Odisha Link
Bridging the Missing Links in Odisha

ଆସନ୍ତାକାଲି ଦିଲ୍ଲୀ ଯିବେ ନବୀନ : ୨୬ରେ ମାଓ ମୁକାବିଲା ବୈଠକ

ଭୁବନେଶ୍ବର : ମାଓ ମୁକାବିଲା ନେଇ ଲୋକସେବା ଭବନରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି। ବୈଠକରେ ପୋଲିସ ଡିଜି, ଗୃହ ସଚିବ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି।
ଅନ୍ୟପଟେ ମାଓ ମୁକାବିଲା ନେଇ ଆସନ୍ତା ୨୬ତାରିଖରେ ନୂଆଦିଲ୍ଲୀଠାରେ ବସିବ ଉଚ୍ଚସ୍ତରୀୟ ବୈଠକ। ଏହି ମାଓ ମୁକାବିଲା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ବୈଠକରେ ଯୋଗଦେବା ଲାଗି ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ।

Comments are closed.