Odisha Link
Bridging the Missing Links in Odisha
Browsing Tag

Chandrayaan 2

ଅର୍ବିଟର ମାପିଲା ସୂର୍ଯ୍ୟଙ୍କ ତାପମାତ୍ରା

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ ୨ରେ ମହାକାଶକୁ ଯାଇଥିବା ଅର୍ବିଟର ଏବେ ଚନ୍ଦ୍ର ଚାରିପଟେ ବୁଲୁଛି। ଚନ୍ଦ୍ରର ସମସ୍ତ ଫଟୋ ପୃଥିବୀକୁ ପଠାଇବା ସହିତ ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରି ଏକପାଖିଆ ହୋଇ ପଡ଼ିଥିବା ଲ୍ୟାଣ୍ଡର ବିକ୍ରମର ସ୍ଥିତି ବାବଦରେ ମଧ୍ୟ ସୂଚନା ଦେଉଛି। ମହାକାଶର ସ୍ଥିତି ଜାଣିବା…

ଇସ୍ରୋ ଜାରି କଲା ଆର୍ବିଟର ପଠାଇଥିବା…

ବେଙ୍ଗାଲୁରୁ: ଚନ୍ଦୟାନ-୨ ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ ଉତ୍ତଳୋନ କରିଛି। ଯାହାକି ଅର୍ବିଟରରେ ଲାଗିଥିବା ହାଇ ରିଜୋଲ୍ୟୁଶନ୍‌ କ୍ୟାମେରାରେ ଉଠଯାଇଛି। ଇସ୍ରୋ ଚନ୍ଦ୍ରାୟାନ-୨ର ଅର୍ବିଟର ହାଇ ରିଜୋଲ୍ୟୁଶନ୍‌ କ୍ୟାମେରାରେ ଉଠି ଥିବା ଚନ୍ଦ୍ରର ଫଟୋ ପ୍ରକାଶ କରିଛି। ଏହି ଫଟୋରେ ଚନ୍ଦ୍ରର ପୃଷ୍ଠଦେଶ ଏବଂ…

ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଙ୍ଗ…

ନୂଆଦିଲ୍ଲୀ: ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଜାରି କରାଯାଇଛି ଏକ ଫଟୋ। ଯାହାକି ଲ୍ୟାଣ୍ଡର ବିକମ୍ର ଲ୍ୟାଣ୍ଡିଙ୍ଗ କରିବାର ସ୍ଥାନ ବୋଲି ଦର୍ଶାଇଛି ନାସା। ଏଥିସହିତ ନାସା ପକ୍ଷରୁ କୁହାଯାଇଛି କି, ଚନ୍ଦ୍ରଯାନ-୨ ସହିତ ସମ୍ପର୍କ ସ୍ଥାପନା କରିବା ପାଇଁ ଲାଗିଥିବା ଟିମ୍‌ ଏପର୍ଯ୍ୟନ୍ତ ସଫଳ…

ଚନ୍ଦ୍ରାଯାନ-୨: ଇସ୍ରୋରୁ ଆସିଲା ଶୁଭ…

ନୂଆଦିଲ୍ଲୀ: ଇସ୍ରୋରୁ ଆସିଲା ଶୁଭ ଖବର। କାରଣ ଚନ୍ଦ୍ରଯାନ-୨ ସମ୍ପର୍କରେ ଆସିଛି ଶୁଭ ଖବର। ଚନ୍ଦ୍ରଯାନ-୨ ଲ୍ୟାଣ୍ଡର ‘ବିକ୍ରମ’ ସମ୍ପର୍କରେ ଇସ୍ରୋ ପକ୍ଷରୁ ଏକ ବଡ଼ ସୂଚନା ଦିଆଯାଇଛି। ଲ୍ୟାଣ୍ଡର ‘ବିକ୍ରମ’ ର କିଛି କ୍ଷତି ହୋଇନଥିବା ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି। ‘ବିକ୍ରମ’ ର ହାର୍ଡ ଲ୍ୟାଣ୍ଡିଂ…

ଆଶା ହରାଇନାହାନ୍ତି ଇସ୍ରୋ ବୈଜ୍ଞାନିକ,…

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୨ ମହାକାଶରେ ଇତିହାସ ରଚିବା ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ନିକଟରେ ପହଞ୍ଚିବା ପାଇଁ ମାତ୍ର ୨.୧ କିଲୋମିଟର ଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଇତିହାସ ରଚିବା ଲାଗି ନିକଟତର ହେଉଥିବା ଭାରତ ଶେଷ ପର୍ୟ୍ୟାୟରେ ନିରାଶ ହୋଇଛି। ଏଥିସହିତ ଇସ୍ରୋ ବୈଜ୍ଞାନିକମାନଙ୍କ…

