Odisha Link
Bridging the Missing Links in Odisha
Monthly Archives

July 2019

କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ରାୟଗଡା : ରାୟଗଡା ଷ୍ଟେସନରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ୭ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍ ଠିଆ ହୋଇଥିବା ବେଳେ ହଠାତ୍ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡ…

ବଳଦ କିଣା ହତ୍ୟା ଘଟଣା : ୭ ଅଭିଯୁକ୍ତ…

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଫୁଲପାହାଡ଼ି ଗ୍ରାମର ଭାଲୁଘର ସାହିର କାଦେ ମାଝୀଙ୍କୁ ବଳଦ କିଣା ବିକା ଟଙ୍କାକୁ ନେଇ ଗ୍ରାମରେ ସଭା କରିବା ପରେ ୧୬ହଜାର ଟଙ୍କା ପାଇଁ ସଂଘବଧ ଭାବରେ ପିଟିପିଟି ଅତି ନୃଶଂସ ଭାବରେ ହତ୍ୟା କରିଥିବା ଅଭିଯୋଗରେ ଉକ୍ତ ଗ୍ରାମରେ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ…

ଅପରେସନ ମୁସ୍କାନ ଦ୍ବାରା ୧୫ ଶିଶୁ…

ରାୟଗଡ଼ା: ରାୟଗଡ଼ାରେ ଅପରେସନ ମୁସ୍କାନ ଦ୍ବାରା ୧୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ରାୟଗଡ଼ ପୁଲିସ୍। ରାୟଗଡ଼ା ସହରର ବିଭିନ୍ନ ହୋଟେଲ, ଢାବା, ଲଜ୍‌, ଫାଷ୍ଟ ଫୁଡ୍‌ ଦୋକାନରେ ଚଢାଉ କରିଛି ଟାଉନ ଥାନା ପୁଲିସ। ଏହି ଚଢାଉ ସମୟରେ ପୁଲିସ ୧୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତରେ…

ବିଶ୍ବେଶ୍ବର କର୍ଣ୍ଣାଟକ ବିଧାନସଭାର ନୂଆ…

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାର ନୂତନ ବାଚସ୍ପତି ହେଲେ ବିଶ୍ବେଶ୍ବର ହେଗଡ଼େ କାଗେରୀ। ସେ ବିଜେପିର ଜଣେ ବରିଷ୍ଠ ନେତା। କାଗେରୀ ମଙ୍ଗଳବାର ଦିନ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିନା ପ୍ରତିଦ୍ବନ୍ଦୀରେ ବାଚସ୍ପତି ହୋଇଛନ୍ତି କାଗେରୀ। ସୋମବାର ଦିନ ରମେଶ କୁମାର ବାଚସ୍ପତି ପଦବୀରୁ ଇସ୍ତଫା…

ହିତାଧିକାରୀଙ୍କୁ ଅଗଷ୍ଟ ମାସରୁ ମିଳିବ…

ଭୁବନେଶ୍ୱର : ଅଗଷ୍ଟ ମାସରୁ ପ୍ରତି ପରିବାରକୁ ୨ଲିଟର ଲେଖାଏଁ କିରାସିନି ମିଳିବ । ପୂର୍ବରୁ ଅଢେଇ ଲିଟର ମିଳୁଥିବାବେଳେ ଏବେ ୨ଲିଟର ମିଳିବ । ବୁଧବାର ବିଧାନସଭାରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର କୋଟା ହ୍ରାସ କରିଥିବାରୁ ପରିବାର ପିଛା କିରାସିନିର…

ବଡ ଭାଇର ଆକ୍ରମଣରେ ସାନ ଭାଇ ମୃତ

ବରଗଡ : ଗତକାଲି ଅପରାହ୍ନରେ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଟାଙ୍ଗରପାଲି ପଞ୍ଚାୟତର ତଲାକଟା ଗ୍ରାମରେ ୩୫ ବର୍ଷୀୟ ଅଜୟ ଲାକ୍ରାଙ୍କୁ ତାଙ୍କ ବଡ଼ ଭାଇ ଫକୀର ଲାକ୍ରା ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ଅଜୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ହତ୍ୟାକାଣ୍ଡର କାରଣ ଏବେବି…

