Odisha Link
Bridging the Missing Links in Odisha
Daily Archives

June 26, 2019

ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା…

କେନ୍ଦୁଝର : ଆନନ୍ଦପୁରର ଘସିପୁରା ଥାନା ଅନ୍ତର୍ଗତ ଅଧୀନ ବାରିଗାଁରେ ବୁଧବାର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହାଣି ଗୁରୁତର ଆହତ କରିବା ପରେ ନିଜେ ଆତ୍ମହତ୍ୟା କରିଛି। ଆହତ ପତ୍ନୀ ହେଉଛନ୍ତି ୫୦ ବର୍ଷୀୟ ମଞ୍ଜୁଲତା। ପାରିବାରିକ କଳହକୁ କେନ୍ଦ୍ର କରି ପାହାନ୍ତା ପ୍ରାୟ ୩ଟା ବେଳେ ସ୍ୱାମୀ ନବଘନ ସାହୁ…

ବାଲାକୋଟ ଏୟାରଷ୍ଟ୍ରାଇକର ମାଷ୍ଟର ମାଇଣ୍ଡ…

ନୂଆଦିଲ୍ଲୀ: ବାଲାକୋଟ ଏୟାରଷ୍ଟ୍ରାଇକର ମାଷ୍ଟର ମାଇଣ୍ଡ ତଥା ୧୯୮୪ ମସିହାର ଆଇପିଏସ ଅଧିକାରୀ ସାମନ୍ତ ଗୋୟଲଙ୍କୁ ‘ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ’ ତଥା ‘RAW’ ର ମୁଖ୍ୟଭାବେ ଆଜି ନିଯୁକ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାଛଡା ଆଇପିଏସ ଅଧିକାରୀ ଅରବିନ୍ଦ କୁମାରଙ୍କୁ…

ବିଜେପି ବିଧାୟକଙ୍କ ଦାଦାଗିରି

ଇନ୍ଦୋର: ଓଡ଼ିଶାରେ ସରୋଜ ମେହେରଙ୍କ ଦବଙ୍ଗଗିରୀକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଇନ୍ଦୋରରେ ଜଣେ ବିଜେପି ବିଧାୟକଙ୍କ ଗୁଣ୍ଡାଗିରି ସାମନାକୁ ଆସିଛି। ସରୋଜ ମେହେରଙ୍କ ଘଟଣା ସମସ୍ତଙ୍କ ମନରୁ ନ ଲିଭୁଣୁ ମଧ୍ୟପ୍ରଦେଶରେ ଜଣେ ବିଧାୟକଙ୍କ ଦବଙ୍ଗଗିରୀ ଏବେ ଗଣମାଧ୍ୟମରେ ଚର୍ଚାର ବିଷୟ ପାଲଟିଛି।…

କେତେ ଚାଷୀଙ୍କୁ କାଳିଆ ଟଙ୍କା ଦେଇଛ ?…

ଭୁବନେଶ୍ଵର: ରାଜ୍ୟରେ କେତେ କୃଷକ ରହିଛନ୍ତି ? ୨୦୧୦ରେ କେତେ ଥିଲେ, ୨୦୧୯ରେ ସଂଖ୍ୟା କେତେ ? ବିଧାନସଭାରେ ଆଜି ବିରୋଧୀଙ୍କ ଏପରି ପ୍ରଶ୍ନରେ ହଟହଟା ହୋଇଛନ୍ତି କୃଷି ମନ୍ତ୍ରୀ। ମନ୍ତ୍ରୀ ପ୍ରଶ୍ନର ଠିକ୍‌ ଉତ୍ତର ଦେଇ ନ ପାରିବାରୁ କିଛି ସମୟ ପାଇଁ ଗୃହରେ ହୋହଲ୍ଲା ହୋଇଥିଲା। ଆଜି ଗୃହ କାର୍ଯ୍ୟ ଆରମ୍ଭ…

ଛାଇ

ଜ୍ୟୋତ୍ସ୍ନା ମହାପାତ୍ରଙ୍କ କବିତା ଛାଇ ଚେଇଁ ଶୋଇବା ବେଳେ ଛାଇ ସବୁ ଘୂରିବୁଲୁଥାନ୍ତି ମୋ ଚାରିପଟେ; ମୋ ନାଁ ଧରି ଡାକନ୍ତି। ଏ ସବୁ ନକଲି ନୁହେଁ ତ? ମୁଁ ଏକ ଅଦ୍ଭୁତ ଉପସ୍ଥିତି ଅନୁଭବ କରେ ଠିକ୍ ଯେମିତି ଭୂତଟେ ବୁଲୁଚି ଶବାର ହେବାକୁ ଖୋଜୁଛି ଗୋଟେ ଦେହ। ମୋତେ ପରିହାସ କରି ଚାଲି…

