Odisha Link
Bridging the Missing Links in Odisha
Browsing Tag

Truck Accident

ମାଛ ବୋଝେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌…

ସୋର : ୧୬ ନଂ ଜାତୀୟ ରାଜପଥର ବାଲେଶ୍ୱରର ତଳନଗର ନିକଟରେ ଆଜି ଭୋରରୁ ଏକ ମାଛ ବୋଝେଇ ଟ୍ରକ୍‌କୁ ପଛରୁ ଏକ ଲଙ୍କା ବୋଝେଇ ପିକ୍‌ଅପ୍‌ ପିଟି ଦେଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ପିକ୍‌ଅପ୍‌ ଡ୍ରାଇଭର ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ ଯେ, ଆନ୍ଧ୍ରରୁ କୋଲକତା…

ଦୁର୍ଘଟଣା ପରେ ଗାଡ଼ି ସହ ଜଳିଗଲେ ଦୁଇ…

ସମ୍ବଲପୁର: ଲୁହା ପଥର ବୋଝେଇ ଟ୍ରକ ସହ ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ପରସ୍ପର ସହ ଧକ୍କା ହୋଇ ଘଟଣାସ୍ଥଳରେ ୨ଟି ଯାକ ଗାଡି ଜଳିଯାଇଛି । ଆଉ ୨ଟି ଯାକ ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ସମୟରେ ଯୁଜୁମୁରା ଥାନା ନିକଟରେ ଏକ ଟ୍ରକ୍ ସହ ଗ୍ୟାସ୍…

ଭାରସାମ୍ୟ ହରାଇ ଓଲଟିଲା ସିମ୍‌ଲା ଲଙ୍କା…

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ମାଣିକପଥର ଗ୍ରାମ ବିଲରେ ଓଲଟିଲା ଟ୍ରକ୍। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ହେଲପର ଫେରାର ହୋଇଯାଇଛନ୍ତି। ସିଜି୦୭ବି୧୧୪୫୧ ଟ୍ରକଟି ବରଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକ୍ ରେ ସିମଲା ଲଙ୍କା ବୋଝେଇ ହୋଇ…

ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ସଡକ…

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ନଛିମପୁର ପଞ୍ଚାୟତ ର ଦେଉଳା ଗ୍ରାମର ବିମଳ ଜେନା ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ବେଳେ…

ଡମ୍ଫର ଧକ୍କାରେ ୪ବର୍ଷର ଶିଶୁ ମୃତ

ମୟୂରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ବାଦାମପାହାଡ଼ ମାଇନ୍ସ ଅଫିସ ନିକଟରେ ଡମ୍ଫର ଧକ୍କାରେ ୪ବର୍ଷର ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତକ ଶିଶୁ ହେଲେ ବାଦାମପାହାଡ଼ ସିପି ହାଟିଙ୍ଗର ଆରତୀ ବାଦ୍ରା। ଅଭିଭାବକ ବାଦାମପାହାଡ଼ ଶିଶୁ ମନ୍ଦିର ସ୍କୁଲରୁ ଶିଶୁଟିକୁ ନେଇ ବାଇକରେ ଘରକୁ ଫେରୁଥିବା ବେଳେ…

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍

କେନ୍ଦୁଝର : ମରଣ ଯନ୍ତା ପାଲଟିଛି କେନ୍ଦୁଝରର ଲାଇଫଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ । କେନ୍ଦୁଝରରେ ଟ୍ରକକୁ ପିଟିଲା ଟ୍ରକ । ଟ୍ରକ୍ ରେ ଚାପିହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ୨୦ ନମ୍ବର ଜାତୀୟ ରାଜପଥର ବାଲିଆଗୁଡା ସ୍ଥିତ ଏସ୍ଆର ପଟ୍ରୋଲ ପମ୍ପ…