Odisha Link
Bridging the Missing Links in Odisha
Monthly Archives

May 2019

ସାପୋରଜି ପାଲୋଞ୍ଜି ଗ୍ରୁପ୍ ପକ୍ଷରୁ ଫନି…

ପୁରୀର ଦୁଇଟି ପ୍ରଭାବିତ ଗ୍ରାମ ପଂଚାୟତରେ ହୁମାନିଟାରିଆନ୍ ଏଡ୍ କିଟ୍ ବଂଟନ ଭୁବନେଶ୍ବର/ପୁରୀ: ବାତ୍ୟା ଫନି ଯାହା ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି କରାଯାଇଛି, ସାପୋରଜି ପାଲୋଞ୍ଜି ଗ୍ରୁପ୍ ପୁରୀର ଲୋକମାନଙ୍କ ପାଖରେ ପହଂଚିଛି ଯେଉମାନେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ସେମାନଙ୍କ ଜୀବିକା…

୧୩ ଜିଲ୍ଲାକୁ ମିଳିଲାନି ମନ୍ତ୍ରୀପଦ,…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ୨୦ ଜଣିଆ ମନ୍ତ୍ରୀ ପରିଷଦ ଆଜି ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରୀ ତାଲିକା ଓ ବିଭିନ୍ନ ଜିଲ୍ଲାରୁ ପ୍ରତିନିଧିତ୍ବ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି। ଦୁଇଟି ଜିଲ୍ଲାରୁ ଦୁଇ ଜଣ ଲେଖାଏ ମନ୍ତ୍ରୀ ହୋଇଥିଲା ବେଳେ ମନ୍ତ୍ରିମଣ୍ଡଳରେ ଏଥର…

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆ ଠାରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ…

ଆସନ୍ତାକାଲି ୨୦ ମନ୍ତ୍ରୀଙ୍କ ସହ…

ଭୁବନେଶ୍ବର: ମଞ୍ଚ ପ୍ରସ୍ତୁତ, ତାଲିକା ଚୂଡ଼ାନ୍ତ। ଆସନ୍ତାକାଲି ସକାଳେ ୨୧ ଜଣିଆ ମନ୍ତ୍ରିମଣ୍ଡଳ ସହ ଓଡ଼ିଶାରେ ନୂଆ ସରକାର ଗଠନ କରାଯିବ। ପ୍ରଥମ ଥର ପାଇଁ ରାଜଭବନ ବାହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ। ନବୀନଙ୍କ ସହ ୨୦ ଜଣ ବିଧାୟକ…

୨୯ରେ ଶପଥ ନେବେ ନବୀନ, ମନ୍ତ୍ରୀ ପଦ ପାଇଁ…

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂତନ ସରକାର ଆସନ୍ତା ୨୯ ତାରିଖ ଦିନ ଶପଥ ନେବାକୁ ଯାଉଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ ସେଥିନେଇ ଲବି ଆରମ୍ଭ ହୋଇଯାଇଛି। ନବୀନଙ୍କ ବାସଭବନ ନବୀନ ନିବାସରେ ଏଥିପାଇଁ ନେତାଙ୍କ ଭିଡ଼ ଲାଗିଗଲାଣି। ନବୀନଙ୍କୁ ଛାଡ଼ିଦେଲେ…

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ…

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଆଜି ସାକ୍ଷାତ କରିଛନ୍ତି ଓଡିଶାର ନବ ନିର୍ବାଚିତ ୮ ଜଣ ସାଂସଦ। ଏହାପରେ ସେମାନେ ବିଜେପି ସଂସଦୀୟ ଦଳ ବୈଠକରେ ଯୋଗ ଦେବାକୁ ଯାଇଥିବା ସୂଚନା ମିଳିଛି। ବିଜେପି ପ୍ରାର୍ଥୀ ଭାବେ ବିଜୟ ପାଇଥିବା ୮ ସାଂସଦ ଆଜି ନୂଆଦିଲ୍ଲୀରେ ପ୍ରଥମେ କେନ୍ଦ୍ର…

ନରେନ୍ଦ୍ର ମୋଦି ଏନଡିଏ ସଂସଦୀୟ ଦଳ ନେତା…

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସର୍ବସମ୍ମତିକ୍ରମେ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ (ଏନଡିଏ)ର ନେତା ମନୋନୀତ ହୋଇଛନ୍ତି। ଆଜି ବସିଥିବା ଏନଡିଏ ସଂସଦୀୟ ଦଳ ବୈଠକରେ ଶୀରୋମଣି ଅକାଳି ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ ମୋଦିଙ୍କ ନାଁ ପ୍ରସ୍ତାବ ଦେଇଥିବା ବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ବିହାର…

ଓଡ଼ିଶା ବିଧାନସଭା: କେଉଁଠି କିଏ ବିଜୟ ଲାଭ…

ଭୁବନେଶ୍ବର: ମଧ୍ୟରାତ୍ରି ସୁଦ୍ଧା ଚୂଡ଼ାନ୍ତ ଗଣତି ଫଳାଫଳ ଆସିନଥିଲେ ହେଁ, ପ୍ରାୟ ସମସ୍ତ ବିଧାନସଭା ଆସନର ଫଳାଫଳ ସ୍ପଷ୍ଟ ହୋଇଯାଇଛି। ସେହି ଆଧାରରେ ଆମର ଏ ବିଜୟୀ ତାଲିକା। ତେବେ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ବଣାଇ : ଲକ୍ଷ୍ମଣ ମୁଣ୍ଡା (ସିପିଏମ୍)…

ଗଣତି ଜାରି: ଅରୁଣ ୧୨୦୦୦ ଭୋଟ ଆଗରେ,…

ଭୁବନେଶ୍ବର: ସାରା ରାଜ୍ୟରେ ୬୩ଟି କେନ୍ଦ୍ରରେ ଭୋଯ ଗଣତତି ଚାଲୁ ରହିଛି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଓ ବିଜୁ ଜନତା ଦଳର ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁ ଆଗୁଆ ଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବ୍ରହ୍ମଗିରି ପ୍ରାର୍ଥୀ ସଂଜୟ କୁମାର ଦାସବର୍ମା ପଛରେ ପଡ଼ିଛନ୍ତି। ଅରୁଣ…

ନାମ ଆଗରୁ ଚୌକିଦାର କାଟିଲେ ନରେନ୍ଦ୍ର…

ନୂଆଦିଲ୍ଲୀ: ବିଜେପି ପୂର୍ଣ୍ଣ ବହୁମତ ସହ ୨୦୧୯ ଲୋକସଭା ନିର୍ବାଚନରେ ବିଜୟ ଲାଭ କରିବାକୁ ଯାଉତିବା ବେଳେ ଆଜି ନିଜ ନାମ ଆଗରୁ ଚୌକିଦାର ଶବ୍ଦ ହଟାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ବିଟର ସମେତ ଅନ୍ୟ ସୋସିଆଲ ମିଡିଆରେ ସେ ପୁନର୍ବାର ତାଙ୍କ ନାମ କେବଳ 'ନରେନ୍ଦ୍ର ମୋଦି' ହିଁ…