ବିରାଟଙ୍କ ରେକର୍ଡ଼ ଉପରେ ସମସ୍ତଙ୍କ ନଜର,…

ନୂଆଦିଲ୍ଲୀ: ଅଗଷ୍ଟ ୩ରୁ ଆରମ୍ଭ ହେବାକୁ ଯାଉଛି ଓ୍ୱେଷ୍ଟେଣ୍ଡିଜ୍ ଓ ଭାରତ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ ସିରିଜ। ଓ୍ୱେଷ୍ଟେଣ୍ଡିଜରେ ଭାରତ ଦିନିକିଆ, ଟେଷ୍ଟ ଓ ଟି-ଟେଣ୍ଟି ମ୍ୟାଚ ଖେଳିବ। ବିଶ୍ବକପ୍‌ ପରେ ଟିମ୍‌ ଇଣ୍ଡିଆ ପ୍ରଥମ ସିରିଜ୍‌ ଓେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ। ଟିମ୍‌ ଇଣ୍ଡିଆରେ କେତେକ ନୂଆ…

ମାଓବାଦୀକୁ ଗିରଫ କଲା କଳାହାଣ୍ଡି ପୋଲିସ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ପୋଲିସ ଦ୍ବାରା ଜଣେ ମହିଳା ମାଓବାଦୀ ଗିରଫ ହୋଇଛନ୍ତି । ଗିରଫ ମାଓବାଦୀ ବାରାଖୋଜ ଗାଁର ମଙ୍ଗଳା ମାଝୀ । ତାଙ୍କ ବୟସ ୨୮ବର୍ଷ । ନେହେଲା ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ଗିରଫ ହୋଇଛନ୍ତି । ମାଓବାଦୀଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨୦ ଜିଲାଟିନ, ୫…

ରାଜ୍ୟରେ ୪୪୧ ବାଳିକା ଏବଂ ୧୪୮୫ ବାଳକ…

ଭୁବନେଶ୍ବର : ବିଧାନସଭା ପ୍ରଶ୍ନକାଳରେ ଆଜି ବିଭିନ୍ନ ବିଭାଗ ଉପରେ ଆଲୋଚନା କାର୍ଯ୍ୟକ୍ରମ ରହିଛି । ଏହାସହ ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଆଲୋଚନା କରାଯିବ । ପ୍ରଶ୍ନକାଳରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଉପରେ ଆଲୋଚନା ହୋଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ପକ୍ଷରୁ ପରିବହନ ମନ୍ତ୍ରୀ ପଦ୍ମନାଭ…

କାହିଁକି ଅନୁପସ୍ଥିତ ରହିଲେ ରଞ୍ଜୀବ…

ଭୁବନେଶ୍ୱର : ରାଜ୍ୟସଭାରେ ଟ୍ରିପଲ ତଲାକ୍ ବିଲ୍ ପାସ୍ ବେଳେ କଂଗ୍ରେସ ଏମ୍.ପି. ରଞ୍ଜୀବ ବିଶ୍ୱାଳ ଗୃହରେ ଅନୁପସ୍ଥିତ ଥିଲେ। ଗତକାଲି ବିଲ୍ ଉପରେ ଆଲୋଚନା ବେଳେ ଗୃହରେ ଉପସ୍ଥିତ ରହିବାକୁ କଂଗ୍ରେସ ପକ୍ଷରୁ ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି କରାଯାଇଥିଲା। ଏହା ସତ୍ତ୍ୱେ ରଞ୍ଜୀବ ବିଶ୍ୱାଳଙ୍କ ସମେତ ୫…