ସକାଳ ୮ଟାରେ ଇସ୍ରୋ ସେଣ୍ଟରରୁ…

ବେଙ୍ଗାଲୁରୁ: ବିକ୍ରମ ଲ୍ୟାଣ୍ଡରଠାରୁ ଇସ୍ରୋର ସମ୍ପର୍କ ଛିନ୍ନ ହୋଇଗଲା। ଏନେଇ ଇସ୍ରୋ ମୁଖ୍ୟ କେ ଶିବନ୍ ସୂଚନା ଦେଇଥିଲେ, ଲ୍ୟାଣ୍ଡର ବିକ୍ରମ ସହ ସଂଯୋଗ ବିଚ୍ଛନ୍ନ ହୋଇଛି ଏବଂ ବର୍ତ୍ତମାନ ମିଳିଥିବା ଡାଟା ଆନାଲିସିସ୍‌ କରିବାର ପ୍ରୟାସ କରାଯାଉଛି। ବର୍ତ୍ତମାନ ମୋଦି ଇସ୍ରୋ ସେଣ୍ଟରରୁ…

ବିକ୍ରମରୁ ସମ୍ପର୍କ ହେଲା ଛିନ୍ନ,…

ବେଙ୍ଗାଲୁରୁ: ଅବତରଣ ପ୍ରକ୍ରିୟା ମଧ୍ୟ ଠିକ୍‌ଠାକ୍ ଚାଲିଥିଲା। ହେଲେ ଶେଷ ମୁହୂର୍ତ୍ତରେ ବିଚ୍ଛିନ୍ନ ହୋଇଗଲା ସଂପର୍କ। ଚନ୍ଦ୍ରପୃଷ୍ଠଠାରୁ ୨.୧ କିମି ପୂର୍ବରୁ ଏଭଳି ଏକ ଅପ୍ରତ୍ୟାଶିତ ଅଘଟଣ ଯୋଗୁଁ ବିକ୍ରମର ଅବତରଣ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ। ନିର୍ଦ୍ଧାରିତ ସମୟରେ ସୂଚନା…

ବିକ୍ରମ ଚନ୍ଦ୍ରପୃଷ୍ଠ ଛୁଇଁବ କେମିତି,…

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଇତିହାସ ରଚିବ ଭାରତ। ଶନିବାର ରାତିରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ କରିବ ଐତିହାସିକ ଅବତରଣ। ଏହି ଅପୂର୍ବ ମୁହୂର୍ତ୍ତ କେମିତି ରହିବ ତା’କୁ ନେଇ ଇସ୍ରୋ ପ୍ରସ୍ତୁତ କରିଛି ଏକ ଆନିମେଟେଡ୍‌ ଭିଡିଓ। ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଏଥିରେ ଦର୍ଶାଯାଇଛି ଶନିବାର…

ମୋଦିଙ୍କ ସହ ଚନ୍ଦ୍ରଯାନ-୨ ଅବତରଣ ଦୃଶ୍ୟ…

ସମ୍ବଲପୁର: ସେପ୍ଟମ୍ବର ୭ ଭାରତ ପାଇଁ ଏକ ଗୌରବର ଦିନ। ଏହାସହିତ ସେଦିନ ଭାରତ ପାଇଁ ସବୁଠୁ ମହତ୍ତ୍ବପୂର୍ଣ୍ଣ ଅଟେ। କାରଣ ଆସନ୍ତା ୭ରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୨। ଏହି ଦୃଶ୍ୟ ଦେଖିବାପାଇଁ ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍(ଆଇଏସ୍‌ଆରଓ) ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏଥିରେ…

ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା…

ନୂଆଦିଲ୍ଲୀ: ଭାରତ ପାଇଁ ଖୁସି ଖବର। ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ(ଇସ୍ରୋ)କୁ ମିଳିଛି ବଡ଼ ସଫଳତା। ଚନ୍ଦ୍ରଯାନ-୨କୁ ନେଇ ଇସ୍ରୋକୁ ମିଳିଛି ବଡ ସଫଳତା। ଚନ୍ଦ୍ରର ପ୍ରଥମ କକ୍ଷରେ ସଫଳତା ପୂର୍ବକ ପ୍ରବେଶ କରିଛି ଚନ୍ଦ୍ରଯାନ-୨। ଆଜି ସକାଳ ୮ଟା ୩୦ ରୁ ୯ଟା ୩୦ ମଧ୍ୟରେ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷ…