Odisha Link
Bridging the Missing Links in Odisha
Daily Archives

August 24, 2019

ପ୍ଲାଟଫର୍ମରୁ ସେଲିବ୍ରିଟି ହୋଇଥିବା ରାନୁ…

ନୂଆଦିଲ୍ଲୀ: ଆଜିର ଦିନରେ ଦେଶର ସବୁଠାରୁ ଚର୍ଚ୍ଚାରେ ରହୁଥିବା ମହିଳା ହେଲେ ରାନୁ ମଣ୍ଡଳ। ଆପଣଙ୍କ ପାଇଁ ତ ଏନାମ ଏବେ ଆଉ ଅଛପା ହୋଇ ରହିନଥିବ। ରାନୁ ମଣ୍ଡଳ ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି। ନିଜର କଣ୍ଠସ୍ବରରେ ରାନୁ ଇଣ୍ଟରନେଟ୍‌ରେ ଫ୍ୟାନ୍‌ଙ୍କ ସଂଖ୍ୟା ବଢ଼ାଇ ଚାଲିଥିବାବେଳେ ତାଙ୍କ ଗୀତ…

ଅଶ୍ରୁଳ ବିଦାୟ

ନୂଆଦିଲ୍ଲୀ: ୧ ବର୍ଷ ମଧ୍ୟରେ ଭାରତୀୟ ଜନତା ପାର୍ଟି ତାର ବହୁ ମୁଲ୍ୟ ହରାଇଛି। କାରଣ ବିଜେପି ତାର ବରିଷ୍ଟ ନେତାଙ୍କ ହରାଇବସିଛି। ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ହୋଇଥିଲା। ଏହାପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର, ପୂର୍ବତନ ଗୋଆ ମୁଖ୍ୟମନ୍ତ୍ରୀ ତଥା…

ପାଣି ନମିଳିବାରୁ ରାସ୍ତାରୋକ

ଆଠଗଡ : ଆଠଗଡ ସହରରେ ପାଣି ପାଇଁ ରାସ୍ତା ରୋକ କରିଛନ୍ତି କନ୍ତଲର ୫ଗୋଟି ୱାର୍ଡ ବାସିନ୍ଦା। ଗତ ତିନି ଦିନ ହେଲା କନ୍ତଲ ୱାର୍ଡରେ ଠିକାଦାର ଏକ କଲଭର୍ଟକୁ ତାଡ଼ିଦେବା ଯୋଗୁଁ ପାଇପ୍ ସବୁ ଫାଟି ଯାଇଛି । ସାଧାରଣ ଲୋକେ ଗତ ତିନି ଦିନ ହେଲା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଆଜି ୱାର୍ଡବାସୀମାନେ ରାସ୍ତା…

ମା ମାଙ୍ଗଳା ୟୁଥ୍ କ୍ଲବର ଭିନ୍ନ ଧରଣର…

ଭୁବନେଶ୍ୱର : ବୁଦେ୍ଧଶ୍ୱରୀ କଲୋନୀସ୍ଥିତ ମା ମାଙ୍ଗଳା ୟୁଥ କ୍ଲବ ପକ୍ଷରୁ ଗଣେଶ ପୂଜାକୁ ନିଆରା ଢଙ୍ଗରେ ପାଳନ କରାଯିବା ପାଇଁ ଯୋଜନା ହୋଇଛି। ପ୍ରତି ବର୍ଷ ମା ମାଙ୍ଗଳା କ୍ଲବ ଭିନ୍ନ ଧରଣ ଗଣେଶ ମୃତି ପୂଜା କରି ଭୁବନେଶ୍ୱରରେ ରେକର୍ଡ ସ୍ଥାପନ କରିଛନ୍ତି। ବିରୀ, ଗହମ, ଚାଉଳ, ମୁଗ, ବୁଟ, ଡାଲି, ଷୋରିଶ,…

ଏସିଏସଟି ଉନ୍ନୟନ ବିଭାଗରେ ୫ ଟି ର…

ଭୁବନେଶ୍ବର :  ରାଜ୍ୟରେ ଏକ ଉତ୍ତରଦାୟୀ, କାର୍ଯ୍ୟକ୍ଷମ, ସ୍ବଚ୍ଛ, ସକ୍ରିୟ ପ୍ରଶାସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ ଟି ର ଆହ୍ବାନ ଦେଇଛନ୍ତି। ପ୍ରତ୍ୟେକ ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ପ୍ରୟୋଗ କରାଯାଇଛି ତଦନୁଯାୟୀ ବିଭିନ୍ନ ଫଳପ୍ରସୂ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆ…

ଇତିହାସ ରଚିଲେ ସିନ୍ଧୁ

ବାସେଲ: ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ ଫାଇନାଲରେ ପିଭି ସିନ୍ଧୁ। କ୍ରମାଗତ ତୃତୀୟଥର ପାଇଁ ବିଡବ୍ଲ୍ୟୁଏଫ୍ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଶୀର୍ଷ ଣଟଲର ପିଭି ସିନ୍ଧୁ। ଆସନ୍ତାକାଲି ସେ ପୁଣିଥରେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ପଦକ…

‘ଅର୍ଡର ଅଫ୍‌ ଜାୟଦ…

ଆବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ୟୁଏଇର ସର୍ବୋଚ୍ଚ ସମ୍ମାନ। ଆଜି ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍‌ ଜାୟଦ ରେ ସମ୍ମାନିତ କରିଛନ୍ତି ୟୁଏଇ ସରକାର। ଏହି ସମ୍ମାନ ପାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ପ୍ରଥମ ଭାରତୀୟ।…

ପାଖେଇ ଆସିଲା ପାର୍ବଣ : ଦୁର୍ଗାପୂଜା…

କଟକ : ପାଖେଇ ଆସିଲା ପାର୍ବଣର ଋତୁ ଏହାକୁ ନେଇ ଚଳଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଜନ୍ମାଷ୍ଟମୀରେ କିଛି ପୂଜା ମଣ୍ଡପ ମାଟି ଅନୁକୂଳ କରିଥିବା ବେଳେ ନନ୍ଦ ଉତ୍ସବରେ ଆଉ କିଛି ପୂଜା ମଣ୍ଡପ ମାଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ମାଟି ଉଠାଇଛନ୍ତି। ସେଥିପାଇଁ ନଦୀ ପଠାଗୁଡିକରେ ଆଧ୍ୟାତ୍ମିକ…

ଜାମ୍ମୁ- କାଶ୍ମୀର କେ ବିସ୍ମୃତ ଅଧ୍ୟାୟ…

ଭୁବନେଶ୍ବର : ଇତିହାସ ହେଉଛି ଚିର ପ୍ରେରଣା ଓ ଉତ୍ସାହର ଉତ୍ସ। ଅନେକ ବ୍ୟକ୍ତି ଇତିହାସ ନିର୍ମାଣ କରିନ୍ତି, କିନ୍ତୁ ସୋମନଙ୍କ ଅଜ୍ଞାତ ଅଧ୍ୟାୟକୁ ଲୋକଲୋଚନକୁ ଅଣିବା ଓ ବିସ୍ମୃତ ବ୍ୟକ୍ତିଙ୍କୁ ପୁନଃଉପସ୍ଥାପିତ କରିବା ଏକ ମହତ ପ୍ରୟାସ ବୋଲି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲା ଡ. କୁଲଦୀପ ଚନ୍ଦ…

ଜେଟଲୀଙ୍କ ସହ ପ୍ରଥମ ଦେଖାକୁ ମନେ ପକାଇଲେ…

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ପରଲୋକ ପରେ ତାଙ୍କ ସହ ପ୍ରଥମ ଭେଟ ନେଇ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଟ୍ୱିଟ୍‌ କରିଛନ୍ତି। ସେ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, ମୋ ବନ୍ଧୁ ତଥା ଦିଲ୍ଲୀ ୟୁନିଭର୍ସିଟି ସିନିଅର ଅରୁଣ ଜେଟଲୀଙ୍କ ଦୁଃଖଦ…