Odisha Link
Bridging the Missing Links in Odisha
Browsing Tag

WHO

ପୋଲିଓ ମୁକ୍ତ ହେଲା ଆଫ୍ରିକା, WHOର…

ଓଏଲ୍‌ ବ୍ୟୁରୋ: ପୋଲିଓ ମୁକ୍ତ ଦେଶ ଭାବେ ଆଉ ଏକ ଦେଶ ସାମିଲ। ପୋଲିଓ ମୁକ୍ତ ହେଲା ଆଫ୍ରିକା ମହାଦ୍ବୀପ। ଏନେଇ ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। ଏହି ଘୋଷଣା ଆଫ୍ରିକୀୟ ଦେଶ ନାଇଜରିଆ ପୋଲିଓ ମୁକ୍ତ ହେବା ପରେ ହୋଇଛି। ଆଫ୍ରିକାର ନାଇଜେରିଆରେ ଶେଷଥର ପାଇଁ ୨୦୧୬ ମସିହାରେ ପୋଲିଓ ମାମଲା ନଜର…

ଅଧିକ ଗମ୍ଭୀର ହେଉଛି ମହାମାରୀ କରୋନା:…

ନ୍ୟୁୟର୍କ: ସାରା ବିଶ୍ବକୁ କଲବଲ କରୁଛି ମହାମାରୀ କରୋନା ଭାଇରସ୍। ଏହାରି ମଧ୍ୟରେ ଯଦି ବିଭିନ୍ନ ଦେଶ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକରନ୍ତି ତେବେ ସମଗ୍ର ବିଶ୍ୱରେ ଏହା ଭୟାନକ ଭାବେ‌​‌ ବୃଦ୍ଧି ପାଇବ ଓ ଖରାପ ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଚେତାବନୀ…

ଆମେରିକା ପରେ ବ୍ରାଜିଲ WHOକୁ ଦେଲା…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ସାରା ବିଶ୍ବରେ ବ୍ୟାପକ ଭାବେ ସଂକ୍ରମିତ ହେବାରେ ଲାଗିଛି। ଏହାରିମଧ୍ୟରେ ଆମେରିକା ପରେ ମହାମାରୀର କେନ୍ଦ୍ର ପାଲଟିଥିବା ବ୍ରାଜିଲ ମଧ୍ୟ WHO ବିପକ୍ଷରେ ପକ୍ଷପାତିତା ଅଭିଯୋଗ ଆଣିଛି। ଏଥିସହିତ WHO ଛାଡ଼ିବାକୁ ମଧ୍ୟ ଚେତାବନୀ ଦେଇଛି ବ୍ରାଜିଲ।…

ଆମେରିକା-WHO ସମ୍ପର୍କ ଛିନ୍ନ

ଓ୍ବାଶିଂଟନ୍: WHO ସହ ଆମେରିକା ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ପୂର୍ବରୁ ଆମେରିକା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)କୁ ସାମୟିକ ଭାବେ ପାଣ୍ଠି ଯୋଗାଣ ବନ୍ଦ ପାଇଁ ନିଷ୍ପତ୍ତି ନେଇଥିଲା ଆମେରିକା। ଏଥିସହିତ WHOକୁ ଚୀନ ନିଜ…

WHO କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ହେଲେ…

ନୂଆଦିଲ୍ଲୀ: ଆଜି ଭାରତର କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)ର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଜାପାନର ଡ. ହିରୋକି ନିକୋଟିନଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ…

ମେ’ ୨୨ରେ WHO କାର୍ଯ୍ୟକାରୀ…

ନୂଆଦିଲ୍ଲୀ: ଭାରତର କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଖୁବଶୀଘ୍ର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO)ର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ। WHO ମୁତାବିକ ଭାରତର କରୋନା ଲଢ଼େଇରେ ଗୁରୁତ୍ବପୁର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଡ. ଡର୍ଷବର୍ଦ୍ଧନ ମେ ୨୨ ତାରିଖରେ…

ଭୁଲ କରନ୍ତୁ ନାହିଁ, ନଚେତ କରୋନା ଭାଇରସ୍…

ଜେନେଭା: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତିତ। ୨୧୦ରୁ ଉର୍ଦ୍ଧ୍ବ ଦେଶ ମହାମାରୀ କରୋନାର ମୁକାବିଲା କରୁଛନ୍ତି। ଏହାରି ମଧ୍ୟରେ ସମସ୍ତ ଦେଶକୁ ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। କେହି କିଛି ବି ଭୁଲ କରନ୍ତୁ ନାହିଁ । ନଚେତ ମହାମାରୀ କରୋନା ଭାଇରସର ସଂକ୍ରମଣ କମିଲେ ମଧ୍ୟ…

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ନେଇ WHOର…

ଓଏଲ୍‌ ବ୍ୟୁରୋ: ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ରେ କରୋନା ରୋଗ ଭଲ ହେଉଥିବା ନେଇ ସ୍ବାସ୍ଥ୍ୟ ଗବେଷକଙ୍କ ଦାବି ପରେ ଏହାକୁ ନେଇ ଏକାତା ପରୀକ୍ଷଣ (Solidarity Trial) ଆରମ୍ଭ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)। ଅଧିକରୁ ଅଧିକ ଦେଶ ଏହି ପରୀକ୍ଷଣରେ ସାମିଲ ହେବାକୁ ହୁ ଆହ୍ବାନ ଦେଇଛି।…

G20 ବୈଠକରେ ମୋଦି, WHOରେ ସୁଧାର ପାଇଁ…

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହୋଇଛି ଜି-୨୦ (G20) ଦେଶ ସମୁହର ଗୁରୁତ୍ବପୂର୍ଣ୍ଣ ବୈଠକ। ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଭାରତ ଯୋଗଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ କିଛି ପ୍ରସ୍ତାବ ରଖିଛନ୍ତି। ନୂଆ ଆହ୍ବାନକୁ ସାମନା କରିବା ପାଇଁ ବିଶ୍ବ…

ଭାରତରେ ୫୦୦ କରୋନା ଆକ୍ରାନ୍ତ,…

ଓଏଲ୍‌ ବ୍ୟୁରୋ: ଆଜି ସକାଳ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯୨ ହୋଇଥିବା ବେଳେ ଦିନରେ ଏ ସଂଖ୍ୟା ଅଧିକ ହେବାର ଆଶଙ୍କା କରାଯାଉଛି। ଇତି ମଧ୍ୟରେ ଦେଶରେ ୯ ଜଣ କରୋନା ଭୂତାଣୁ ପ୍ରଭାବରେ ମୃତ୍ୟୁବରଣ କରି ସାରିଲେଣି। ଦେଶର ୩୨ ରାଜ୍ୟରେ ସମ୍ପୂର୍ଣ୍ଣ' ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲେ ବି…