Odisha Link
Bridging the Missing Links in Odisha
Browsing Tag

Woman

ଏକାବେଳେ ୯ ସନ୍ତାନଙ୍କୁ ଜନ୍ମଦେଇ…

ନୂଆଦିଲ୍ଲୀ: ଜଣେ ମା ଏକାବେଳେ ଦୁଇଟି ତିନୋଟି କିମ୍ବା ଚାରୋଟି ସନ୍ତାନର ଜନ୍ମ ଦେବା କଥା ଆପଣ ଆଗରୁ ଶୁଣିଥିବେ ନିଶ୍ଚୟ। ମାତ୍ର ଜଣେ ମହିଳା ତିନୋଟି କିମ୍ବା ଚାରୋଟି ନୁହେଁ ଏକାବେଳେ ୯ଟି ସନ୍ତାନ ଜନ୍ମ ଦେଇଛିନ୍ତି। କଥାଟା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ପଶ୍ଚିମ ଆଫ୍ରିକୀୟ ଦେଶ…

ଘରୋଇ କଳିରେ ଅତିଷ୍ଠ ହୋଇ ନଦୀକୁ ଡେଇଁଲେ…

ରାଉରକେଲା: ଗୁରୁବାର ସକାଳୁ ସକାଳୁ ରାଉରକେଲାରେ ଘଟିଛି ଅଭାବନୀୟ ଘଟଣା। ଘରୋଇ କଳିରେ ଅତିଷ୍ଠ ହୋଇ ଆଜି ସକାଳୁ ବ୍ରାହ୍ମଣୀ ନଦଦିରୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କଲେ ମହିଳା। କିଛି ସମୟ ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୁରୁତର ଥିବା ମହିଳାଜଣକ ସୁଧା ଲୋହାର ବୋଲି ସୂଚନା…

ଶିଶୁ ଓ ମହିଳାଙ୍କ ବିରୋଧରେ ଅପରାଧ…

ଭୁବନେଶ୍ବର: ଶିଶୁ ଓ ମହିଳା ମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି। ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ତଥା ସେ ସଂକ୍ରାନ୍ତୀୟ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକାଯାଇପାରିବ ଏବଂ ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇପାରିବ, ତାକୁ ଦୃଷ୍ଟିରେ…

୫ ମାସରେ ୩୧ ଥର କରୋନା ପଜିଟିଭ୍ ହେଲେ…

ଭରତପୁର: ୫ ମାସରେ ୩୧ ଥର କରୋନା ପଜିଟିଭ୍‌ ଚିହ୍ନଟ ହେଲେ ମହିଳା। ଏଭଳି ଏକ ବିରଳ ଘଟଣା ଘଟିଛି ରାଜସ୍ଥାନର ଭାରତପୁର ଜିଲ୍ଲାରେ। ଜଣେ ମହିଳା ପାଞ୍ଚ ମାସ ପୂର୍ବେ କରୋନାଭାଇରସ୍ ରୋଗରେ ଆକ୍ରାନ୍ତ ହେବା ପରେ ୩୧ ଥର କରୋନା ପରୀକ୍ଷା କରିବା ସହ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ଆରବିଏମ୍…

୧୦୦ ଦିନ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ୍…

ନୂଆଦିଲ୍ଲୀ: ସବୁ ମହିଳାଙ୍କର ପ୍ରାୟତଃ ସଉକ ଥାଏ ଭଳି କି ଭଳି ଡ୍ରେସ ପିନ୍ଧିବାର। ପ୍ରତିଦିନ ନୂଆ ନୂଆ ଗେଟ୍‌ ଅପ୍‌ରେ ନିଜକୁ ସଜାଇ ଥାନ୍ତି ମହିଳାମାନେ। କିନ୍ତୁ ନିକଟରେ ଏଭଳି ଜଣେ ମହିଳାଙ୍କୁ ଦେଖିବାକୁ ମିଳିଛି ଯିଏ ଶହେ ଦିନ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ୍‌ ପିନ୍ଧି କରିଛନ୍ତି ରେକର୍ଡ। କଥାଟା ଆପଣଙ୍କୁ…

ଭୋଟରମାନଙ୍କୁ ଟଙ୍କା ବାଣ୍ଟି ମହିଳା ଗିରଫ

ବାଲେଶ୍ୱର: ଭୋଟରମାନଙ୍କୁ ଟଙ୍କା ବାଣ୍ଟିବା ସମୟରେ ଜଣେ ମହିଳାଙ୍କୁ ଗିରଫ କରିଛି ପୁଲିସ୍। ଗ୍ରାମବାସୀମାନେ ଉକ୍ତ ମହିିଳାଙ୍କୁ ଅଟକ ରଖି ପୁଲିସ୍ ଜିମା ଦେଇଛନ୍ତି। ମହିଳା ଜଣକ ୧ ନଂ ଓ୍ୱାର୍ଡ ଆଦିବାସୀ ସାହିରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରାଯାଇଛି। ମହିଳା ଜଣକ ମୟୂରଭଞ୍ଜରୁ ଆସିଥିବା ସୂଚନା…

ରାଜ୍ୟରେ ଭାଲୁ ଆତଙ୍କ: ବର୍ଷାରେ ଘରେ…

ନୂଆପଡା: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଭାଲୁ ଆତଙ୍କ। ବିଗତ କିଛି ଦିନ ହେବ ରାଜ୍ୟରେ ଦେଖିବାକୁ ମିଳୁଛି ଭାଲୁ ଆତଙ୍କ। ନୂଆପଡା ଜିଲା ବୋଡେନ ଥାନା ଅନ୍ତର୍ଗତ ଲର୍କା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ଥିବା ଜଣେ ବୃଦ୍ଧାଙ୍କୁ ଭାଲୁ ଆକ୍ରାମଣ କରିଥିବା ଜଣାପଡ଼ିଛି। ବୃଦ୍ଧା…

ବନ୍ୟା ଜଳରେ ଭାସିଗଲେ ମହିଳା

ମୟୂରଭଞ୍ଜ: ବନ୍ୟାଜଳରେ ଭାସିଯାଇ ଜଣେ ମହିଳା ନିଖୋଜ। ଗଙ୍ଗାହାର ନଦୀର ବନ୍ୟାଜଳରେ ଭାସିଗଲେ ମହିଳା। ମହିଳା ଜଣଙ୍କ ହେଲେ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଭୀମିଦା ଗ୍ରାମର ଜୀବନବନ୍ଧୁ ମହାପାତ୍ରଙ୍କ ପତ୍ନୀ ସ୍ନେହଲତା(୬୨)। ତାଙ୍କର ବଡ଼ପୁଅ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପରିବାରର ୪ ସଦସ୍ୟ ସରକାରୀ…

ପାଲଘର ଭିଡ଼ହତ୍ୟାରୁ ବର୍ତ୍ତି ଯାଇଥିବା…

ପାଲଘର: ମହାରାଷ୍ଟ୍ରର ପାଲଘର ଠାରେ ଏପ୍ରିଲ ୧୬ ରାତିରେ ହୋଇଥିବା ଭିଡ଼ହତ୍ୟା ବେଳେ ଜୀବନ ବଞ୍ଚାଇ ଖସିଆସିଥିବା ବିଜେପି ନେତା ତଥା ସ୍ଥାନୀୟ ସରପଞ୍ଚ ସେଦିନର ଛାତିଥରା କାହାଣୀ ଗଣମାଧ୍ୟମ ଆଗରେ ବଖାଣିଛନ୍ତି। ସେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା କହିଥିବା ବେଳେ ପୁଲିସ ଗିରଫ କରିଥିବା ୧୦୦…