Odisha Link
Bridging the Missing Links in Odisha
Daily Archives

June 24, 2019

ମାଟ୍ରିକ ଫଳ ପ୍ରକାଶକୁ ପୁରିଲା ମାସେ,…

କଟକ: ସରକାରୀ ସ୍କୁଲରେ କିଭଳି ଅଧିକରୁ ଅଧିକ ଛାତ୍ରଛାତ୍ରୀ ପଢ଼ିବେ ସେ ନେଇ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ଶିକ୍ଷାବିଭାଗ ତତ୍ପରତାର ସହ କାମ କରୁଛି। କିନ୍ତୁ ବିଡ଼ମ୍ବନାର କଥା ଇତି ମଧ୍ୟରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶକୁ ମାସେ ପୂରିଲାଣି। କିନ୍ତୁ ଏଯାଏଁ ଛାତ୍ରଛାତ୍ରୀଙ୍କ…

ଭୋଜି ଖାଇ ୫୦ ଜଣ ଝାଡ଼ାବାନ୍ତିରେ…

ପଦ୍ମପୁର : ନୂଆପଡ଼ା ଜିଲ୍ଲା ପଦ୍ମପୁର ଉପଖଣ୍ଡ ଭେଙ୍ଗରାଜପୁରରେ ଗାଁରେ ଏକୋଇଶିଆ ଭୋଜି ଖାଇ ୫୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ସହିତ ପାଇକମାଲ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ କିଛି ଶିଶୁ ବି ଅଛନ୍ତି। ମିଳିଥିବା ସୂଚନା…

ପିଇସୀ-ପୁତୁରାଙ୍କ ବ୍ରେକଅପ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଉ ଏକାଠି ଦେଖିବାକୁ ମିଳିବନି ହାତୀ-ସାଇକେଲ। କାରଣ ବହୁଜନ ସମାଜ ପାର୍ଟି (ବିଏସପି)-ସମାଜବାଦୀ ପାର୍ଟି(ସପା)ମେଣ୍ଟରେ ପୂର୍ଣ୍ଣଛେଦ ପକାଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ଏନେଇ ଟ୍ୱିଟ ଜରିଆରେ ମାୟାବତୀ କହିଛନ୍ତି ଯେ, ଦଳର ହିତ ପାଇଁ ଆଗକୁ ଆସୁଥିବା ସମସ୍ତ ଛୋଟ ବଡ…

ରାଜ୍ୟସଭା ଉପନିର୍ବାଚନ ପାଇଁ…

ଭୁବନେଶ୍ଵର : ଓଡ଼ିଶାର ୩ ଆସନରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ଲାଗି ସୋମବାର ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ବିଜେଡିର ୨ ପ୍ରାର୍ଥୀ ଏବଂ ବିଜେପି ପକ୍ଷରୁ ଜଣେ ପ୍ରାର୍ଥୀ ବିଧାନସଭାର ସ୍ବତନ୍ତ୍ର ପ୍ରକୋଷ୍ଠରେ ନାମାଙ୍କନପତ୍ର ଦାଖଲ କରିଥିଲେ। ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା…

ଇନ୍ଦିରା ଗାନ୍ଧିଙ୍କୁ ଗିରଫ କରିଥିବା…

ଚେନ୍ନାଇ: ୧୯୭୭ ମସିହାରେ ସାରା ଦେଶରେ ଚହଳ ପକାଇଥିବା ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଭି.ଆର.ଲକ୍ଷ୍ମୀନାରାୟଣ ଆଉ ନାହାନ୍ତି। ଗତକାଲି ତାଙ୍କର ଚେନ୍ନାଇର ଆନ୍ନା ନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ପୂର୍ବତନ ପୁଲିସ ଅଧିକାରୀ ଡିଜିପି ଲକ୍ଷ୍ମୀନାରାୟଣ କିଛି ଦିନ ହେବ ଅସୁସ୍ଥ ଥିଲେ। ମୃତ୍ୟୁ…

ଚେଷ୍ଟା କରି କେହି କବି ହୋଇପାରିବ ନାହିଁ:…

କବି ରାଜେଂଦ୍ର କିଶୋର ପଂଡାଙ୍କ ସହ ଏ ସାକ୍ଷାତକାର ହୋଇଥିଲା ୨୦୦୭ ମସିହା ସେପ୍ଟେମ୍ବର ମାସର କୌଣସି ଏକ ସଂଧ୍ୟାରେ, କବିଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ। ସାକ୍ଷାତକାର ନେଇଥିଲେ କଥାକାର ଓ କବି ଶୁଭ୍ରାଂଶୁ ପଣ୍ଡା। ସାକ୍ଷାତକାର ତ ନୁହେଁ ବରଂ ଜଣେ ପ୍ରବୀଣ କବିଙ୍କ ପାଖରେ ଜଣେ ତରୁଣ ଲେଖକର ଜିଜ୍ଞାସା।…

କ୍ରିକେଟ ବିଶ୍ବକପ୍: ‘ହମ୍‌ ତୋ…

ସାଉଥହମ୍ପଟନ: କ୍ରିକେଟ ମହାକୁମ୍ଭର ୩୧ତମ ମ୍ୟାଚ ଆଜି ଆଫଗାନିସ୍ତାନ ଏବଂ ବାଲାଂଦେଶ ମଧ୍ୟରେ ଖେଳାଯିବ। ବାଲାଂଦେଶ ୫ ପଏଣ୍ଟ ସହ ଆଇସିସି ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଥିବା ବେଳେ ଆଫଗାନିସ୍ତାନ ଗୋଟାଏ ବି ମ୍ୟାଚ ନ ଜିତି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଅଛି। ବାଲାଂଦେଶ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ…

ସରିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଶେଷ ହୋଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଥିଲା । ବିଧାନସଭାର ଶୃଙ୍ଖଳିତ ଓ ଗଠନମୂଳକ ପରିଚାଳନା ନେଇ ବୈଠକରେ ଆଲୋଚନା ହୋଇଥିଲା ବୋଲି ସୂଚନା ମିଳିଛି ।…

ସ୍ନାନ ମଣ୍ଡପରେ ବିଧାୟକଙ୍କୁ ଦର୍ଶନ…

ପୁରୀ : ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ପୁରୀ ବିଧାୟକଙ୍କୁ ସ୍ନାନ ମଣ୍ଡପରେ ନେଇ ଦର୍ଶନ କରାଇବା ଘଟଣାରେ ସୋମବାର ୨ ଜଣ ସେବାୟତ ସୋମନାଥ ଖୁଣ୍ଟିଆ ଓ ରାଜାରାମ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲମ୍ବନ କରାଯାଇଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ସେମାନଙ୍କ ବିରୋଧରେ ଏହି…

୫ଟି ଭାଷାରେ ବକ୍ତବ୍ୟ ଦେଲେ ପ୍ରତାପ,…

ନୂଆଦିଲ୍ଲୀ: ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ପୁଣି ଥରେ ଚର୍ଚ୍ଚାରେ। ଲୋକସଭାର ୧୭ତମ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରଥମେ ଧନ୍ୟବାଦ ଅଭିଭାଷଣ ଦେଇଛନ୍ତି। ଦୀର୍ଘ ୫୦ ମିନିଟ୍ ଧରି ଗୃହରେ ସେ ୫ ଟି ଭାଷା ଯଥା ଇଂରାଜୀ ,ହିନ୍ଦୀ ,ଓଡ଼ିଆ ,ସଂସ୍କୃତ ଓ…