Odisha Link
Bridging the Missing Links in Odisha
Daily Archives

June 10, 2019

ସାରେଗାମାପା ଲିଟିଲ୍‌ ଚ୍ୟାମ୍ପସ୍ ୨୦୧୯ର…

ମୁମ୍ବାଇ: ଗତକାଲି ଭାରତର ସବୁଠୁ ବଡ ମ୍ୟୁଜିକାଲ ରିଏଲିଟି ଶୋ’ ‘ସାରେଗାମାପା ଲିଟିଲ୍‌ ଚ୍ୟାମ୍ପସ ୨୦୧୯’ର ଗ୍ରାଣ୍ଡ ଫାଇନାଲ୍ ସରିଛି। ତିନିମାସ ଧରି ଚାଲିଥିବା ଏଇ ଶୋ’କୁ ଶେଷରେ ତା’ର ୱିନରକୁ ପାଇଛି। ଏହି ଶୋ’ର ବିଜେତା ହେଲେ ନାଗପୁରର ୧୪ ବର୍ଷୀୟା ସୁଗନ୍ଧା ଦାତେ। ଏହାସହ ପ୍ରଥମ ରନର୍ସ ଅପ୍ ପ୍ରୀତମ…

ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ୍‌

ଖୋର୍ଦ୍ଧା : ଖୋର୍ଦ୍ଧାର ଜାଗୁଳେଇ ପାଟଣା ଠାରେ ଏକ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭୁବନେଶ୍ୱରରୁ ନୟାଗଡ଼ ଯାଉଥିଲା। ଦୁର୍ଘଟଣାଗ୍ରସ୍ତ ବସ୍‌ ଭିତରୁ ଅଗ୍ନିଶମ…

କଠୁଆ ଗଣଦୁଷ୍କର୍ମ ମାମଲା: ୬ ଜଣ ଦୋଷୀ…

ପଠାନକୋଟ: ବହୁ ଚର୍ଚ୍ଚିତ ଜମ୍ମୁ କଶ୍ମୀର କଠୁଆରେ ହୋଇଥିବା ନାବାଳିକା ଗୁଣଦୁଷ୍କର୍ମ ମାମଲାର ରାୟ ଶୁଣାଣି ଆଜି ହୋଇଛି। ଏହି ମାମଲାରେ ୭ଜଣଙ୍କ ମଧ୍ୟରୁ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୭ ଜଣଙ୍କ ବିରୋଧରେ ଏହି ଦୁଷ୍କର୍ମ ମାମଲା ଚାଲିଥିବା ବେଳେ ଅନ୍ୟ ଜଣେ ଅପରାଧ ମୁକ୍ତ ବୋଲି ପଠାନକୋଟର…

୨୫ରୁ ବିଧାନସଭା, ୨୮ରେ ବଜେଟ

ଭୁବନେଶ୍ୱର :  ଆସନ୍ତା ୨୫ ତାରିଖରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ନବୀନ ସରକାରଙ୍କ ପଂଚମ ପାଳିରେ ଏହା ହେବ ପ୍ରଥମ ଅଧିବେଶନ । ଜୁନ ୨୭ରେ ଉପବାଚସ୍ପତି ନିର୍ବାଚନ ହେବାର ଥିବା ବେଳେ ଜୁନ ୨୮ରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପିତ ହେବ । ବିଧାନସଭାର ପ୍ରଥମ ଦିନରେ ରାଜ୍ୟପାଳ…

ପୁଣି ଅନୁସନ୍ଧାନ କରିବ ବିଜେପି

ଭୁବନେଶ୍ୱର:ସରିଯାଇଛି ୨୦୧୯ ନିର୍ବାଚନ । ତେବେ ଚଳିତ ନିର୍ବାଚନ ହାୱା ଅନୁଯାୟୀ ବିଜୟ ସୁନିଶ୍ଚିତ ବୋଲି ଭାବି ବିଜେପି ଉତ୍ସାହିତ ହୋଇପଡ଼ିଥିବାବେଳେ ଫଳ କିନ୍ତୁ ଓଲଟା ହେଲୋ । ରାଜ୍ୟର ଶାସନ ଗାଦି ବିଜେଡି ହାତକୁ ଚାଲିଗଲା । ତେବେ କ’ଣ ପାଇଁ ଓଡ଼ିଶାରେ ବିଜେପିର ପରାଜୟ ହେଲା ସେ ନେଇ ତର୍ଜମା ଆରମ୍ଭ…

ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ…

ଆନ୍ତର୍ଜାତୀୟ କ୍ରିକେଟରେ ଆଉ ଦେଖିବାକୁ ପାଇବେ ନାହିଁ ଭାରତୀୟ କ୍ରିକେଟର ସିକ୍ସର କିଙ୍ଗ୍ ଯୁବରାଜଙ୍କୁ କାହିଁକିନା କ୍ରିକେଟକୁ ଅଲବିଦା କହିଲେ ଯୁବରାଜ୍। କ୍ରିକେଟରୁ ସନ୍ୟାସ ନେଲେ କ୍ରିକେଟର ଯୁବରାଜ ସିଂହ । ଯୁବରାଜ ସିଂ ମୁମ୍ବାଇର ସାଉଥ୍ ହୋଟେଲରେ କନଫରେନ୍ସ କରୁଛନ୍ତି । ଏଠାରେ ଆନ୍ତର୍ଜାତୀୟ…

ଶୌଚାଳୟରୁ ମୃତ ନବଜାତ ଉଦ୍ଧାର

ଜଗତସିଂହପୁର : ଜଗତସିଂହପୁର ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ଶୌଚାଳୟ ଭିତରେ ଏକ ନବଜାତ ଶିଶୁ ପଡ଼ିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ସେ ସିକ୍ୟୁରିଟି ଗାର୍ଡ଼ଙ୍କୁ ଖବର ଦେଇଥିଲେ।…

୨୫ରୁ ବିଧାନସଭା, ୨୮ରେ ବଜେଟ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ନବୀନ ସରକାରଙ୍କ ପଂଚମ ପାଳିରେ ଏହା ହେବ ପ୍ରଥମ ଅଧିବେଶନ । ଜୁନ ୨୭ରେ ଉପବାଚସ୍ପତି ନିର୍ବାଚନ ହେବାର ଥିବା ବେଳେ ଜୁନ ୨୮ରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପିତ ହେବ । ବିଧାନସଭାର ପ୍ରଥମ ଦିନରେ ରାଜ୍ୟପାଳ…

FIH ହକି ସିରିଜ ଫାଇନାଲ୍ସ: ଆଜି…

ଭୁବନେଶ୍ବର: FIH ହକି ସିରିଜ ଫାଇନାଲ୍ସରେ ଆଜିର ମ୍ୟାଚରେ ସିଧାସଳଖ ହକି ସେମିଫାନାଲ ଖେଳିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା FIH ସିରିଜ ଫାଇନାଲରେ ଆଜି ୩ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ସକାଳ ୮ଟା ୪୫ରେ ଆମେରିକା ଓ ଜାପାନ ମଧ୍ୟରେ ଖେଳାଯାିଥିବା…

ଓୟୁଏଟି ‘B’ ଫର୍ମ ଅନଲାଇନ୍ ଆବେଦନର ଶେଷ…

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ‘B’-ଫର୍ମ ଅନଲାଇନ୍ ଆବେଦନର ଶେଷ ତାରିଖକୁ ଘୁଞ୍ଚାଯାଇଛି । ଜୁନ୍ ୧୧ ପରିବର୍ତ୍ତେ ଜୁନ୍ ୧୭କୁ ଘୁଞ୍ଚିଛି ଆବେଦନର ଶେଷ ତାରିଖ । ଜୁନ୍ ୧୭ ସୁଦ୍ଧା ଅନଲାଇନରେ ‘B’ ଫର୍ମର ଆବେଦନ କରିପାରିବେ । ଏନେଇ ଓୟୁଏଟି କର୍ତ୍ତୃପକ୍ଷଙ୍କଠାରୁ ପକ୍ଷରୁ…