Odisha Link
Bridging the Missing Links in Odisha
Daily Archives

September 2, 2019

ବିଜେଡିର ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ…

ଭୁବନେଶ୍ୱର: ଆଜିଠୁ ବିଜୁ ଜନତା ଦଳ ତାର ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ କରିଛି। ଦଳୀୟ ସଙ୍ଗଠନକୁ ଆହୁରି ମଜଭୁତ କରିବା ପାଇଁ ଏପରି ପ୍ରୟାସ କରିଛି ବିଜେଡି। ଏହି ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଭାବେ ବିଜେଡି ନେତାମାନେ ସାମିଲ ହେବା ଲାଗି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି…

ତିହାର୍ ଜେଲ୍ ଯିବାକୁ ଅମଙ୍ଗ ଚିଦାମ୍ୱରମ୍

ନୂଆଦିଲ୍ଲୀ: ଜେଲ୍‌ ଯିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍। ସେ ବର୍ତ୍ତମାନ ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ସିବିଆଇ ରିମାଣ୍ଡରେ ଅଛନ୍ତି। ବୟସ ୭୪ ହୋଇଥିବାରୁ ତାଙ୍କୁ ଜେଲ୍ ପରିବର୍ତ୍ତେ ଗୃହବନ୍ଦୀ କରି ରଖାଯାଉ ବୋଲି ସୁପ୍ରିମକୋର୍ଟରେ ଆଜି ଶୁଣାଣି…

ଉନ୍ନାଓ ପୀଡ଼ିତା ଦୁର୍ଘଟଣା ମାମଲା: ବୟାନ…

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାର ପୀଡ଼ିତାଙ୍କ ବୟାନ ଆଜି ରେକର୍ଡ କରିଛି ସିବିଆଇ। ସେ ବର୍ତ୍ତମାନ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଜୁଲାଇ ୨୮ରେ ଉନ୍ନାଓ ପୀଡ଼ିତା ରାଏ ବରେଲିକୁ ଯାଉଥିବା ବେଳେ ଏକ ନମ୍ୱର ଲୁଚାଯାଇଥିବା ଟ୍ରକ ଆସି ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ମାମଲାରେ…

ବଜ୍ରପାତ: ସଚେତନ କରିବା କ୍ଷେତ୍ରରେ…

ଭୁବନେଶ୍ବର: ରାଜ୍ୟରେ ପୂର୍ବଅପେକ୍ଷା ବଜ୍ରପାତରେ କମ୍‌ ସଂଖ୍ୟାରେ ଜୀବନହାନୀ ଘଟୁଛି। ବଜ୍ରପାତ ନେଇ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଯୋଗୁଁ କମ୍‌ ଜୀବନହାନୀ ଘଟୁଛି। ବଜ୍ରପାତ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି। ଗତ ୪ ମାସ ଭିତରେ ଓଡ଼ିଶାରେ ପ୍ରାୟ ୯ ଲକ୍ଷରୁ ଅଧିକ…

ସମ୍ବଲପୁରରେ ଏନକାଉଣ୍ଟର, କୁଖ୍ୟାତ…

ସମ୍ବଲପୁର: ଆଜି ସକାଳୁ ସକାଳୁ ସମ୍ବଲପୁର ସହରରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟର ସମ୍ବଲପୁର ସହରସ୍ଥିତ ସିଟି ଷ୍ଟେସନ ନିକଟରେ ଏନକାଉଣ୍ଟର ହୋଇଛି। ଧନୁପାଲି ପୁଲିସ୍‌ ଓ ସ୍ପେଶାଲ ସ୍କ୍ୱାଡ୍ ସହ ଗୁଳି ବିନିମୟରେ କୁଖ୍ୟାତ ଅପରାଧୀ ମୁସିମ ଅଖତାର ଆହତ ହୋଇଛି। ମୁସିମର ଡାହାଣ ଆଣ୍ଠୁରେ ଗୁଳି ବାଜିଛି।…

ଟିମ୍‌ ଇଣ୍ଡିଆରେ ଧୋନିଙ୍କ ସ୍ଥାନ ନେବ…

ନୂଆଦିଲ୍ଲୀ: ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳାଯିବ ଟି-୨୦ ବିଶ୍ବକପ୍। ଏସବୁକୁ ନଜର ରଖି ଟିମ୍‌ ଇଣ୍ଡିଆ ଚଲାଇଛି ପ୍ରସ୍ତୁତି। ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଟିମ୍‌ ଘୋଷଣା କରାଯାଇଛି। ଏଥର କିନ୍ତୁ ଟିମରେ ମହେନ୍ଦ୍ର ସିଂହ ଧୋନିଙ୍କୁ ସ୍ଥାନ ମିଳିନାହିଁ।…

ଘରେ ଆତ୍ମହତ୍ୟା କଲେ ଛାତ୍ରୀ

ପାରାଦୀପ: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅଞ୍ଚଳର ଏକ ଗାଁରେ ଜଣେ କଲେଜ ଛାତ୍ରୀ ରବିବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଲୋକଲଜ୍ଜ୍ୟାରୁ ବଞ୍ଚିବା ପାଇଁ ଏପରି କରାଯାଇଥାଏ ବୋଲି ସୂଚନା ରହିଛି। ଛାତ୍ରୀଜଣକ ନିଜ ଘରେ ଓଢଣୀ ଦ୍ୱାରା ଫାଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।…

ମାଗଣା ମଧ୍ୟାହ୍ନ ଭୋଜନ ଦେଉଛନ୍ତି…

ବାଲେଶ୍ବର: ସେବା ହିଁ ତାଙ୍କ ଜୀବନର ବ୍ରତ। ଦରିଦ୍ରର ସେବା କରି ଆତ୍ମସନ୍ତୋଷ ପାଆନ୍ତି ସେ। ନିଜ ପରିବାରର ସଦସ୍ୟସଦସ୍ୟା ଓ ସେ ନିଜେ ହିଁ ଗରିବ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନ ଘରୁ ପ୍ରସ୍ତୁତ କରି ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ମାଗଣାରେ ବିତରଣ କରି ଆସୁଛନ୍ତି। ସେ ହେଲେ…

ଆଜି ଗଣେଶ ପୂଜା, ସଜେଇ ହୋଇଛି…

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ। ଧରାପୃଷ୍ଠକୁ ଅବତରଣ କରିବେ ଗଜାନନ। ବିଘ୍ନ ବିନାଶକଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଶଙ୍ଖ, ମନ୍ତ୍ର ପାଠରେ କମ୍ପି ଉଠୁଛି ପୂଜା ମଣ୍ଡପ। ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ବିଭିନ୍ନ ମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା ହୋଇଛି। ସକାଳୁ ସକାଳୁ…