Odisha Link
Bridging the Missing Links in Odisha
Daily Archives

May 30, 2019

ମୁଖ୍ୟମନ୍ତ୍ରୀ ନବୀନଙ୍କୁ କେପିଙ୍କ…

ଭୁବନେଶ୍ବର: ପଞ୍ଚମ ଥର ପାଇଁ ରରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଗତକାଲି ଶପଥ ନେଇଥିବା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓ। କାମାକ୍ଷା ପ୍ରସାଦ ନବୀନଙ୍କର ପ୍ରଶଂସା…

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରତାପ…

ନୂଆଦିଲ୍ଲୀ: ସରଳ ଜୀବନ ଯାପନ ପାଇଁ ଜଣାଶୁଣା ବାଲେଶ୍ୱରର ନବ ନିର୍ବାଚିତ ସାଂସଦ ତଥା ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ପୂର୍ବରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା ଶ୍ରୀ ଷଡ଼ଙ୍ଗୀ କ୍ଷମତାର ସ୍ୱାଦ ଚାଖି ପାରି ନଥିଲେ। କିନ୍ତୁ ଏଥର ପ୍ରଥମ ଥର…

ପୁଣି ଥରେ କେନ୍ଦ୍ରମନ୍ତ୍ରୀ ହେଲେ…

ଭୁବନେଶ୍ୱର: ନରେନ୍ଦ୍ର ମୋଦୀଙ୍କ ପୂର୍ବବର୍ତ୍ତୀ ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ନୂତନ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି। ରାଜ୍ୟସଭା ସଦସ୍ୟ ଶ୍ରୀ ପ୍ରଧାନ ଗତ ସାଧାରଣ…

ପଞ୍ଚଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ…

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ମୋଦୀ ରାଜ। ଭାରତର ପଞ୍ଚଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ…

ଶରଦ ପାଓ୍ବାର ହାେଇପାରନ୍ତି କଂଗ୍ରେସ…

ନୂଆଦିଲ୍ଲୀ: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରାହୁଲ ଗାନ୍ଧୀଙ୍କ ସହ ଦୀର୍ଘ ଆଲୋଚନା ପରେ କଂଗ୍ରେସର ପ୍ରସ୍ତାବକୁ ଗ୍ରହଣ କରି ଏନ୍‌ସିପି-କଂଗ୍ରେସ ସମ୍ମିଶ୍ରଣ ପାଇଁ ରାଜି ହୋଇଛନ୍ତି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର। ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ କଂଗ୍ରେସର ଆସନ୍ତା କାର୍ଯ୍ୟକାରୀ କମିଟି…

ଆଜି ମୋଦିଙ୍କ ଶପଥ ଗ୍ରହଣ, ଯୋଗଦେବେନି…

ଭୁବନେଶ୍ବର: ଆଜି ଅପରାହ୍ଣରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ବିଜେପି ସଂସଦୀୟ ଦଳ ନେତା ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହ ତାଙ୍କର ନୂଆ ମନ୍ତ୍ରିମଣ୍ଡଳକୁ ମଧ୍ୟ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତେବେ ଏହି…