Odisha Link
Bridging the Missing Links in Odisha
Browsing Tag

TERRORIST

ଦିଲ୍ଲୀରୁ ୨ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ବାବର ଖାଲସା ଆନ୍ତର୍ଜାତୀୟ ସଂଗଠନର ଦୁଇ ଆତଙ୍କବାଦୀ ଗିରଫ। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌ ସୋମବାର ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲ(ବିକେଆଇ)ର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି। ଦୁଇ ଆତଙ୍କବାଦୀଙ୍କ ନିକଟରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ…

ଏନକାଉଣ୍ଟର: ୨୪ ଘଣ୍ଟାରେ ୭ ଆତଙ୍କବାଦୀ…

ପୁଲଓ୍ବାମା: ଜମ୍ମୁ-କଶ୍ମୀରରେ ଆଉ ଏକ ଏନକାଉଣ୍ଟର। ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାରେ ଥିବା ଜଦୁରା ଗ୍ରାମରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହେବା ପରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିବା ଜଣେ ଯବାନ ସହିଦ ହୋଇଛନ୍ତି। ତେବେ…

ଦିଲ୍ଲୀରୁ ଆଇଏସଆଇଏସ୍ ଆତଙ୍କୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରୁ ଆଇଏସଆଇଏସ୍ ଆତଙ୍କୀ ଗିରଫ। ଦିଲ୍ଲୀର ଧଲାକୂଆଁ ରିଙ୍ଗ ରୋଡ ନିକଟରେ ଗତକାଲି ବିଳମ୍ବିତ ରାତିରେ ପୋଲିସ-ଆତଙ୍କବାଦୀ ଗୁଳିବିନିମୟ ହୋଇଛି। ପୁଲିସ୍‌ ଆଇଏସ୍‌ଆଇଏସ୍‌ର ଏକ ଆତଙ୍କବାଦୀକୁ ଗିରଫ କରିବା ସହ ସଂପୃକ୍ତ ଅଞ୍ଚଳରୁ ଆଇଡି ବିସ୍ଫୋରକ ଏବଂ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି।…

ଏନ୍‌କାଉଣ୍ଟର: ୨ ଆତଙ୍କୀ ନିହତ, ଜଣେ…

ଶ୍ରୀନଗର: ଶ୍ରୀନଗରରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରୀନଗରର ପାରିମ୍ପୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ସୂଚନା…

ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ସଫା

ଜମ୍ମୁ କଶ୍ମୀର : ଆଜି ସକାଳୁ ସକାଳୁ ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳିବିନିମୟରେ ଭାରତୀୟ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ସୁରକ୍ଷା ବାହିନୀ ଗୁଳିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। କଶ୍ମୀର ଘାଟିରେ ଗତ ୨୪…

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ୩…

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବାରେ ଭାରତୀୟ ସେନା ଓ ସ୍ଥାନୀୟ ପୁଲିସ୍‌ କର୍ମଚାରୀଙ୍କୁ କ୍ରମାଗତ ସଫଳତା ମିଳୁଛି। ଅନନ୍ତନାଗ ଜିଲ୍ଲାର କୁଚବିହାର ଅଞ୍ଚଚଳରେ ସୁରକ୍ଷା ବଳ ୩ ଆତଙ୍କବାଦୀଙ୍କୁ ନିପାତ କରିଛି। ସେହି ସ୍ଥାନରୁ ଏକେ-୪୭ ଏବଂ ପିସ୍ତଲ ମଧ୍ୟ ଜବତ କରାଯାଇଛି।…

୨୬/ ୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ…

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବଇ ୨୬/୧୧ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ପାକିସ୍ତାନୀ ଆତଙ୍କବାଦୀ ତହୱୁର ହୁସେନ ରାଣା ଆମେରିକାରେ ଗିରଫ ହୋଇଛି। ଆମେରିକା ପୁଲିସ ଲସ୍‌ ଏଞ୍ଜେଲ୍ସରୁ ତହୱୁରକୁ ଗିରଫ କରିଛି। ସେ ଦୁଇଦିନ ତଳେ ଆମେରିକାର ଏକ ଜେଲରୁ ମୁକୁଳିଥିଲା। କିନ୍ତୁ ତହବ୍ବୁରକୁ ପ୍ରତ୍ୟର୍ପଣ…

ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର: ୨୪…

ଶ୍ରୀନଗର: ଭାରତୀୟ ସେନା ଓ ସ୍ଥାନୀୟ ପୋଲିସକୁ ବଡ଼ ସଫଳତା। ଜମ୍ମୁ କଶ୍ମୀରରେ ୨୪ ଘଣ୍ଟାରେ ୨ ଟି ଭିନ୍ନ ଭିନ୍ନ ଜାଗାରେ ଅପରେଶନ କରି ୮ ଆତଙ୍କବାଦୀଙ୍କୁ ସଫା କରିଛି ଭାରତୀୟ ସୁରକ୍ଷାବଳ। ସୋପିୟାର ମୁନାନ୍ଦ ଅଞ୍ଚଳରେ ୫ ଜଣ, ଅବନ୍ତିପୋରାରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାଥାଉକି, ସୋପିୟାରେ…

୧୬ ଦିନରେ ୯ ଏନକାଉଣ୍ଟର, ୨୮ ଆତଙ୍କବାଦୀ…

ଶ୍ରୀନଗର: ଜମ୍ମୁ କଶ୍ମୀର ସ୍ଥିତ ସୋପିୟାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିିିଳିଛି। ଏନକାଉଣ୍ଟରେ ହିଜବୁଲର ୩ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚିରହିଥିବା ଖବର ପରେ ସେଠାରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି କରିଥିଲେ। ପରେ ଗୁଳିବିନିମୟ ଫଳରେ…

ଜମ୍ମୁ କଶ୍ମୀର: ୨୪ ଘଣ୍ଟାରେ ୯…

ଜମ୍ମୁ କଶ୍ମୀର: ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଭାରତୀୟ ସେନା ୯ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ରବିବାର ଆତଙ୍କବାଦୀଙ୍କ ଏକ ଦଳ ନିୟନ୍ତ୍ରଣ ରେଖା ନିକଟରେ କେରନ ସେକ୍ଟରରେ ଅନୁପ୍ରବେଶ କରୁଥିବା ବେଳେ ସେନା ଏହାର ପାଲଟା ଜବାବ ଦେଇଛି।…