Odisha Link
Bridging the Missing Links in Odisha
Daily Archives

June 28, 2019

ରାଜ୍ୟସଭାକୁ ୩ ନିର୍ବାଚିତ

ଭୁବନେଶ୍ୱର : ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୩ ନେତା। ବିଜେଡିର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ରଙ୍କ ସହିତ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନେଇ ଆଜି ରିଟର୍ଣ୍ଣିଂ ଅଫିସର ଘୋଷଣା କରିଛନ୍ତି । ୩ଟି ଆସନ ପାଇଁ ମାତ୍ର ୩…

ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ…

ନୂଆଦିଲ୍ଲୀ: ଆଜି ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ-କାଶ୍ମୀରର ସ୍ଥିତି ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ସେ ଜମ୍ମୁ କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଉ ଛଅ ମାସ ବଢାଇବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ନିଜର ବକ୍ତବ୍ୟରେ ଶାହା କହିଛନ୍ତି ଯେ ରାଷ୍ଟପତିଙ୍କ ଶାସନ ସମୟରେ ଘାଟିରେ…

ପୁଣି ଏସସିବିରେ ଟିକଟକ ମସ୍ତି

କଟକ : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଏବେ କଟକ ବଡ଼ ମେଡିକାଲ୍‌ରେ ମହିଳା କର୍ମଚାରୀଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହୋଇଛି। ହସ୍ପିଟାଲ୍ ଭିତରେ ଓଡ଼ିଆ, ହିନ୍ଦୀ ଗୀତରେ କର୍ମଚାରୀ ଠୁମ୍‌କା ଲଗାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ରୋଗୀଙ୍କ ଉପସ୍ଥିତିରେ ବି ଭିଡିଓ ଶୁଟିଂ ହୋଇଛି।…

ଶକ୍ତି ବିଭାଗରେ ଏବେ ବି ଶକ୍ତିଶାଳୀ…

ଭୁବନେଶ୍ବର: ମେ ୨୯ରେ ୫ମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ ୫ମ ପାଳିରେ ୧୦ ଜଣ ନୁଆ ଚେହେରାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲେ। ଏଥିରୁ ଶକ୍ତିବିଭାଗର ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ହେଲେ ଅନ୍ୟତମ। ସେ ପ୍ରଥମ…

ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଭୟାବହ…

ମାଲକାନଗିରି : ମାଲକାନଗିରି ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ନଷ୍ଟ ହୋଇଯାଇଛି । କାର୍ଯ୍ୟାଳୟରେ ଥିବା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ପୋଡି ଜଳି ନଷ୍ଟ ହୋଇଯାଇଛି । ନିଆଁ ଲିଭା କାର୍ଯ୍ୟରେ ୪ଟି ଦମକଳ…

ପୁରୀକୁ ବିଦ୍ୟୁତ୍‌ ପୁନଃ ସଂଯୋଗ କାର୍ଯ୍ୟ…

ଭୁବନେଶ୍ୱର : ବାତ୍ୟା ଫନିରେ ପ୍ରଭାବିତ ହୋଇଥିବା ଅଞ୍ଚଳକୁ ବିଜୁଳି ଯନ୍ତ୍ରଣା ନେଇ ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ପ୍ରଶ୍ନକାଳରେ ପ୍ରଥମେ ଏହି ପ୍ରସଙ୍ଗକୁ ଗୃହରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଉଠାଇଥିଲେ। ପରେ ଶାସକ ଦଳ ବିଧାୟକ ପ୍ରଦୀପ ମହାରଥୀ ଏହା…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

କନ୍ଧମାଳ : ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫୁଲବାଣି ପୈାରପାଳିକା ସିଇଓ ରାଧାମୋହନଙ୍କ କାର୍ଯ୍ୟାଳୟ ସହ ବାସଭବନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ଫୁଲବାଣୀ ପୌରପାଳିକା ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ…

ସରିଲା ରଥଯାତ୍ରା ଶେଷ ସମନ୍ବୟ ବୈଠକ,…

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ରଥଯାତ୍ରା ସମନ୍ୱୟ ବୈଠକ ଶେଷ ହୋଇଛି। ବୈଠକ ପରେ ନବୀନ ନିଜ ପ୍ରତିକ୍ରିୟା ଦେଇଛନ୍ତି। ନବୀନ କହିଛନ୍ତି ଯେ, ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ଏବଂ ବିନା ସହଯୋଗରେ ଏହା ସମ୍ଭବ ନୁହେଁ…

ରାଜନୀତିରୁ ସନ୍ନ୍ୟାସ ନେବେ ସଂଜୟ,…

ଭୁବନେଶ୍ବର: ରାଜନୀତିରୁ ସନ୍ନ୍ୟାସ ନେବେ ପୁରୀ ଜିଲ୍ଲାର ୫ ବିଜୁ ଜନତା ଦଳ(ବିଜେଡି) ନେତା। ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ ଦାସବର୍ମା, ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି, ନିମାପଡ଼ାର ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ପିପିଲିର ବିଧାୟକ ପ୍ରଦୀପ ମହାରଥୀ ଓ ସତ୍ୟବାଦୀ…

ଏଥର ରଥଯାତ୍ରାରେ ଆଉ ଦବାକୁ ପଡିବନି ଟୋଲ…

ଭୁବନେଶ୍ୱର : ରଥଯାତ୍ରା ସମୟରେ ପୁରୀ ଯାଉଥିବା ଯାତ୍ରୀ ଓ ଭକ୍ତଙ୍କ ପାଇଁ ଖୁସି ଖବର । ଚଳିତ ରଥରେ ଟୋଲ ଗେଟ ଫି’କୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି । ଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦିନ ଟୋଲ ଗେଟ ଫି’କୁ ଛାଡ଼ କରାଯାଇଛି । କୌଣସି ଗାଡ଼ିକୁ ପିପିଲି ଟୋଲ ଗେଟରେ ଟିକସ ଦେବାକୁ ପଡ଼ିବ ନାହିଁ ବୋଲି…