Odisha Link
Bridging the Missing Links in Odisha
Browsing Tag

USA

ଜୁନ୍‌ ୪ରୁ ଟି-୨୦ ବିଶ୍ବକପ୍; ଭାଗ ନେବେ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇ ସାରିଲାଣି ୨୦୨୪ ଟି-୨୦ ବିଶ୍ବକପ୍‌ ପାଇଁ ପ୍ରସ୍ତୁତି। ପ୍ରକାଇ ପାଇଲା ୨୦୨୪ ଟି-୨୦ ମହାକୁମ୍ଭ ଖେଳସୂଚୀ। ଫଟାଫଟ୍‌ ମହାକୁମ୍ଭ ଜୁନ୍‌ ୪ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୩୦ ପର୍ଯ୍ୟନ୍ତ ଚାଲିବ। ମୋଟ ୧୦ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ୨୭ ଦିନରେ ମୋଟ ୫୫ଟି ମ୍ୟାଚ ଖେଳାଯିବ। ଗତ…

ଟ୍ରମ୍ପ୍‌ଙ୍କ ପ୍ରତିମୂର୍ତ୍ତି ନିର୍ମାଣ…

ବ୍ୟୁରୋ: ରାଷ୍ଟ୍ରପତି ଥିବା ବେଳେ ୨୦୨୦ରେ ଆମେରିକାର ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି ସମ୍ବଳିତ ଏକ ଭବ୍ୟ ଉଦ୍ୟାନର ଯୋଜନା କରିଥିଲେ ଡୋନାଲ୍ଡ ଟ୍ରମ୍ପ। ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ପ୍ରକଳ୍ପକୁ ରଦ୍ଦ କରି ଦେଇଛନ୍ତି। 'ନାସନାଲ ଗାର୍ଡେନ୍‌ ଅଫ୍‌ ଆମେରିକାନ୍‌ ହିରୋଜ୍' ନାମରେ…

ବିଜୟ ପଥେ ବାଇଡେନ୍

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଦୁଇଦିନ ଧରି ଭୋଟ ଗଣତି ଜାରି ରହିଥିବା ବେଳେ ଡେମାକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଛି। ମୋଟ ୫୩୮ ଇଲେକ୍ଟୋରାଲ କଲେଜ ମଧ୍ୟରୁ ଏଯାବତ୍‌ ୪୭୮ଟିରେ ଫଳାପଳ ଘୋଷଣା ସରିଲାଣି। ଆମେରିକାର ରାଷ୍ଟ୍ରପତି ପଦ ପାଇଁ ୨୭୦…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ…

ଭୁବନେଶ୍ୱର: ଆମେରିକାରେ ଅବସ୍ଥାପିତ ବିଶିଷ୍ଟ ଓଡ଼ିଆ ଉଦ୍ୟୋଗପତି, ଜନସେବୀ ତଥା ବାୟୋଟେକ ବୈଜ୍ଞାନିକ ଡ. ଶିତିକଣ୍ଠ ଦାଶ ଓଡ଼ିଶାର କରୋନା ଲଢ଼େଇ ପାଇଁ ବଢ଼ାଇଛନ୍ତି ସହଯୋଗର ହାତ। ରାଜ୍ୟରେ କୋଭିଡ୍-୧୯ ମୁକାବିଲା ପାଇଁ ଡ. ଦାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିକୁ ୧୫,୦୦୦ ଆମେରିକୀୟ ଡଲାର…

ଆମେରିକାରେ କରୋନା: ୫ ଲକ୍ଷରୁ ଅଧିକ…

ଓଏଲ୍‌ ବ୍ୟୁରୋ: ବିଶ୍ବରେ ଅଜି ସୁଦ୍ଧା ପ୍ରାୟ ୧୮ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇଥବା ବେଳେ ୧ ଲକ୍ଷ ୧୦ ହଜାର ଜଣ ପ୍ରାଣ ହରାଇଲେଣି। ସଂକ୍ରମଣ ତାଲିକାରେ ପୂର୍ବରୁ ବିଶ୍ବରେ ଏକ ନମ୍ବର ସ୍ଥାନରେ ଥିବା ଆମେରିକା ଆଜି ଇଟାଲିକୁ ଟପି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବିଶ୍ବରେ ସର୍ବାଗ୍ରେ ରହିଛି। ଆମେରିକାରେ ୫…

