Odisha Link
Bridging the Missing Links in Odisha
Daily Archives

June 28, 2019

ରାଜ୍ୟସଭାରେ ବହୁମତ ପାଇବା ପାଇଁ ଆଞ୍ଚଳିକ…

ନୂଆଦିଲ୍ଲୀ: ଲୋକସଭାପରି ରାଜ୍ୟସଭାରେ ନିଜର ଦବଦବା ଜାହିର କରିବା ପାଇଁ ଯୋଜନା ଆରମ୍ଭ କରିଛି ବିଜେପି। ରାଜ୍ୟସଭାରେ ବିଲ୍ ପାସ୍ କରିବା ପାଇଁ ବିଜେପି ଏବେ ଅନ୍ୟ ଦଳରୁ ନେତା ଆମଦାନୀ କରିବା ଉପରେ ଜୋର ଦେଇଛି। ନିକଟରେ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ ପାର୍ଟିର ୪ ରାଜ୍ୟସଭା ସାଂସଦ ବିଜେପିରେ ସାମିଲ୍…

ରିଲିଜ୍ ହେଲା ଆୟୁଷ୍ମାନଙ୍କ ଫିଲ୍ମ…

ମୁମ୍ବାଇ : ଆଜି ଫିଲ୍ମ ଫ୍ରାଇଡେ ରେ ରିଲିଜ୍ ହୋଇଛି ଆୟୁଷ୍ମାନ ଖୁରାନା ଷ୍ଟାରର୍ ଫିଲ୍ମ ‘ଆର୍ଟିକଲ୍ ୧୫’। ଏଥିରେ ଆୟୁଷ୍ମାନ ଜଣେ ପୁଲିସ୍ ଅଫିସର୍ ଭୂମିକାରେ ନଜରକୁ ଆସିଛନ୍ତି। ଏଥିରେ ତାଙ୍କୁ ସିରିୟସ୍ ଲୁକ୍‌ରେ ଦେଖିବାକୁ ମିଳୁଛି। ଭାରତୀୟ ସମ୍ବିଧାନର ଧାରା ୧୫କୁ ନେଇ ତିଆରି ହୋଇଛି ଏହି…

ମୋଦି-ଟ୍ରମ୍ପ ଦ୍ବିପାକ୍ଷିକ ବୈଠକର ୮ଟି…

ଓସାକା: G-20 ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଜାପାନ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ଏହି ଦ୍ବିପାକ୍ଷିକ ଆଲୋଚନାରେ ମୁଖ୍ୟତଃ ୪ଟି ବିଷୟରେ ଆଲୋଚନା ହୋଇଛି।…

ପ୍ରକାଶ ପାଇଲା ଅର୍ଥନୈତିକ ସର୍ଭେ…

ଭୁବନେଶ୍ବର :ପ୍ରକାଶ ପାଇଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ଜିଏସଡିପି ହାର ବଢିଛି । ୨୦୧୭-୧୮ରେ ଏହା ୭.୪ ଥିବାବେଳେ  ୨୦୧୮-୧୯ରେ ୮.୪ ହୋଇଛି । ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ଶିଳ୍ପ, ସେବା ଓ ଭିତ୍ତିଭୂମି କ୍ଷେତ୍ରର ଅବଦାନ ଅଧିକ । ଖଣି କ୍ଷେତ୍ରରୁ ୧୦.୮ ପ୍ରତିଶତ ଅଂଶ…

ମୋଦି, ଟ୍ରମ୍ପ ଏବଂ ସିଞ୍ଜୋ ଆବେଙ୍କ…

ଓସାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ଚାଲିଥିବା ଜି-20 ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ଏକ ଅନୌପଚାରିକ ବୈଠକରେ ଯୋଗ ଦେଇ ମୋଦି ଆତଙ୍କବାଦ ବିରୋଧରେ ସବୁ ରାଷ୍ଟ୍ର ଏକ ହେବା ପାଇଁ ଆହ୍ୱାନ କରିଛନ୍ତି। ଏହି ଅନୌପଚାରିକ ବୈଠକରେ ବ୍ରିକ୍ସ ଦେଶର ରାଷ୍ଟ୍ର ପ୍ରତିନିଧି ଯଥା…

ପୃଥ୍ବୀ-୨ର ସଫଳ ପରୀକ୍ଷଣ

ବାଲେଶ୍ଵର: ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରରେ ଗୁରୁବାର ରାତି ସାଢ଼େ ୮ଟାରେ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ପୃଥ୍ବୀ-୨ର ଏହି ରାତ୍ରିକାଳୀନ ପରୀକ୍ଷା ୪ର୍ଥ ଥର ପାଇଁ କରାଯାଇଥିବାବେଳେ ଏହା ସଫଳ ହୋଇଛି ।…

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରେଲର

ବାରିପଦା : ୧୮ ନମ୍ବର ଜାତୀୟ ରାଜପଥର ହନୁମାନ ମନ୍ଦିର ନିକଟରେ ଏକ ସଡକ ଦୁର୍ଘଟଣା ହୋଇଛି । ଗୋଟିଏ ଯାତ୍ରୀବାହୀ ବସ୍ କୁ ଧକ୍କା ଦେଇଛି ଟ୍ରେଲର । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଗତ କାଲି ରାତି ପ୍ରାୟ ୧୨ଟା ସମୟରେ…

ରଥଯାତ୍ରା: ଶେଷ ସମନ୍ବୟ ବୈଠକ ଆଜି

ପୁରୀ: ଆଉ ଅଳ୍ପଦିନ ପରେ ଅନୁଷ୍ଠିତ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଯେପରିକି ରଥଯାତ୍ରା ସୁରୁଖୁରରେ ସମ୍ପାଦନ ହେବ ସେଥିପାଇଁ ଆଜି ଶେଷ ସମନ୍ୱୟ ବୈଠକ ବସିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ରହିଛି। ଏଥିସହ ଆଇନମନ୍ତ୍ରୀ, ରାଜସ୍ୱମନ୍ତ୍ରୀ, ନଗର…

ରାସ୍ତା କଡକୁ ଓଲଟି ପଡିଲା ବସ୍

ଅନୁଗୁଳ : ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ଯାଇଛି ଏକ ବସ୍ । ଦୁର୍ଘଟଣାରେ ୧୦ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଅନୁଗୋଳ ବନ୍ଦା ଛକଠାରେ ବସ୍…

ଆଜି ବିଧାନସଭାରେ ଉପସ୍ଥାପନ ହେବ ବଜେଟ୍

ଭୁବନେଶ୍ୱର: ବିଧାନସଭାରେ  ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଆଜି ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ଉପସ୍ଥାପନ କରିବେ। ତେବେ କ’ଣ ହେବ ପୂର୍ଣ୍ଣାଙ୍ଗ ବଜେଟ୍‌ର ରୂପରେଖ,କେଉଁ କ୍ଷେତ୍ର ଉପରେ ରହିବ ଫୋକସ, କାହାକୁ ପ୍ରାଥମିକତା ଦେବେ ଅର୍ଥମନ୍ତ୍ରୀ ତା’ ଉପରେ ରହିବ…