋଇଛନ୍ତି। ମହାରାଷ୍ଟ୍ରରେ ବିଳମ୍ବିତ ରାତି ଯାଏଁ ପାର୍ଟି କରୁଥିବାରୁ ପୋଲିସ କ୍ଲବ ଉପରେ ଚଢାଉ କରି ଗିରଫ କରିଥିଲା। ସୁରେଶ ରାଇନାଙ୍କ ସମତେ ଅନ୍ୟ ୩୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ…

ସନ୍ନ୍ୟାସ ନେବା ପରେ ପୁଣି କ୍ରିକେଟ…

ନୂଆଦିଲ୍ଲୀ: ସନ୍ନ୍ୟାସ ନେବା ପରେ ପୁଣିଥରେ କ୍ରିକେଟ ମଇଦାନକୁ ଫେରିବେ ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାର ବାମହାତୀ ବ୍ୟାଟସମ୍ୟାନ୍‌ ସୁରେଶ ରାଇନା। ଚଳିତବର୍ଷ ଅଗଷ୍ଟ ୧୫ ତାରିଖରେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ଘୋଷଣା ପରେ ପରେ ରୈନା ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା…

ଚଳିତବର୍ଷ IPL ଖେଳିବେନି ରାଇନା, ଘରକୁ…

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲ୍‌ ଖେଳିବେନି CSKର ଉପ-ଅଧିନାୟକ ଷ୍ଟାର ଖେଳାଳି ସୁରେଶ ରାଇନା। ବ୍ୟକ୍ତିଗତ କାରଣରୁ ଭାରତ ଫେରିଛନ୍ତି ଏହି ବାମହାତି ବ୍ୟାଟସମ୍ୟାନ୍। ଫଳରେ ଚଳିତ ବର୍ଷ ଆଇପିଏଲ ଖେଳିବେ ନାହିଁ ବୋଲି ସୂଚନା ରହିଛି। ଯାହାଫଳରେ CSK କୁ ଲାଗିଛି ଆଉ ଏକ ଝଟକା। ବ୍ୟକ୍ତିଗତ କାରଣରୁ ସୁରେଶ…

ସନ୍ନ୍ୟାସ ନେବା ପରେ ଧୋନି ଓ ରାଇନା ଯୋଡ଼ି…

ନୂଆଦିଲ୍ଲୀ: ଅଗଷ୍ଟ ୧୫। ଏହି ତାରିଖ ପ୍ରତ୍ୟେକଟି ଭାରତୀୟଙ୍କ ପାଇଁ ଏକ ଐତିହାସିକ ଦିବସ। କାରଣ ୧୯୪୭ ମସିହା ଅଗଷ୍ଟ ୧୫ରେ ଇଂରେଜ ମାନଙ୍କ କବଳରୁ ସ୍ବାଧୀନ ହୋଇଥିଲା। ଯାହା ପ୍ରତ୍ୟକଟି ଭାରତୀୟଙ୍କ ପାଇଁ ବଡ଼ ଖବର। ଗତକାଲି ଏକ ଐତିହାସିକ ଦିନରେ ବଡ଼ ଘୋଷଣା କରିଥିଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ…

ଟିମ୍‌ ଇଣ୍ଡିଆରୁ କିପରି ବାଦ୍‌ ପଡ଼ିଲେ…

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମରେ ସ୍ଥାନ ନପାଇ ବାହାରେ ଅଛନ୍ତି ବାମହାତୀ ବ୍ୟାଟସ୍ପମ୍ୟାନ୍‌ ସୁରେଶ ରାଇନା। ୨୦୧୮ ଜୁଲାଇ ମାସ ପରଠାରୁ ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି ସୁରେଶ ରାଇନା। କିଛିିଦନ ତଳେ ସୁରେଶ ରାଇନା ୟୁଟ୍ୟୁବ ସୋ 'ସ୍ପୋର୍ଟସ୍‌ ଟକ୍'ରେ ଭାରତୀୟ ଦଳରେ ଜାଗା ନପାଇବା ନେଇ…

ଧୋନିଙ୍କୁ ନେଇ ଏପରି କହିଲେ ସୁରେଶ ରାଇନା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ସୁରେଶ ରାଇନା। ରାଇନା ଧୋନିଙ୍କ ଖେଳକୁ ନେଇ କହିଛନ୍ତି ଯେ, “ମୁଁ ଚାହେଁ ଯେ ଧୋନି ଭାରତ ପକ୍ଷରୁ ଖେଳିବା ଜାରି ରଖନ୍ତୁ। ବର୍ତ୍ତମାନ ଧୋନି ଫିଟ୍ ଲାଗୁଛନ୍ତି ଏବଂ ଜୋରଦାର ଟ୍ରେନିଂ ମଧ୍ୟ କରୁଛନ୍ତି।…