କରୋନା: ଆମେରିକା, ଚୀନ୍‌ ଓ ସ୍ପେନ୍‌…

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। ତେବେ ଏ ଆକଳନ ସତ। ଯଦି କରୋନା ଆକ୍ରାନ୍ତ ଏବଂ ମୃତ୍ୟୁରେ ଭାରତର ବର୍ତ୍ତମାନ ସ୍ଥିତିକୁ ଏକ ମାନକ ସଂଖ୍ୟା (benchmark) ହିସାବରେ ନିଆଯାଏ, ତେବେ ଆମର ଏହି ରୋଗଜନିତ ମୃତ୍ୟୁହାର ବହୁଳ ଭାବେ କ୍ଷତିଗ୍ରସ୍ତ ଦେଶ ଆମେରିକା, ଚୀନ୍‌ ଓ ସ୍ପେନ୍‌ ଠାରୁ…

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌: ଭାରତ କୋହଳ…

ନୂଆଦିଲ୍ଲୀ: ଜରୁରୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ଅନ୍ୟତମ ବୃହତ ଉତ୍ପାଦକ ଭାରତ ୩ ଦିନ ତଳେ ଏହାର ରପ୍ତାନି ଉପରେ କଟକଣା ଲଗାଇଥିଲା। ଶନିବାର ଠାରୁ ବିଦେଶକୁ ଏହାର ପ୍ରେରଣ ନିଷିଦ୍ଧ କରାଯାଇଥିଲା। ତେବେ ରବିବାର ଅମେରିକାର ଅନୁରୋଧ ପରେ ଆଜି ଭାରତ ନିଷିଦ୍ଧାଦେଶକୁ ଆଂଶିକ ଉଠାଇଛି। କରୋନା ପାଇଁ…

କରୋନା: ଆମେରିକାରେ ଓଡ଼ିଆ ମହିଳା ମୃତ

ନ୍ୟୁଜର୍ସି: ଆମେରିକାରେ ଆଜି ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୦ ହଜାର ଡେଇଁଥିବା ବେଳେ ୧୦,୩୦୦ରୁ ଅଧିକ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଲାଣି। ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଥମ ଓଡ଼ିଆ ବ୍ୟକ୍ତି ଆଜି ସେଠାରେ ପ୍ରାଣ ହରାଇଛନ୍ତି। ମୃତ ମହିଳାଙ୍କ ବୟସ ୫୦ ବର୍ଷ। ସେ ନ୍ୟୁଜର୍ସିର…

ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌…

ଓଏଲ୍‌ ବ୍ୟୁରୋ: ଭାରତରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ଶସ୍ତା ଓ ସହଜଲବ୍ଧ ଔଷଧ। ମୁଖ୍ୟତଃ ମ୍ୟାଲେରିଆ ପାଇଁ ବ୍ୟବହୃତ ଏ ଔଷଧର ରୋଗପ୍ରତିରୋଧକ ଶକ୍ତିକୁ ଦୃଷ୍ଟିରେ ରଖି ଏହାକୁ କରୋନା ଭୂତାଣୁ ନାଶକ ବୋଲି ଦାବି ହେଉଛି। କୋଭିଡ୍-୧୯ର ଔଷଧ ବୋଲି କିଛି ପାଶ୍ଚାତ୍ୟ ଦେଶରେ ଘୋଷଣା ହେବା ପରେ ଭାରତ…

୧୦ ଲକ୍ଷ କରୋନା ଆକ୍ରାନ୍ତ, ୫୨ ହଜାର ମୃତ

ଓଏଲ୍‌ ବ୍ୟୁରୋ: ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଡେଇଁଥିବା ବେଳେ ମୃତକଙ୍କ ସଂଖ୍ୟା ୫୨ ହଜାରରୁ ଅଧିକ ହୋଇଛି। କାଲି ଗୋଟିଏ ଦିନରେ ବିଶ୍ବରେ ୭୪,୪୬୬ ନୂଆ ଆକ୍ରାନ୍ତ ଠାବ ହୋଇଥିବା ବେଳେ ୫,୬୬୩ ଜଣଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଦିନରେ କେବଳ ଆମେରିକାରେ ୨୫ ହଜାର ନୂଆ ଆକ୍ରାନ୍ତ…