Odisha Link
Bridging the Missing Links in Odisha
Daily Archives

July 26, 2019

ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ତରଫରୁ…

ନୂଆଦିଲ୍ଲୀ : ଓଡ଼ିଶାର ମହାନ ସଂସ୍କୃତି ସ୍ରୋତକୁ ବିଶ୍ଵବ୍ୟାପ୍ତ କରିବାର ଆବଶ୍ୟକତା ରହିଥିବା ସାଙ୍ଗକୁ ପୃଥିବୀର ବିଭିନ୍ନ ରାଷ୍ଟ୍ରର ,ଉନ୍ନତ ସାହିତ୍ୟ , କଳା ,ସଂସ୍କୃତି ଓ କାରିଗରୀ କୁଶଳତାର ଶ୍ରେଷ୍ଠତ୍ଵର ସୁ ଗୁଣକୁ ଆହରଣ କରିବା ଦରକାର ବୋଲି ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର…

ନଗଡାରେ ବେସରକାରୀ ବ୍ୟାଙ୍କ୍ ଖୋଲିଲେ…

ଯାଜପୁର : କିଛି ବର୍ଷ ପୂର୍ବେ ଶିଶୁ ମୃତ୍ୟୁର ଉପତ୍ୟକା ପାଲଟିଥିବା ନଗଡାକୁ ନେଇ ସବୁଆଡ଼େ ଚର୍ଚ୍ଚା ହୋଇଥିଲା । ଆଉ ବିଭିନ୍ନ ଗଣମାଧ୍ୟମରେ ଶିଶୁ ଅପମୃତ୍ୟୁର ଖବର ପ୍ରସାରଣ ପରେ ସରକାରଙ୍କ ନିଦ ଭାଙ୍ଗିଥିଲା । ଉପାନ୍ତ ଓ ଅପହଞ୍ଚ ନଗଡାରେ ପ୍ରଥମଥର ପହଞ୍ଚିଥିଲା ସରକାରୀ ସହାୟତା । ନଗଡାର ଭାଗ୍ୟ ବଦଳିବା…

ଟେଷ୍ଟ କ୍ରିକେଟରୁ ଅବସର ନେଲେ ଆମୀର

କରାଚୀ: ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଲେ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମୀର। କ୍ରିକେଟର ବଡ଼ ଫର୍ମାଟକୁ ୨୭ ବର୍ଷ ବୟସରେ ହିଁ ଅଲବିଦା କହିଛନ୍ତି ଆମୀର। ଶୁକ୍ରବାର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆନୁଷ୍ଠାନିକ ଭାବେ ଏହି ସୂଚନା ଦେଇଛି। ଚଳିତ ବର୍ଷ ଆମୀର ଜୋହାନ୍ସବର୍ଗରେ ଦକ୍ଷିଣ…

୮ ବର୍ଷ ପରେ ମାଟିତଳୁ ବାହାରିଲା କଙ୍କାଳ

ସମ୍ବଲପୁର : ସମ୍ବଲପୁରରେ ଜୟଶ୍ରୀ ନିଖୋଜ ମାମଲାର ୮ ବର୍ଷ ପରେ ପୁଣି ଥରେ ଆରମ୍ଭ ହୋଇଛି ଖୋଳତାଡ଼। ପୁଲିସ ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କୁ ଗିରଫ କରିଛି। ଅଭିଯୁକ୍ତର ବୟାନ ଆଧାରରେ ଖୋଜାଖୋଜି କରିବା ପରେ ଖପୁରୀର କିଛି ଅଂଶକୁ ଜବତ କରାଯାଇଛି। ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାରର…

କଟକ : ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆଜି ପର୍ଯ୍ୟନ୍ତ ପ୍ରମାଣିତ ହୋଇ ପାରିନାହିଁ । ଏନେଇ କଟକ ଡିସିପି ସୂଚନା ଦେଇଛନ୍ତି । ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି, ଏହି ମାମଲାରେ ମୋଟ୍‌ ୬ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ୧୬୪…

ଲାଞ୍ଚ ନେଇ ସସପେଣ୍ଡ ହେଲେ ମାଲକାନଗିରି…

ମାଲକାନଗିରି: ପୁଲିସ ବାବୁଙ୍କୁ ମହଙ୍ଗା ପଡ଼ିଛି ଲାଞ୍ଚ ନେବା। ମାଲକାନଗିରି ସଦର ମହକୁମା ଆଇଆଇସି ରଞ୍ଜନ ସାହୁଙ୍କୁ ଏକ ଲକ୍ଷ ଟଙ୍କା ଲାଞ୍ଜ ନେବା ଅଭିଯୋଗରେ ଡିଜିପି ଆର.ପି ଶର୍ମା ସସପେଣ୍ଡ କରିଛନ୍ତି।ଭିଜିଲାନ୍ସ ଜାଲରେ ମାଲକାନିଗିରି ସଦର ମହକୁମା ଥାନା ଆଇଆଇସି ରଞ୍ଜନ ସାହୁ ଧରାପଡ଼ିଥିବା ପରେ…

ମଦ ବେପାରୀଙ୍କୁ ପୁରସ୍କାର ପ୍ରସଙ୍ଗକୁ…

ଭୁବନେଶ୍ବର: ମଦ ବେପାରୀଙ୍କୁ ପୁରସ୍କାର ପ୍ରସଙ୍ଗକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ମଦମୁକ୍ତ ଯୁବବାହିନୀ। ମଦଦୋକାନୀମାନଙ୍କୁ ପୁରସ୍କାର ଦେବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ବିରୋଧ କରୁଛନ୍ତି ମଦମୁକ୍ତି ଯୁବବାହିନୀ। ବାଣୀବିହାରରୁ ଏକ ଶୋଭାଯାତ୍ରା…

କେନାଲରେ ବୁଡ଼ି ଦୁଇ ଛାତ୍ର ମୃତ୍ୟୁ

ଭଣ୍ଡାରୀପୋଖରୀ : ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ରଟିଣା ପ୍ରାଇମେରୀ ସ୍କୁଲରେ ଦୁଇ ଛାତ୍ର ପଢୁଥିଲେ । ନିକଟସ୍ଥ କେନାଲରେ ବୁଡି ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଦୁଇ ମୃତ ଛାତ୍ର ହେଲେ ରାଜେଶ ସାହୁ ଏବଂ ଧନଞ୍ଜୟ ଜେନା । ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ରଟିଣା…

ନବନିଯୁକ୍ତ ଏଏସଓଙ୍କୁ ନିଯୁକ୍ତିପତ୍ର…

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ନବନିଯୁକ୍ତ ଏଏସଓଙ୍କ ପ୍ରଶିକ୍ଷଣ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବା ସହ ମନୋନୀତ ୫୦୦ ଜଣ ଏଏସଓଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ନବନିଯୁକ୍ତ ଏଏସ୍‌ଓଙ୍କୁ ଉଦ୍‌ବୋଧନ ଦେବା ସହ ସେମାନଙ୍କୁ ନିଷ୍ଠାର ସହ…

କାର୍ଗିଲ ବିଜୟ ଦିବସ: ଜାଣନ୍ତୁ ଯୁଦ୍ଧ…

ଭୁବନେଶ୍ବର: ଆଜି ସାରା ଭାରତ ପାଳନ କରୁଛି ୨୦ ତମ କାର୍ଗିଲ ବିଜୟ ଦିବସ। କାର୍ଗିଲ ବିଜୟ ଦିବସର କିଛି ଜଣା ଅଜଣା କଥା ଜାଣନ୍ତୁ। ୧୯୯୯ ମସିହା ମେ-୩ : ପାକିସ୍ତାନ ସେନା ଭାରତୀୟ ସୀମାରେ ଅନୁପ୍ରବେଶ କରିଥିବା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଜଣେ ମେଷ ପାଳକ ଭାରତୀୟ ସେନାକୁ ସୂଚନା ଦେଇଥିଲେ। ମେ-୫ :…