Odisha Link
Bridging the Missing Links in Odisha
Browsing Tag

Truck Accident

ଗୋରୁ ଗାଡ଼ି ଓଲଟି ୩ ମୃତ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଗାନ୍ଧିଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପିକ୍‌ଅପ୍‌ ଭ୍ୟାନ୍‌ ସହ ଧକ୍କା ପରେ ଓଲଟିଲା ଗୋରୁ ବୋଝେଇ ଟ୍ରକ । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ବ୍ୟକ୍ତି ଟ୍ରକ ତଳେ ଚାପି ହୋଇ ରହିଯାଇଥିବା ଆଶଙ୍କା କରାଯାଉଛି ।…

ଓଲଟିଲା ବରଯାତ୍ରୀ ଗାଡ଼ି, ୨ ମୃତ

ମୋହନା : ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା କଙ୍କଡାଗୁଡା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀ ବୋଝେଇ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ। ଦୁର୍ଘଟଣାରେ ଦୁଇ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଜଣେ ମହିଳା ଏବଂ ଜଣେ ପୁରୁଷ ଥିବା ସୂଚନା ମିଳିଛି । ପ୍ରକାଶ ଯେ , ଗଜପତି…

ଟ୍ରକ୍‌ ଓଲଟି ୧୬ ମୃତ, ୫ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ରର ଜଲ୍‌ଗାଓଁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌ ଓଲଟି ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏକ…

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍, ଚାଲିଗଲା…

ମୟୂରଭଞ୍ଜ: ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟିଲା ଟ୍ରକ୍। ଏମିତି ଘଟଣା ଦେଖିବାକୁ ମିଳିଛିମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଅନ୍ଧାରୀ ରାସ୍ତାରେ। ଫଳରେ ୨ଜଣ ମୃତ୍ୟୁବରଣ କରିଛନ୍ତି। ପ୍ରକାଶ ଯେ, ମୋରଡା ଅନ୍ଧାରୀ ରାସ୍ତାରେ ଏକ ଟ୍ରକ୍ ଆସୁଥିଲା। ତେବେ ଏହା ବାରସାମ୍ୟ ହରାଇ ରାସ୍ତା କଡରେ ଥିବା…

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍, ୨ ହେଲପର…

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ-୨୦ ବୀରଗୋବିନ୍ଦପୁର ନିକଟରେ ଦୁର୍ଘଟଣା। ଚକା ବଦଲାଉଥିବା ବେଳେ ହେଲ୍‌ପରଙ୍କ ଉପରେ ମାଡିଗଲା ଟ୍ରକ। ଫଳରେ ଘଟଣାସ୍ଥଳରେ ୨ଜଣ ହେଲ୍‌ପରଙ୍କ ମୃତ୍ୟୁ ହୋଇଛି। ମୃତକ ୨ ହେଲ୍‌ପର ହେଲେ ଆନନ୍ଦପୁର ଥାନା ଜୋକନାଳି ଗାଁ ର ଲିପୁନ୍ ନାୟକ ଓ ସଂଜିବ ଘଡେଇ। ଘସିପୁରା…

ଦୁର୍ଘଟଣାରେ ଜଳିଗଲା ଟ୍ରଲର୍‌, ଡ୍ରାଇଭର…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ନଂ ଜାତୀୟ ରାଜପଥ ନାଚୁଣୀ ହାଟବରଡ଼ି ଛକ ନିକଟରେଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଆଜି ସକାଳେ ଏକ ଟ୍ରକକୁ ଟ୍ରଲର୍ ପଛପଟୁ ଧକ୍କା ଦେବା ପରେ ଟ୍ରଲର୍‌ରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ଟ୍ରକ୍‌ଟି ଜଳିବାକୁ ଲାଗିଲା। ନିଆଁ କାରଣରୁ ଟ୍ରକ୍‌ ଭିତରୁ…

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଆଉ ଏକ…

ଯାଜପୁର : ଚଣ୍ଡିଖୋଲ ପାରାଦ୍ୱୀପ ଜାତୀୟ ରାଜପଥର ଶ୍ରୀରାମପୁର ଟୋଲଗେଟ୍ ନିକଟରେ ଆଜି ସକାଳେ ଏକ ଟ୍ରକ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ବ୍ୟକ୍ତିଙ୍କୁ ବଡ଼ଚଣା ଡାକ୍ତରଖାନାକୁ ପଠାଯାଇଛି। ପ୍ରକାଶ ଯେ, ଶ୍ରୀରାପୁର ଟୋଲଗେଟ୍ ନିକଟରେ ପୂର୍ବରୁ…

ଟ୍ରକ୍ ଧକ୍କାରେ ଚାଲିଗଲା ୧୦ ଗୋରୁଙ୍କ…

ଟାଙ୍ଗି : ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥର କୟଥପଲ୍ଲା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୦ ଗୋରୁଙ୍କ ଜୀବନ ଚାଲି ଯାଇଛି। ପ୍ରକାଶ ଯେ, ୧୬ନଂ ଜାତୀୟ ରାଜପଥ ରେ ଗୋରୁଙ୍କୁ ଧକ୍କା ଦେଇଥିଲା ଟ୍ରକ୍। ଦୁର୍ଘଟଣାରେ ୧୦ ଗୋରୁଙ୍କ ଜୀବନ ଯାଇଛି । ଦୁର୍ଘଟଣା ପରେ ଟ୍ରକ୍ ନେଇ…

ଟ୍ରକକୁ ପଛରୁ ଧକ୍କା ଦେଲା ଟ୍ରକ

କେନ୍ଦୁଝର: ଆଜି ସକାଳେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଶିରିଶ ପାଳ ନିକଟ ୨୦ ନମ୍ବର ଜାତୀୟ ରାଜପଥ ବାଇପାସ୍‌ରେ ଟ୍ରକକୁ ଧକ୍କା ଦେଇଛି ଟ୍ରକ। ଏହି ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏନ୍‌ଏଚ୍‌ ୨୦  ବାଇପାସ୍‌ର ଡାହାଣ ପାର୍ଶ୍ୱରେ ଏକ ଟ୍ରକ୍‌ ଖରାପ ହୋଇ ଠିଆ ହୋଇଥିଲା। ଏହି…

ସମ୍ବଲପୁର ଓ ଅନୁଗୁଳ ମଧ୍ୟରେ ଯାତାୟତ ଠପ୍

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଚାରମାଳ ସିଙ୍ଗଲ ପୋଲ ଉପରେ ଧାନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିରହିଥିବାରୁ ଉତ୍ତ୍ୟକ୍ତଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ସମ୍ବଲପୁର- ଅନୁଗୁଳ ମଧ୍ୟରେ ଯାତାୟାତ ଠପ୍‍ ହୋଇଛି। ଉକ୍ତ ଟ୍ରକଟିରେ ଧାନ ବୋଝେଇ ହୋଇରହିଥିବା ବେଳେ ସିଙ୍ଗଲ ପୋଲରେ ଏହା ଦୁର୍ଘଟଣାଗ୍ରସ୍ତ…