Odisha Link
Bridging the Missing Links in Odisha
Browsing Tag

Traffic Police

ଟ୍ରାଫିକ୍ ପୋଲିସଙ୍କ ମହନୀୟତା, ଆହତ…

ବଲାଙ୍ଗିର: ଟ୍ରାଫିକ୍ ପୋଲିସଙ୍କ ମହନୀୟତା। ବଲାଙ୍ଗିରର ପାଟଣା ହୋଟେଲ ଛକରେ ଆଜି ସକାଳେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ କାର୍ଯ୍ୟରତ ଥିବା ଟ୍ରାଫିକ୍ ପୋଲିସ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ଆହତ ଗୁରୁତର ଶିଶୁକନ୍ୟାକୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସୂଚନାମୁତାବକ,…

ମହିଳା ଟ୍ରାଫିକ ପୋଲିସଙ୍କ ମହାନୀୟତା

ଭୁବନେଶ୍ୱର: ପୁଣି ଦେଖିବାକୁ ମିଳିଛି ଟ୍ରାଫିକ ପୋଲିସଙ୍କ ମହାନୀୟତା। ରାସ୍ତାରେ ପଡ଼ି ଛଟପଟ ହେଉଥିବା ମହିଳାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ରାଜଧାନୀର ଟ୍ରାଫିକ ପୋଲିସ ପ୍ରିୟଙ୍କା ବର୍ଓ୍ବା। ଆଜି ସକାଳ ସମୟରେ ରାଜଧାନୀ ଭୁବନେଶ୍ୱର ସ୍ଥିତ XIMB ଛକରେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କ ପାଦରେ ବ୍ୟାଣ୍ଡଜ୍‌…

ହୃଦୟ ଜିଣିଲେ ଟ୍ରାଫିକ୍‌ ପୁଲିସ

ଭୁବନେଶ୍ବର: ଅନେକ ସମୟରେ ଆପଣ ପୁଲିସର ବର୍ବରତାର କାହାଣୀ ଶୁଣିଥିବେ ଓ ଦେଖିଥିବେ। କେଉଁଠି ଗରିବ ବ୍ୟବସାୟୀର ପରିବା ଟ୍ରଲି ଓଲଟାଇ ଦେଲେଣି ତ କେଉଁଠି ରାସ୍ତାକଡ଼ ପରିବା ଦୋକାନ ଉପରେ ଗାଡ଼ି ଚଢ଼େଇ ଦେଲେଣି, ପୁଣି କେଉଁଠି ବେଆଇନ ବ୍ୟବସାୟର ଅଭିଯୋଗ ଆଣି ମାଡ଼ ମାରିଲେଣି। ତେବେ ନାନାଦି ନକରାତ୍ମକ ଚିତ୍ର…

ଟ୍ରାଫିକ ପୋଲିସଙ୍କ ଅନନ୍ୟ ସେବା

କଟକ: ଟ୍ରାଫିକ ପୋଲିସଙ୍କ ଅନନ୍ୟ ସେବା। କଟକ ଶିଖରପୁର ଛକରେ ରାସ୍ତା ଉପରେ ଗୋଡି ଓ ବାଲି ପଡିରହୁଥିବା ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟେ। ଯାହା ଆଜି ସେଠାରେ କାର୍ଯ୍ୟ କରୁଥିବା ଟ୍ରାଫିକ କର୍ମଚାରୀ ଲଳିତ ରାଉତ ଦେଖି ସଙ୍ଗେ ସଙ୍ଗେ ଝାଡୁ ଧରି ଉକ୍ତ ବାଲି ଓ ଚିପ୍ସ ସଫା କରିଥିଲେ। ଏଭଳି କାର୍ଯ୍ୟ…

ସମ୍ମାନିତ ହେଲେ ୪ ଜଣଙ୍କ ଜୀବନ…

ଭୁବନେଶ୍ବର: ସାହାସିକତା କାର୍ଯ୍ୟପାଇଁ ସମ୍ମାନିତ ହେଲେ କମିଶନରେଟ ପୁଲିସର ଟ୍ରାଫିକ୍‌ ହାବିଲଦାର ଲଳିତ ମୋହନ ରାଉତ। ଚାରି ଜଣଙ୍କ ଜୀବନ ବଞ୍ଚାଇଥିବାରୁ ଟ୍ବିନ୍‌ସିଟି କମିସନନରେଟ୍‌ ପୁଲିସ୍‌ ବୁଧବାର ଟ୍ରାଫିକ୍‌ ସମ୍ମାନିତ କରିଛନ୍ତି। କମିସନନରେଟ୍‌ ପୁଲିସ୍‌ କାର୍ଯ୍ୟାଳୟରେ ପୁଲିସ୍‌ କମିସନର ସୁଧାଂଶୁ…

ଭୁବନେଶ୍ୱରରେ ଦ୍ୱିତୀୟ ଟ୍ରାଫିକ ଥାନା

ଭୁବନେଶ୍ୱର: ବୁଧବାର ଭୁବନେଶ୍ୱରରେ ଦ୍ୱିତୀୟ ଟ୍ରାଫିକ ଥାନା ଉଦଘାଟିତ ହୋଇଯାଇଛି। ଡିଜିପି ବିଜୟ କୁମାର ଶର୍ମା ଏହାକୁ ଉଦଘାଟନ କରିଛନ୍ତି। ଚନ୍ଦ୍ରଶେଖରପୁରର ଥାନା ନିକଟରେ ଏହି ଦ୍ୱିତୀୟ ଟ୍ରାଫିକ ଥାନା ଉଦଘାଟିତ ହୋଇଯାଇଛି। ଦ୍ୱିତୀୟ ଟ୍ରାଫିକ ଥାନା ଅଧୀନରେ ୮ଟି ପୁଲିସ ଥାନା ଅଞ୍ଚଳ ରହିବ।

ଜୋରିମାନା ନେଲେ, ହେଲମେଟ୍‌ ଦେଲେ

ଭୁବନେଶ୍ବର : ବଦଳିଲା ଟ୍ରାଫିକ ପୁଲିସର ତରିକା। ଜୋରିମାନା ବଦଳରେ ନୂଆ ଟ୍ରାଫିକ ନିୟମ ନେଇ ଲୋକଙ୍କୁ ସଚେତନ କରାଯାଉଛି। ହେଲମେଟ ପିନ୍ଧିନଥିବା ଲୋକଙ୍କ ଠାରୁ ୫୦୦ ଟଙ୍କାର ଫାଇନ୍ ନିଆଯାଇ, ତାଙ୍କୁ ହେଲମେଟ୍ ଦିଆଯାଉଛି। ମୋଟା ଅଙ୍କର ଜରିମାନା ଆଦାୟକୁ ନେଇ ରାଜମହଲରେ ଛକରେ ପୁଲିସ -ପବ୍ଲିକ ଧସ୍ତାଧସ୍ତି…

ସରକାରୀ ଗାଡ଼ିକୁ ୧୫ ହଜାର ଜୋରିମାନା

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ତେବେ ଏହି ଜୋରିମାନାରୁ ବର୍ତ୍ତିପାରିନାହିଁ ସରକାରୀ ଗାଡ଼ି। ଏକ ସରକାରୀ ଗାଡ଼ିରୁ ୧୫ ହଜାର ଟଙ୍କାର…

ଫେରସ୍ତ ମିଳିବ ଜୋରିମାନା ଟଙ୍କା

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି। ତେବେ ମୋଟର ଯାନ ଆଇନ ଅନୁସାରେ ବର୍ଦ୍ଧିତ…