Odisha Link
Bridging the Missing Links in Odisha
Browsing Tag

UTTAR PRADESH

ଉତ୍ତରପ୍ରଦେଶରେ ନିର୍ମାଣ ହେବ ଫିଲ୍ମ…

ଉତ୍ତରପ୍ରଦେଶ:  ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୌତମ ବୁଦ୍ଧ ନଗରରେ ଭାରତର “ସବୁଠୁ ବଡ ତଥା ପ୍ରଭାବଶାଳୀ ଫିଲ୍ମ ସିଟି ” ପ୍ରତିଷ୍ଠା କରିବାକୁ ପ୍ରତିଶୃତି ଦେଇଛନ୍ତି। ଏନଆରସି ଜିଲ୍ଲା ପଡୁଥିବା ମେରଟ ଡିଭିଜନର ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଶୁକ୍ରବାର…

ଆଜମଗଡ଼ରେ ତାଲିମ ବିମାନ ଦୁର୍ଘଟଣାରେ…

ଲକ୍ଷ୍ନୌ: ଆଜି ଲିମ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହା ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲା ସରାଇମିର ଥାନା ଅନ୍ତର୍ଗତ ସେଣ୍ଟର୍‌ୱା ଖୈରୁଦ୍ଦିନପୁର ଅଞ୍ଚଳ ନିକଟରେ ଏହି ଦୁର୍ଘଟଣାଟି ଘଟିିଛି । ଦୁର୍ଘଟଣାରେ ବିମାନର ପାଇଲଟ୍‌ଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ପାଇଲଟ୍‌ମାନଙ୍କୁ ତାଲିମ…

ଖେଳନା କାରଖାନାରେ ନିଆଁ

ନୋଏଡ଼ା: ଉତ୍ତରପ୍ରଦେଶର ନୋଏଡ଼ା ସ୍ଥିତ ଏକ ଖେଳନା କାରଖାନାରେ ନିଆଁ । ନୋଏଡ଼ାର ସେକ୍ଟର ୬୩ରେ ଥିବା ଏକ ଖେଳନା ତିଆରି କାରଖାନାରେ ଆଜି ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ କେଉଁ କାରଣରୁ ହୋଇଛି ତାହା ଜଣା ପଡ଼ି ନାହିଁ। ଖବର ସରବାରହ ସଂସ୍ଥା ଏନଆଇ ଦ୍ବାରା ପ୍ରସାରିତ ଖବର ଅନୁଯାୟୀ ଘଟଣା…

କରୋନାରେ ଚାଲିଗଲା ପୂର୍ବତନ କ୍ରିକେଟରଙ୍କ…

ଓଏଲ୍‌ ବ୍ୟୁରୋ: କରୋନାରେ ଚାଲିଗଲା ଆଉ ଜଣେ ରାଜନେତା ତଥା ଜଣେ ପୂର୍ବତନ କ୍ରିକେଟରଙ୍କ ଜୀବନ। ଉତ୍ତରପ୍ରଦେଶର କ୍ରିଡ଼ା ମନ୍ତ୍ରୀ ତଥା ଭାରତୀୟ ଦଳର ପୂର୍ବତନ କ୍ରିକେଟର ଚେତନ ଚୌହାନଙ୍କ ପରଲୋକ। ଆଜି ଅପରାହ୍ନ ୪ଟା ୩୦ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ଗୁରୁଗ୍ରମା ମେଦାନ୍ତ ହସ୍ପିଟାଲରେ ତାଙ୍କର…

ଗଣବଳାତ୍କାର ପରେ ନାବାଳିକାଙ୍କୁ ନିର୍ମମ…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷୀମପୁର ଅଞ୍ଚଳରେ ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କୁ ଗଣବଳାତ୍କାର କରିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ଗଣବଳାତ୍କାର ପରେ ଦୁର୍ବୃତ୍ତମାନେ ନୃସଂଶତାର ସବୁ ସୀମା ଟପି ନାବଳିକାଙ୍କ ୨ଟି ଆଖି ନଷ୍ଟ କରିଦେବା ସହ ନାବାଳିକାର ତଣ୍ଟିରେ ପଟା ପକାଇ ଘୋଷାରି ଥିବା ସହ ଜିଭକୁ…

ଉତ୍ତରପ୍ରଦେଶ: ୧୧ ମନ୍ତ୍ରୀଙ୍କୁ କରୋନା,…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଇନ ମନ୍ତ୍ରୀ ବ୍ରଜେଶ ପାଠକ ଆଜି କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ଟୁଇଟ୍‌ କରି ଜଣାଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜର ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି। ପାଠକଙ୍କୁ ମିଶାଇ ରାଜ୍ୟରେ ଏଯାବତ୍‌ ୧୧ ଜଣ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା…

ଅଯୋଧ୍ୟା: ରାମ ଜନ୍ମଭୂମି ପୂଜାରୀଙ୍କ…

ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜନ ସମାରୋହ ପୂର୍ବରୁ ଆସିଲା ବଡ଼ ଖବର। ଅଗଷ୍ଟ ୫ରେ ହେବାକୁ ଥିବା ରାମ ମନ୍ଦିର ଭୂମି ପୂଜନ ସମାରୋହ ପୂର୍ବରୁ ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାସଙ୍କ ସମେତ ୧୬ ପୁଲିସ୍‌ କର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂଜାରୀ ପ୍ରଦୀପ ସେ ମୁଖ୍ୟ ପୂଜାରୀ ଆଚାର୍ଯ୍ୟ…

ଲକ୍‌ଡାଉନ୍‌ରେ ଖୋଲା ରହିବ ମଦ ଦୋକାନ

ଓଏଲ୍‌ ବ୍ୟୁରୋ: କରୋନା କାଳରେ ମଦ୍ୟପ ମାନଙ୍କ ପାଇଁ ଭଲ ଖବର। ଏଣିକି ଲକ୍‌ଡାଉନ୍‌ କଟକଣା ମଧ୍ୟରେ ଖୋଲା ରହିବ ମଦ ଦୋକାନ। ଲକ୍‌ଡାଉନ୍‌ରେ ମଦ ଏବଂ ବିୟର ଦୋକାନ ଖୋଲା ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଦୋକାନଗୁଡ଼ିକରେ ଲାଗୁ ହେବ ବୋଲି…

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ…

ଲକ୍ଷ୍ନୌ: ଶୁକ୍ରବାର ସଂଧ୍ୟାରେ କଡ଼ା ନିରାପତ୍ତା ମଧ୍ୟରେ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ "ଲୋକଭବନ" ସାମନାରେ ଦୁଇଜଣ ମହିଳା ଆତ୍ମାହୂତି ଉଦ୍ୟମ କରିଛନ୍ତି। ସମ୍ପର୍କରେ ମା' ଓ ଝିଅ ଏହି ଦୁଇ ମହିଳା ଦେହରେ ନିଆଁ ଲଗାଇ ଦେଇଥିଲେ। କାର୍ଯ୍ୟରତ ସୁରକ୍ଷାକର୍ମୀ ତୁରନ୍ତ ସେମାନଙ୍କୁ…

ଗାଜିଆବାଦ ବାଣ କାରଖାନାରେ ଅଗ୍ନିକାଣ୍ଡ:…

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଉତ୍ତର ପ୍ରଦେଶର ଗାଜିଆବାଦର ମୋଦି ନଗରରେ ଏକ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଆଜି ଅପରାହ୍ନରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ହୋଇଥିଲା। ଫଳରେ ଖବର ଲେଖା ହେବା ଯାଏଁ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହାତ ହୋଇଥିବା ଖବର ପ୍ରକାଶ ପାଇଛି। ଏଥିସହିତ କାରଖାନା…