Odisha Link
Bridging the Missing Links in Odisha
Daily Archives

June 26, 2019

ବିଧାନସଭା ଉପବାଚସ୍ପତି ହେବେ ରଜନୀକାନ୍ତ…

ଭୁବନେଶ୍ବର: ରାଜ୍ୟ ବିଧାନସଭା ଉପବାଚସ୍ପତି ନିର୍ବାଚନ ଆସନ୍ତାକାଲି ହେବ। ଏନେଇ ବୁଧବାର ଦିନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ ବିଧିବଦ୍ଧ ଘୋଷଣା କରିଛନ୍ତି। ପ୍ରଶ୍ନକାଳ ଶେଷ ହେବା ମାତ୍ରେ ବାଚସ୍ପତି ଆଜି ମଧ୍ୟାହ୍ନ ୧୨ ଟା ସୁଦ୍ଧା ଉପବାଚସ୍ପତି ନିର୍ବାଚନ ପାଇଁ ଇଚ୍ଛୁକ ସଦସ୍ୟମାନେ ବିଧାନସଭା…

ଗିରଫ ହେଲେ ବିଜେପିର ଦବଙ୍ଗ ବିଧାୟକ

ଇନ୍ଦୋର: ବିଜେପିର ଦବଙ୍ଗ ବିଧାୟକ ଆକାଶ ବିଜୟବର୍ଗୀୟ ଗିରଫ ହେଲେ। କୈଳାସ ବିଜୟବର୍ଗୀୟଙ୍କ ପୁଅ ତଥା ବିଧାୟକ ଆକାଶ ଗିରଫ ହୋଇଛନ୍ତି। ଏଥି ସହିତ ଆକାଶଙ୍କ ୧୦ ସହଯୋଗୀଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି। ସୂଚନାଥାଉକି, ଆଜି ମଧ୍ୟପ୍ରଦେଶରେ ଜଣେ ବିଧାୟକଙ୍କ ଦବଙ୍ଗଗିରୀ ଗଣମାଧ୍ୟମରେ ଚର୍ଚାର ବିଷୟ…

ବ୍ରହ୍ମକୁମାରୀ ଆଶ୍ରମରେ ଯୁବତୀଙ୍କୁ…

ଆଗ୍ରା : ବ୍ରହ୍ମକୁମାରୀ ଆଶ୍ରମରେ ୪ ବର୍ଷ ହେଲା ରହୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ପିଡୀତା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଆଶ୍ରମ କର୍ମଚାରୀ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ପୀଡିତା ଜଣକ । ଘଟଣା ଘଟିବା ପରେ ଯୁବତୀ ଥାନାକୁ ଯାଇ…

ଜୁଲାଇ ୩ ଯାଏ କୋର୍ଟ ବର୍ଜନ କରିବ ବାର…

ଭୁବନେଶ୍ବର: ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ସଦସ୍ୟଙ୍କ ସୁପାରିସ ପ୍ରସଙ୍ଗରେ ହାଇକୋର୍ଟ ବାର ଆସୋସିଏସନର କୋର୍ଟ ବର୍ଜନ ଜାରି ହୋଇଛି। ଜୁଲାଇ ୩ଯାଏଁ କୋର୍ଟ ବର୍ଜନ କରିବ ବାର ଆସୋସିଏସନ ବୋଲି ସୂଚନା ମିଳିଛି । ଏଥି ସହିତ ହାଇକୋର୍ଟରେ କାର୍ଯ୍ୟରତ ଓକିଲଙ୍କ ମଧ୍ୟରୁ ନାଁ ସୁପାରିସ କରିବା ପାଇଁ ଦାବି…

ପ୍ରବେଶିକା ପରୀକ୍ଷାକୁ ନେଇ ବିଭ୍ରାନ୍ତି,…

ଭୁବନେଶ୍ବର: ଆସନ୍ତା ଜୁଲାଇ ମାସ ପହିଲାରୁ ରାଜ୍ୟର ପ୍ରମୁଖ ବିଶ୍ବ ବିଦ୍ୟାଳୟ ମାନଙ୍କରେ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। କିନ୍ତୁ ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ଥିବା ପ୍ରବେଶିକା ପରୀକ୍ଷା ପରୀକ୍ଷାର୍ଥୀଙ୍କୁ ସୁହାଇଲା ଭଳି ବିଭିନ୍ନ ଦିନରେ କରାଇବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)…

