Odisha Link
Bridging the Missing Links in Odisha
Monthly Archives

July 2019

ବିଜେଡି-ବିଜେପି ମିଳିତ ସରକାର: ତାରା

ଭୁବନେଶ୍ୱର: ରାଜ୍ୟରେ ବିଜେଡି ଓ ବିଜେପିର ମିଳିତ ସରକାର ଚାଲିଥିବା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ବୁଧବାର ବିଧାନସଭାରେ ଟ୍ରିପଲ ତଲାକ ବିଲ ପ୍ରସଙ୍ଗ ଉଠାଇ ଶ୍ରୀ ବାହିନୀପତି ଏହା କହିଛନ୍ତି । ସେ କହିଛନ୍ତି ଯେ, ଏନଡିଏ ସହଯୋଗୀ ଦଳ ଏହି ବିଲକୁ ବିରୋଧ କଲେ । କିନ୍ତୁ ବିଜେଡି…

ଇତିହାସରେ ପ୍ରଥମ, ଜଜଙ୍କ ବିରୋଧରେ…

ନୂଆଦିଲ୍ଲୀ: ଭାରତ ଇତିହାସରେ ପ୍ରଥମ ଥର ହାଇକୋର୍ଟ ଜଜଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ପ୍ରଥମଥର ପାଇଁ କୌଣସୀ ହାଇକୋର୍ଟର ସିଟିଙ୍ଗ୍ ଜଜଙ୍କ ବିରୋଧରେ କେସ ରୁଜୁ ହୋଇଛି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ ଏଥିପାଇଁ ଅନୁମତି ଦେଇଛନ୍ତି। ଇଲାହାବାଦ ହାଇକୋର୍ଟର ଜଷ୍ଟିସ୍ ଏସଏନ ଶୁକ୍ଳାଙ୍କ…

ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ ଯୋଗାଣ…

ଭୁବନେଶ୍ୱର : ବୁଧବାର ବିଧାନସଭାରେ ଜିଲ୍ଲାପାଳମାନଙ୍କ ଉପରେ ବର୍ଷିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଜିଲ୍ଲାପାଳମାନେ କିରାସିନି ଆବଶ୍ୟକତା ତାଲିକା ଦେଉନଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଅଣରିହାତି କିରାସିନି ଆବଶ୍ୟକତା ପରିମାଣ ସମ୍ପର୍କରେ…

ଜିଆଇ ମାନ୍ୟତା: ରସଗୋଲା ପରେ ଆରିସା,…

ଭୁବନେଶ୍ବର: ଜୁଲାଇ ୨୯ରେ ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ମାନ୍ୟତା। ତେବେ ଓଡ଼ିଶା ରସଗୋଲା ପରି ଆରିସା, ରସାବଳି, ଛେନାପୋଡ଼ ଓ କାକରା ଆଦି ମିଷ୍ଟାନ୍ନକୁ ବି ଜିଆଇ ମାନ୍ୟତା ମିଳବା ଆବଶ୍ୟକ ବୋଲି ବିଧାନସଭାରେ ଦାବି ଉଠାଇଛନ୍ତି ବିଧାୟକ। ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ବିଧାୟକମାନେ…

ଆସନ୍ତାକାଲି ଠାରୁ ଖୋଲିବ ଭିତରକନିକା

ପଟ୍ଟାମୁଣ୍ଡାଇ : ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଜାତୀୟ ଉଦ୍ୟାନ ଭିତରକନିକା । ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜନଗର ବନ ବିଭାଗ । ଭିତରକନିକା ନଦୀ ନାଳରେ ବନ ବିଭାଗ ୧୦୩ଟି ବଷା ଠାବ କରିଥିବା ବେଳେ ୧୭ଶହରୁ…

