Odisha Link
Bridging the Missing Links in Odisha

ନିର୍ବାଚନ ସରିଲେ ସବୁ କହିବି : ଅଶ୍ୱିନୀ

ଭୁବନେଶ୍ବର: ଦୀର୍ଘଦିନ ପରେ ମୁହଁ ଖୋଲିଛନ୍ତି ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ। ଅଶ୍ବିନୀଙ୍କ ବିରୋଧରେ କଂଗ୍ରେସ ଆଣିଥିବା ଖଣି ଦୁର୍ନୀତି ପ୍ରସଙ୍ଗକୁ ସଂପୂର୍ଣ୍ଣରୂପେ ଖଣ୍ଡନ କରବା ସହ ଭିତ୍ତିହୀନ ବୋଲି କହିଛନ୍ତି ପୂର୍ବତନ ଆଇଏଏସ ଅଫିସର ତଥା ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ। ଏହା ସହ ସେ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟା ସରିଲେ ସବୁ କଥା କହିବି ବୋଲି ଅଶ୍ବିନୀ କହିଛନ୍ତି। ଏଥିସହ ଯିଏ ଏହା କହିଛି ସେ ଏହାର ତଦନ୍ତ କରୁ । ବହୁତ କିଛି କହିବାର ଅଛି । ନିର୍ବାଚନ ପ୍ରକ୍ରିୟା ସରିଲେ କହିବି ବୋଲି ଅଶ୍ବିନୀ କହିଛନ୍ତି।

Comments are closed.