Odisha Link
Bridging the Missing Links in Odisha

ଆଜି ଶ୍ରାବଣ ଦ୍ବିତୀୟ ସୋମବାର : ଶୈବପୀଠରେ କାଉଡିଆ ଭକ୍ତଙ୍କ ଭିଡ଼

ଭୁବନେଶ୍ବର : ଆଜି ଶ୍ରାବଣର ଦ୍ବିତୀୟ ସୋମବାର । ବଡି ଭୋରରୁ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ । ଜଳଲାଗି କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ବିଶେଷ ଭାବେ ମହାପ୍ରଭୂ ଲିଙ୍ଗରାଜ , ପୁରୀ ଲୋକନାଥ, ଢେଙ୍କାନାଳ ଓକୋରାପଟ ଆଦି ସ୍ଥାନରେ ଶୈବ କ୍ଷେତ୍ର ଗୁଡିକରେ ନାହିଁ ନଥିବା ଭି଼ଡ଼ ଅନୁଭୂତ ହେଉଛି ।
କାଉଡ଼ିଆଙ୍କ ଲାଗି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାସ୍ତା କଡ଼ରେ ସେବା ଯୋଗାଇ ଦିଆଯାଉଛି । କାଉଡ଼ିଆଙ୍କ ଲାଗି ଗାଧୋଇବା, ଜଳଖିଆ ବନ୍ଦୋବସ୍ତ କରାଯାଉଛି ।

Comments are closed.