ଲୁଟେରାଙ୍କ ଆତଙ୍କରାଜ ପ୍ରତିବାଦରେ…

ଭୁବନେଶ୍ବର : ଗତକାଲି ରାଜଧାନୀରେ ରାତି ଅଧରେ ଜଣେ ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ଲୁଟେରା ଲୁଟିବା ପରେ, ଆଜି ତାତିଛନ୍ତି ସ୍ଥାନୀୟ ଲୋକେ । ପ୍ରତିବାଦରେ ରସୁଲଗଡ ଛକରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଲୋକମାନେ । ଫଳରେ ଭୁବନେଶ୍ୱରରୁ କଟ ,…

ବିଷ୍ଣୁ ସେଠୀ ଓ ବିଷ୍ଣୁପୁରାଣ

ଶୁଭସ୍ବର | ଶୁଭ୍ରାଂଶୁ ପଣ୍ଡା ବିଷ୍ଣୁ ସେଠୀ ଓ ବିଷ୍ଣୁପୁରାଣ ପ୍ରସଙ୍ଗକୁ ଯିବା ଆଗରୁ ପିଲାବେଳର ଗୋଟିଏ ସ୍ମୃତି ବାବଦରେ ଉଲ୍ଲେଖ କରିବାକୁ ଚାହୁଁଛି। ଆମେ ହାଇସ୍କୁଲ ସମୟରେ ହଷ୍ଟେଲରେ ରହୁଥିଲୁ ଓ ଘରୁ ସ୍କୁଲ ଯିବାଆସିବା କରୁଥିବା ସହପାଠୀଙ୍କ ଠାରୁ ନିଜକୁ ବେଶ୍‌ ବୟସ୍କ ବା ପରିପକ୍ବ (matured) ମନେ…

କଟକରେ ଜଣ୍ଡିସ୍‌ ଭୟ

କଟକ : କଟକ ସହରର ୨୫ ନମ୍ବର ଓ୍ୱାର୍ଡରେ ଜଣ୍ଡିସ୍‌ ଆତଙ୍କ। କେଶରପୁର, କଂସେଇ ଗଳି, ଆଖଡ଼ା ଗଳିରେ ଜଣ୍ଡିସ୍‌ ବ୍ୟାପିବାରେ ଲାଗିଛି। ଏହି ଅଞ୍ଚଳରେ ୮ରୁ ୧୦ଜଣ ବ୍ୟକ୍ତି ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଜଣ୍ଡିସ୍‌ରେ ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଜଣ୍ଡିସ୍‌ରେ…

କୂଅକୁ ପଡ଼ିଲା ଭାଲୁ, ଉଦ୍ଧାର କାର୍ଯ୍ୟ…

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ କୂଅ ଭିତରକୁ ଏକ ଭାଲୁ ଖସି ପଡ଼ିଛି । ସୁକିନ୍ଦାର ହାଟସାହିରେ ଗତକାଲି ରାତିଠୁ ଭାଲୁଟି ଆତଙ୍କ ସୃଷ୍ଟି କରିଥିଲା । ଗାଁ ଭିତରେ ଭାଲୁ ପଶି ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା । ତେବେ ଭାଲୁଟି ଏହାପରେ ଗାଁର ଏକ କୂଅ ଭିତରକୁ ଖସି ପଡ଼ିଛି । ବନ ବିଭାଗ ଟିମ୍…

ନାମ ବଦଳାଇଲେ ରାହୁଲ ଗାନ୍ଧି, ପଢନ୍ତୁ…

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ଏକ ଏମିତି ନାମ ଯାହାକି ସାରା ଭାରତରେ ପରିଚିତ। ହେଲେ ରାହୁଲ ଗାନ୍ଧି ନାମକୁ ନେଇ ଜଣେ ବ୍ୟକ୍ତି ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦେଶରେ ଆଉ ଜଣେ ବ୍ୟକ୍ତି ଅଛନ୍ତି ତାଙ୍କରି ନାମ ମଧ୍ୟ ରାହୁଲ ଗାନ୍ଧି ଏବଂ ତାଙ୍କ ବୟସ ୨୩ ବର୍ଷ। ସେ ଇନ୍ଦୋର ବାସିନ୍ଦା। ତାଙ୍କ ପିତାଙ୍କ…