ନିର୍ବାଚନ ସରିଲେ ସବୁ କହିବି : ଅଶ୍ୱିନୀ

ଭୁବନେଶ୍ବର: ଦୀର୍ଘଦିନ ପରେ ମୁହଁ ଖୋଲିଛନ୍ତି ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ। ଅଶ୍ବିନୀଙ୍କ ବିରୋଧରେ କଂଗ୍ରେସ ଆଣିଥିବା ଖଣି ଦୁର୍ନୀତି ପ୍ରସଙ୍ଗକୁ ସଂପୂର୍ଣ୍ଣରୂପେ ଖଣ୍ଡନ କରବା ସହ ଭିତ୍ତିହୀନ ବୋଲି କହିଛନ୍ତି ପୂର୍ବତନ ଆଇଏଏସ ଅଫିସର ତଥା ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ…

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ରେଳ…

ପୁରୀ : ଆଉ ଅଳ୍ପ ଦିନ ରହିଲା ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୁରୀକୁ ସବୁଆଡୁ ଭକ୍ତଙ୍କ ସୁଅ ଛୁଟିବ ଏହାକୁ ନଜରରେ ରଖି ଖୋର୍ଦ୍ଧା ରୋଡ ରେଳ ଡିଭିଜନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାୟ ୧୯୪ଟି ଟ୍ରେନ ବିଶେଷ ଭାବରେ ଜୁଲାଇ ୪ରୁ ୧୩ ତାରିଖ ଯାଏଁ ରାଜ୍ୟରେ ପୁରୀକୁ ଚଳାଚଳ କରିବ ଏଥିପାଇଁ…

ଧର୍ମେନ୍ଦ୍ରଙ୍କୁ ଜନ୍ମଦିନରେ ଶୁଭେଚ୍ଛା…

ଭୁବନେଶ୍ବର: ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ। ସେ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଧର୍ମେନ୍ଦ୍ର ୧୯୬୯ ମସିହା ଜୁନ ୨୬ ତାରିଖରେ ଅନୁଗୁଳ ଜିଲ୍ଲାର ତାଳଚେର ସହରରେ ଜନ୍ମ ଗ୍ରହଣ କରିଥିଲେ। ସେ ପୂର୍ବତନ ଦିବଙ୍ଗତ ବିଜେପି ନେତା ତଥା ପୂର୍ବତନ ସାଂସଦ ଦେବେନ୍ଦ୍ର…

ରାଜ୍ୟସଭା ପ୍ରାର୍ଥୀପତ୍ର କାଏମ

ଭୁବନେଶ୍ୱର: ରାଜ୍ୟସଭାର ୩ଟି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ୩ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ରହିଛି । ବିଜେଡିର ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ବେଳେ ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ଅନ୍ୟପକ୍ଷରେ ଯାଞ୍ଚ ପରେ ନିଜର…

ଟ୍ରିଟମେଣ୍ଟ ବଦଳରେ ଟିକ୍‌ଟକ, ଭାଇରାଲ…

ମାଲକାନିଗିିରି (ସୁରଜ ବେହେରା): ଟିକ୍‌ଟକ ମାୟାରେ ବାୟା। ପିଲା ଠାରୁ ବୁଢ଼ାଯାଏଁ ସମସ୍ତେ ଟିକଟକ ପାଇଁ ପାଗଳ। ଟିକଟକ ମାୟାରୁ ବର୍ତ୍ତି ପାରିଲେନି କାର୍ଯ୍ୟରତ ନର୍ସ। ଚିକିତ୍ସା ଛାଡ଼ି ଟିକଟକ୍ ଭିଡ଼ିଓ ସୁଟ କରିବାରେ ଲାଗିଲେ ମାଲକାନଗିରିର ନର୍ସ । ଟ୍ରିଟମେଣ୍ଟ ବଦଳରେ ଟିକଟକ ଭିଡିଓ। ସାରା ଦେଶରେ ଏବେ…