Odisha Link
Bridging the Missing Links in Odisha

ଗୋରୁ ଚାଲାଣ ବେଳେ ଦୁଇଟି ପିକ୍‌ଅପ୍ ଭ୍ୟାନ୍ ଜବତ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଗୋପାଳପୁର ପାଣ୍ଡି ପୋଲିସ ବେଆଇନ ଭାବେ ଗୋରୁ ବୋଝେଇ ପିକଅପ୍ ଗାଡିକୁ ପିଛା କରି ୨ଟି ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ଏହାସହ ତିନିଜଣ ଯୁବକଙ୍କୁ ଗୋପାଳପୁର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ବାଲେଶ୍ବର ବାହାନଗା ସହାସପୁରାରୁ ଗୋରୁ ନେଇ ବାଲେଶ୍ବର ତାଳପଦା ରାସ୍ତା ଦେଇ ବାଲେଶ୍ବର ଯାଉଥିବା ବେଳେ ଗୋପାଳପୁର ଫାଣ୍ଡି ପୋଲିସ ଖବର ପାଇ ଗାଡିର ପିଛା କରି ଗାଡିକୁ ଜବତ କରିଥିଲା ।

Comments are closed.