୬ ଜିଲ୍ଲାକୁ ବଜ୍ରପାତ ସର୍ତକ ସୂଚନା

ଭୁବନେଶ୍ୱର : ଅଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୬ ଟି ଜିଲ୍ଲାକୁ ସର୍ତକ ସୂଚନା ଜାରି କରାଯାଇଛି । ସନ୍ଧ୍ୟା ୭ ଟା ୧୦ ଯାଏଁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ଧୂଳିଝଡ, ବଜ୍ରପାତ ସହ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଝଡ ବର୍ଷା ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା…

୨ ବର୍ଷରେ ୧ ଲକ୍ଷ କେନ୍ଦ୍ର ସରକାରୀ…

ନୂଆଦିଲ୍ଲୀ: ଦେଶରେ ଲାଗି ରହିଥିବା ବେକାରୀ ସମସ୍ୟାକୁ କିଛି ମାତ୍ରାରେ କମାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ସରକାର ନୂଆ ନିଯୁକ୍ତି ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି ବୋଲି ବିରୋଧୀ ଦଳମାନେ କହୁଥିବାବେଳେ ସରକାର ଆଜି କହିଛନ୍ତି ଯେ କେନ୍ଦ୍ର ସରକାରୀ ବିଭାଗ ଗୁଡ଼ିକରେ ମୋଟ ୬.୮୪ ଲକ୍ଷ ଖାଲି…

ଏବେ ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି…

ନୂଆଦିଲ୍ଲୀ : କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର କିଛି ରାସ୍ତାରେ ଯାତ୍ରୀବାହୀ ଟ୍ରେନକୁ ଚଲାଇବାର ଦାୟିତ୍ବ ପ୍ରାଇଭେଟ୍ କମ୍ପାନୀକୁ ଦେବା ପାଇଁ ବିଚାର କରିଛନ୍ତି। ଏହି ଯୋଜନାକୁ ସରକାର ୧୦୦ଦିନର ଏଜେଣ୍ଡାରେ ମଧ୍ୟ ସାମିଲ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ…

ଭାରତ ବିପକ୍ଷ ମ୍ୟାଚରେ ସ୍ବତନ୍ତ୍ର…

ଲଣ୍ଡନ: ବାଲାଂଦେଶ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବାଲାଂଦେଶ ୬୨ ରନ୍‌ରେ ବିଜୟୀ ହୋଇଥିଲା। ଏହି ବିଜୟ ଫଳରେ ବାଲାଂଦେଶ ଟିମ୍‌ କ୍ରିକେଟ ମହାକୁମ୍ଭର ସେମିଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଅଗ୍ରସର ହେଉଛି। ବାଲାଂଦେଶର ଆଗାମୀ ମୁକାବିଲା ଟିମ୍‌ ଇଣ୍ଡିଆ ସହ ଅଛି। ତେଣୁ ବାଲାଂଦେଶ…

ଏଥର ରଥଯାତ୍ରାରେ ପରଦାକୁ ଆସିବ ‘ଅଭିମାନ’

ଭୁବନେଶ୍ବର : ଦିର୍ଘ ତିନି ବର୍ଷର ବ୍ୟବଧାନ ପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ବ ପ୍ରଶିଦ୍ଧ ରଥଯାତ୍ରା ଅବସରରେ ପୁଣିଥରେ ସବ୍ୟସାଚୀ ଅର୍ଚ୍ଚିତାଙ୍କ ଯୋଡି ପରଦାରେ ନଜରକୁ ଆସିବ। ସିଦ୍ଧାର୍ଥ ମ୍ୟୁଜିକର ୨୬ ତମ ଚଳଚ୍ଚିତ୍ର ‘ଅଭିମାନ’ ମାଧ୍ୟମରେ ଏମାନେ ଓଲିଉଡ଼କୁ ଫେରୁଛନ୍ତି। ‘ଅଭିମାନ’ ମାଧ୍ୟମରେ…