Odisha Link
Bridging the Missing Links in Odisha
Browsing Tag

WEST BENGAL

ପଶ୍ଚିମବଙ୍ଗ ପାଇଁ ବିଜେପିର ନିର୍ବାଚନୀ…

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନୀ ଇସ୍ତହାର ଘୋଷଣା କରିଛି ବିଜେପି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ ଓ ପ୍ରଦେଶ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି ହୋଇଛି। କେନ୍ଦ୍ରୀୟ…

ପଶ୍ଚିମବଙ୍ଗ ନିର୍ବାଚନ: ପଦ୍ମ ଧରିବେ…

କୋଲକାତା: ଆଉ ଦିନ କେଇଟା ପରେ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହାପୂର୍ବରୁ ଜମୁଛି ରାଜନୀତି। ବିଭିନ୍ନ ଦଳ ରାଜନୈତିକ ଅଙ୍କକଷା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଦଳଡିଆଁ ରାଜନୀତି ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ବଲିଉଡର ଖ୍ୟାତନାମା ଅଭିନେତର ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହେବା…

ପଶ୍ଚିମବଙ୍ଗରେ କୁକୁର ମଡ଼କ, ଭାଇରସ୍‌…

କୋଲକାତା: କରୋନା ମହାମାରୀ ଆତଙ୍କ କାୟା ବିସ୍ତାର କରୁଥିବା ବେଳେ ଏବେ ପଶ୍ଚିମବଙ୍ଗରେ କାନାଇନ୍‌ ପାରଭୋ ଭାଇରସ ଆତଙ୍କ ଦେଖିବାକୁ ମଳିଛି। ଏହି ଭାଇରସ କୁକୁରଙ୍କ ଠାରେ ଦେଖାଯାଉଥିବା ବେଳେ କୁକୁରଙ୍କର ମୃତ୍ୟୁ ମଧ୍ୟ ହେଉଛି। ସ୍ଥିତି ଏପରି ହୋଇଛି ଯେ, ୩ ଦିନ ମଧ୍ୟରେ ବିଷ୍ଣୁପୁରରେ ୨୫୦ରୁ ଅଧିକ କୁକୁର…

ସମ୍ବିତ ପାତ୍ରଙ୍କ କାର୍‌ ଉପରେ ଆକ୍ରମଣ

ଭୁବନେଶ୍ୱର: ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କାର୍‌ ଉପରେ ଆକ୍ରମଣ ହୋଇଛି। ପଶ୍ଚିମବଙ୍ଗରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହା ନିଜେ ସମ୍ବିତ ପାତ୍ର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏହି ଆକ୍ରମଣରେ ସମ୍ବିତ ପାତ୍ରଙ୍କ କାର୍‌ର ଝରକା କାଚ ଭାଙ୍ଗି ଯାଇଥିବା ବେଳେ ଦଳର ଜଣେ…

ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ…

କୋଲକାତା: ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ ଆଜି ଗାଇଡଲାଇନ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ଚଳିତବର୍ଷ କରୋନା ପାଇଁ ଦୁର୍ଗାପୂଜା ନିରାଡ଼ମ୍ବର ହେବ। ଦୁର୍ଗାପୂଜା ଗାଇଡଲାଇନ ମୁତାବକ, ପୂଜା ମଣ୍ଡପକୁ ଭେଣ୍ଟିଲେସନ ପାଇଁ ୪ ପଟୁ ଖୋଲା ରଖାଯିବ। ପ୍ରବେଶ ଫାଟକରେ ହ୍ୟାଣ୍ଡ…

ଏନ୍‌ଆଇଏର ଚଢ଼ାଉ, ୯ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଏନ୍‌ଆଇଏକୁ ବଡ଼ ସଫଳତା। ଅଲ କାଏଦାର ଏକ ବଡ଼ ନେଟୱାର୍କର ଷଡଯନ୍ତ୍ରକୁ ପଣ୍ଡ କରିଛି ଏନ୍‌ଆଇଏ। ଆଜି ସକାଳେ ଅଲ କାଏଦା ମଡ୍ୟୁଲ ସମ୍ପର୍କରେ କେରଳ ଏବଂ ପଶ୍ଚିମବଙ୍ଗରେ ଚଢ଼ାଉ କରିଛି ଏନ୍‌ଆଇଏ। ଏନଆଇଏର ଏହି ଚଢ଼ାଉ ସମୟରେ ୯ ଜଣ ଆଙ୍କବାଦୀକୁ ଗିରଫ କରାଯାଇଛି। କେରଳର ଏରନାକୁଲମରେ ଏବଂ…

ପଶ୍ଚିମବଙ୍ଗରେ ସେପ୍ଟେମ୍ବର ୩୦ ଯାଏ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସେପ୍ଟେମ୍ବର ୩୦ ଯାଏ ଲକ୍‌ଡାଉନ ଅବଧି ବୃଦ୍ଧି। ଏନେଇ ଆଜି ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି। ସରକାରଙ୍କ ଦ୍ବାରା ଜାରି ଗାଇଡଲାଇନ ମୁତାବକ ସେପ୍ଟେମ୍ବର ୩୦ ଯାଏ ସ୍କୁଲ୍‌, କଲେଜ, ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ। ମାତ୍ର ସେପ୍ଟେମ୍ବର ୮ ତାରିଖରୁ ମେଟ୍ରା ରେଳସେବା ଆରମ୍ଭ…

ପଶ୍ଚିମବଙ୍ଗକୁ ୫୦୦ ଟନ୍‌ ପଲିଥିନ୍‌…

ଭୁବନେଶ୍ବର: ଅମ୍ପାନ୍‌ ଗ୍ରସ୍ତ ପଶ୍ଚିମବଙ୍ଗରେ ପୀଡ଼ିତଙ୍କୁ ଅସ୍ଥାୟୀ ଆଶ୍ରୟ ଯୋଗାଇବା ଲାଗି ସହଯୋଗର ହାତ ବଢ଼ାଇଛି ଓଡ଼ିଶା। ଓଡ଼ିଶା ସରକାରଙ୍କ ପକ୍ଷରୁ ୫୦୦ ମେଟ୍ରିକ୍‌ ଟନ୍‌ ପଲିଥିନ୍‌ ପଶ୍ଚିମବଙ୍ଗକୁ ପ୍ରେରଣ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଆସନ୍ତାକାଲି…

“ଅମ୍ପାନ୍”: ପାରାଦୀପଠାରୁ…

ଭୁବନେଶ୍ବର: ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି "ଅମ୍ପାନ୍"। ବର୍ତ୍ତମାନ ପାରାଦୀପଠାରୁ ଦକ୍ଷିଣ ଦିଗରେ ୧୨୫ କିଲୋମିଟର ଦୂରରେ ଗତି କରୁଛି "ଅମ୍ପାନ୍"। ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଅଗ୍ରସର ହେଉଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣି।ଗ କେନ୍ଦ୍ରର…

ପଶ୍ଚିମବଙ୍ଗ: କରୋନାରେ ୧୮ ନୁହେଁ, ୫୭…

କୋଲକାତା: ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ଦେଶରେ ୭୭୫ ଜଣଙ୍କ ମୃତ୍ୟୁ ହେଲାଣି। ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ସର୍ବାଧିକ। ଅପରପକ୍ଷେ ପଶ୍ଚିମବଙ୍ଗ ସରକାର କରୋନା ମୃତକଙ୍କ ସଂଖ୍ୟା ଲୁଚାଉଥିବା ବେଳେ ପ୍ରଥମଥର ପାଇଁ ସତ କଥା ସ୍ବୀକାର କରିଛନ୍ତି। ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ୧୮…