Odisha Link
Bridging the Missing Links in Odisha
Browsing Tag

t20 Series

୧୪ ମାସ ପରେ ଦଳକୁ ଫେରିଲେ ରୋହିତ-ବିରାଟ

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ଟି-୨୦ ବିଶ୍ବକପ୍‌ ଅଭିଯାନ ଆରମ୍ଭ। ଟି-୨୦ ଜାତୀୟ ଦଳକୁ ଫେରିଲେ ବିରାଟ ରାହୁଲ ଯୋଡ଼ି। ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଦଳକୁ ପ୍ରତ୍ୟବର୍ତ୍ତନ କଲେ ରୋହିତ ଓ ବିରାଟ କୋହଲି। ଆଜି ଭାରତୀୟ କ୍ରିକେଟ ବୋର୍ଡ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ…

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ…

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ୱକପ ଫାଇନାଲରେ ପରାଜୟର କଷ୍ଟ ଏଯାଏ ଲୋକମାନେ ଭୁଲି ନାହାନ୍ତି। ବିଶ୍ୱକପ ଶେଷ ହୋଇଥିଲେ ହେଁ ଅଷ୍ଟ୍ରେଲିଆ ସହ ହିସାବ ବାକି ରହିଛି। ଆସନ୍ତା ୨୩ ତାରିଖରୁ ଭାରତ ଓ ‌ଅଷ୍ଟ୍ରେଲିଆ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ। ଏହି ସିରିଜରୁ ଭାରତ ଆସନ୍ତାବର୍ଷ ଖେଳାଯିବାକୁ…

ମ୍ୟାଚ୍‌ ଜିତିବ ଯିଏ, ସିରିଜ ହାତେଇବ ସିଏ

ଓଏଲ୍‌ ବ୍ୟୁରୋ: ଆଜି ସନ୍ଧ୍ୟାରେ ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜର ଅନ୍ତିମ ମ୍ୟାଚ୍‌ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ରାଜକୋଟରେ ଏହି ହାଇଭୋଲଟେଜ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚର ଅଳ୍ପକେ ହାରିବା ପରେ ଦ୍ୱିତୀୟ ମ୍ୟାଚ ଜିତି ଏସିଆ କପ୍‌ ବିଜେତା ଶ୍ରୀଲଙ୍କା ଟିମ୍ ଭାରତୀୟ ଦଳକୁ କଡ଼ା ଆହ୍ୱାନ…

ପ୍ରଥମ ଟି-୨୦: ଟସ୍‌ ଜିତିଲା ଟିମ୍‌…

ଅକଲାଣ୍ଡ: ଆଜି ଇଡେନ ପାର୍କରେ ମୁହାଁମୁହିଁ ହେବ ଭାରତ-ନ୍ୟୁଜିଲାଣ୍ଡ। ଆଜି ଟିମ୍‌ ଇଣ୍ଡିଆ ବର୍ଷର ପ୍ରଥମ ମ୍ୟାଚ ବିଦେଶ ମାଟିରେ ଖେଳିବ। ପ୍ରଥମ ଟି-୨୦ରେ ଟସ୍‌ ଜିତି ଟିମ୍‌ ଇଣ୍ଡିଆ ପ୍ରଥମେ ଫିଲଡିଂ କରିବାର ନିଷ୍ପତ୍ତି ନେଇଛି। ଫଳରେ ଘରୋଇ ଦଳ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାାଟିଂ କରିବ। ଆଜିର ମ୍ୟାଚ୍‌ରେ…

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ…

ଅକ୍‌ଲାଣ୍ଡ : ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି୨୦। ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍, ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଓ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବା ପାଇଁ ଭାରତୀୟ ଦଳ ପହଞ୍ଚିଛି ନ୍ୟୁଜିଲାଣ୍ଡରେ। ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ର ପ୍ରଥମ…

ଶେଷ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ

ମୁମ୍ବାଇ: ନିର୍ଣ୍ଣାୟକ ମ୍ୟାଚରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଭାରତ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ହେଉଥିବା ଟି-୨୦ ସିରିଜର ଶେଷ ମ୍ୟାଚ ଆଜି ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ ରେ ଖେଳାଯାଉଛି। ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର…