Odisha Link
Bridging the Missing Links in Odisha
Browsing Tag

V Karthikeyan Pandian

ଶିଖରଚଣ୍ଡୀରେ ୫-ଟି ସଚିବ, କଲେ ମନ୍ଦିର…

ଭୁବନେଶ୍ବର: ଭୁବନେଶ୍ବର ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି ୫-ଟି ସଚିଭ ଭି.କେ ପାଣ୍ଡିଆନ୍। ଆଜି ସକାଳ ସାଢ଼େ ୫ଟାରେ ମନ୍ଦିର ପରିଦର୍ଶନ କରିବା ସହିତ ମନ୍ଦିରର ବିକାଶ ସ୍ଥିତି ସମୀକ୍ଷା କରିଛନ୍ତି ୫-ଟି ସଚିବ। ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ବିକାଶ ନେଇ ଆଲୋଚନା କରିଛନ୍ତି। ଏହାପରେ…

ନୃସିଂହନାଥ ପୀଠର ୫-ଟି ସଚିବ ଭି.କେ…

ବରଗଡ଼: ଆଜି ବରଗଡ଼ ଗସ୍ତରେ ଯାଇଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍‌। ଗସ୍ତ ସମୟରେ ପାଇକମାଲର ନୃସିଂହନାଥ ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସକାଳ ସମୟରେ ୫-ଟି ସଚିବ ସତିଭଟା ଏୟାରଷ୍ଟ୍ରିପରେ ପହଞ୍ଚିବେ ପରେ ସଟିଭଟାରୁ ପଦ୍ମପୁର ପାଇକମାଲ ରାସ୍ତା ଦେଇ…

ରାଉରକେଲାରେ ୫ଟି ସଚିବ ଭି.କେ ପାଣ୍ଡିଆନ୍

ଭୁବନେଶ୍ବର: ରାଉରକେଲାରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ। ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମର ସ୍ଥାନ ପରିଦର୍ଶନ କଲେ ଫାଇଭ ଟି ସଚିବ। ୨୦୨୨ ସୁଦ୍ଧା ଏହି ଷ୍ଟାଡିୟମର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ଏହି ସ୍ଥାନର ଅନୁଧ୍ୟାନ…

ଓଡ଼ିଶା ରାଜନୀତି ଓ ମେ’ ୨୯

୨୯ ତାରିଖ ଓଡ଼ିଶାବାସୀ ଓ ରାଜ୍ୟ ରାଜନୀତି ପାଇଁ ଏକ ସ୍ମରଣୀୟ ତାରିଖ। ଯେମିତି ଅକ୍ଟୋବର ୨୯ ଆସିଲେ ଓଡ଼ିଶାବାସୀଙ୍କ ମନରେ ମହାବାତ୍ୟାର ଭୟ ସଞ୍ଚରି ଉଠେ ଠିକ୍‌ ସେମିତି ମେ ୨୯ ଆସିଲେ ରାଜ୍ୟ ରାଜନୈତିକ ପାଣିପାଗ ହଲଚଲ ହୋଇଥିବା କଥା ମନେ ପଡ଼େ। ଅକ୍ଟୋବର ୨୯ ସର୍ବଦା ରାଜ୍ୟବାସୀଙ୍କ ମନରେ ଅଲିଭା ଦାଗ ସଦୃଶ…

୩ ଜିଲ୍ଲାର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ…

ଭୁବନେଶ୍ୱର: ଆଜି କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ୍ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍। ପ୍ରଥମେ ମୁଖ୍ୟ ଶାସନ ସଚିବ ଓ ଫାଇଭ୍ ଟି ସଚିବ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା…

ଏସସିବିରେ ୫ଟି ସଚିବ ଭି.କେ. ପାଣ୍ଡିଆନ

କଟକ: ଆଜି ଭୋର ୪ଟା ସମୟରେ ୫ଟି ସଚିବ ଏସସିବିକୁ ଗସ୍ତ କରିଥିଲେ। ୫ଟି ସଚିବଙ୍କ ସମେତ ସଚିବ କ୍ରୀଷନକୁମାର, ସ୍ବାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ଓ ଏନ.ଆର.ଏଚ.ଏମ ସାଲିନ ପଣ୍ଡିତ ମଧ୍ୟ ଏସସିବି ଗସ୍ତ କରିଛନ୍ତି। ପ୍ରଥମେ ଏସସିବିର ଜରୁରୀକାଳୀନ ବିଭାଗରେ ପହଞ୍ଚିଥିଲେ। ଏହାପରେ ଏସସିବିକୁ ଥିବା…

କେନ୍ଦ୍ରାପଡ଼ାରେ ଜିଲ୍ଲା ମୁଖ୍ୟ…

କେନ୍ଦ୍ରାପଡା: ମୋ ସରକାର ଯୋଜନା ଆରମ୍ଭ ହେବା ପରଠୁ ଜିଲ୍ଲାକୁ ଜିଲ୍ଲା ବୁଲି ଭିକେ ପାଣ୍ଡିଆନ ଯୋଜନାର ଅନୁଧ୍ୟାନ କରୁଛନ୍ତି। ମୋ ସରକାର କାର୍ଯ୍ୟକାରିତା ତଦାରଖ ପାଇଁ ଆଜି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପହଂଚିଛନ୍ତି ପାଣ୍ଡିଆନ। ସ୍ୱାସ୍ଥ୍ୟ ସେବା ନେଇ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ…