Odisha Link
Bridging the Missing Links in Odisha
Browsing Tag

WHO

WHO: ଭ୍ରମରେ ନ ରୁହନ୍ତୁ ଯୁବଗୋଷ୍ଠୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ପାଇଁ ସାରା ବିଶ୍ବରେ ବର୍ତ୍ତମାନ ୯ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହେଲାଣି। ଦିନକୁ ଦିନ ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ନଜରରେ ରଖି ବିଶ୍ବର ଯୁବଗୋଷ୍ଠୀ ପାଇଁ ପରାମର୍ଶ ଜାରି କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO)। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ…

କରୋନା: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର…

ଜେନିଭା: କରୋନା ଭାଇରସ୍ କୁ ନେଇ ଏବେ ସାରା ବିଶ୍ବରେ ସଚେତନତା ବାର୍ତ୍ତା ଦିଆଯାଉଛି। ନେତା, ଅଭିନେତା, ଖେଳାଳୀ ସମସ୍ତେ ଦେଶବାସୀଙ୍କୁ ହାତ ଧୋଇବାର ପ୍ରଣାଳୀ ବିଷୟରେ ଅବଗତ କରାଇ ସଚେତନ କରାଉଛନ୍ତି। ଏଭଳି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ପାଦେ ଆଗେଇ ‘ସେଫ୍ ହ୍ୟାଣ୍ଡ ଚ୍ୟାଲେଞ୍ଜ’ ଅଭିଯାନର ଆରମ୍ଭ…

‘କରୋନା’କୁ ବିଶ୍ବ ମହାମାରୀ ଘୋଷଣା

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭାଇରସ୍‌ ସାରା ବିଶ୍ବ ଏହାର କାୟା ବିସ୍ତାର କରିବାରେ ଲାଗିଛି। ବିଶ୍ବବ୍ୟାପୀ ଯେଉଁଭଳି ଭାବେ କରୋନାରେ ମୃତ୍ୟୁ ସଂଖ୍ୟା ଓ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି, ଏହାକୁ ଦୃଷ୍ଟିରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁ.ଏଚ.ଓ) କରୋନାକୁ ବିଶ୍ବ ମହାମାରୀ ଘୋଷଣା କରିଛି।…

କରୋନା ପାଇଁ ଭାରତୀୟଙ୍କୁ ଭୟଭୀତ ନ…

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ କାୟା ବିସ୍ତାର କଲାଣି କରୋନା ଭାଇରସ। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଭାଇରସରେ ଆକ୍ରାନ୍ତ ସଂଖ୍ୟା ୨୯ କୁ ବୃଦ୍ଧି ପାଇଲାଣି। ଏଥିସହ ସରକାରଙ୍କ ପକ୍ଷରୁ ଏକାଧିକ ଆଡଭାଇଜରୀ ଜାରି ହୋଇଥିବାରୁ ଭାଇରସକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ଲୋକମାନେ…

କରୋନା ପାଇଁ ଗ୍ଲୋବାଲ ଇମର୍ଜେନ୍ସି,

ଉହାନ: ଦିନକୁ ଦିନ ଭୟଙ୍କର ରୂପ ନେଇ ନିଜର କାୟା ବିସ୍ତାର କରୁଛି କରୋନା ଭାଇସ। ସାରା ବିଶ୍ୱରେ ଏହାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି ଏହି ଭାଇରସ୍। ଆଜି କରୋନା ଭାଇସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଗ୍ଲୋବାଲ ଇମର୍ଜେନ୍ସି ଘୋଷଣା କରାଯାଇଛି। ଚାଇନାରେ ବର୍ତ୍ତମାନ ସୁଦ୍ଧା ଏହି ଭାଇରସ ଜନିତ…

କରୋନା ଭାଇରସ୍‌ରେ ୮୦ ମୃତ୍ୟୁ, ୨୭୦୦ରୁ…

ଉହାନ୍‌: ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ‘କରୋନା’ ଭାଇରସ୍‌। କରୋନାଭାଇରସ୍‌ରେ ସଂକ୍ରମଣ ଯୋଗୁଁ ୮୦ ଜଣ ପ୍ରାଣ ହରାଇଥିବା ବେଳେ ୨୭୪୪ ଜଣ ରୋଗାକ୍ରାନ୍ତ ହୋଇଥିବା ଜଣାପଡିଛି। ଏହି ଭୂତାଣୁର ଦ୍ରୁତ ସମ୍ପ୍ରସାରଣକୁ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଗମ୍ଭୀର ପରିସ୍ଥିତି ବୋଲି କହିଛନ୍ତି। ଏହି ରୋଗର…