Odisha Link
Bridging the Missing Links in Odisha
Daily Archives

September 19, 2019

କଶ୍ମୀରକୁ ନୂଆ ସ୍ବର୍ଗରେ ପରିଣତ କରିବା…

ନାସିକ୍‌: ଆଗକୁ ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଏସବୁକୁ ଦୃଷ୍ଟିରେ ରଖି ବିଜେପି ଆରମ୍ଭ କରିଛି ଅଙ୍କକଷା। କାରଣ ଯେକୌଣସି ମୁହୂର୍ତ୍ତରେ ମହାରାଷ୍ଟ୍ର ବିଧାନସଭା ପାଇଁ ନିର୍ବାଚନ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ। ଏହା ପୂର୍ବରୁ ମହାରାଷ୍ଟ୍ର ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ…

ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ…

ନୂଆଦିଲ୍ଲୀ: ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପହଁଚାଇବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି। ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ଜିଙ୍କ୍ ଗାଲଭାନାଇଜିଂ ସମ୍ମିଳନୀରେ ଯୋଗଦେଇ ଏହା କହିଛନ୍ତି…

ରାଜୀବ କୁମାରଙ୍କ ଘରେ ସିବିଆଇ ଚଢାଉ

କୋଲକାତା: ନିଖୋଜ ଆଇପିଏସ୍‌ ରାଜୀବ କୁମାରଙ୍କ ଘରେ ଆଜି ସିବିଆଇ ଚଢ଼ାଉ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ରାଜୀବ କୁମାରଙ୍କ ୫ଟି ଠିକଣାରେ ଚଢ଼ଉ କରିଛି। ଏହା ପୂର୍ବରୁ ଆଜି ଆଇପିଏସ୍‌ ଅଫିସର୍‌ଙ୍କ ମେସ୍‌ରେ ମଧ୍ୟ ଚଢ଼ଉ ହୋଇଥିଲା। ରାଜୀବଙ୍କ ନାମରେ ଶାରଦା ଚିଟ୍‌ଫଣ୍ତ ମାମଲାରେ ସଂପୃକ୍ତ…

ମହାନଦୀରେ ବୁଡ଼ିଗଲେ ଯୁବକ

କଟକ: ଶଙ୍ଖାମେରୀ ମହାନଦୀ ଘାଟରେ ଘଟିଛି ଅଘଟଣ। କଟକ ବଡ଼ମ୍ବା ଥାନା ଅନ୍ତର୍ଗତ ଶଙ୍ଖାମେରୀ ମହାନଦୀ ଘାଟରେ ଜଣେ ଯୁବକ ବୁଡ଼ି ଯାଇଛନ୍ତି। ବୁଡ଼ି ଯାଇଥିବା ବ୍ୟକ୍ତିଙ୍କ ନାମ ପ୍ରକାଶ ସାହୁ। ତାଙ୍କର କୌଣସି ପତ୍ତା ମିଳୁନାହିଁ। ନରସିଂହପୁର ମାଧେଇପଡ଼ାରେ ତାଙ୍କ ଘର ବୋଲି ଜଣାପଡ଼ିଛି। ପ୍ରକାଶ ମାମୁଘର…

କ୍ଷମା ମାଗନ୍ତୁ ରାହୁଲ ଗାନ୍ଧି: କଂଗ୍ରେସ…

ଭୋପାଳ: ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ରାହୁଲ ଗାନ୍ଧି। ଏପରି ମନ୍ତବ୍ୟ ଦେଇଛନ୍ତି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ସାନ ଭାଇ ତଥା ବିଧାୟକ ଲକ୍ଷ୍ମଣ ସିଂହ। ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି ଯେଉଁ ପ୍ରତିଶ୍ରୁତି ରାଜ୍ୟବାସୀଙ୍କୁ ଦେଇଥିଲେ ତାହା…

ବିଜେପୁର ଉପନିର୍ବାଚନ: ପୁଅ ପାଇଁ ଲବି…

ବିଜେପୁର: ଗତକାଲି ବିଜେଡି ପଶ୍ଚିମ ଓଡ଼ିଶ ବିକାଶ ପରଷଦ ଅଧ୍ୟକ୍ଷ ପଦ ଘୋଷଣା କରିଛି ଏଥି ସହିତ ବିଜେପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ୪ଜଣିଆ ଟିମ୍‌ ଗଠନ କରିଛି। ଏସବୁକୁ ଆଖି ଆଗରେ ରଖି ପ୍ରାୟ ସବୁ ଦଳରେ ଟିକେଟ ପାଇଁ ଲବି ଆରମ୍ଭ ହୋଇଯାଇଥିବା କୁହାଯାଇଛି। କଂଗ୍ରେସ ଟିକେଟ ଦୌଡ଼ରେ ରିପୁନାଥ ଆଗରେ…

କୋର୍ଟରେ ହାଜର ହେଲେ ଆଶୀର୍ବାଦ

କଟକ: କୋର୍ଟରେ ହାଜର ହେଲେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ସିବିଆଇ ଆଜି ସକାଳେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଛି । ତାଙ୍କୁ ପ୍ରଥମେ ସିବିଆଇ ମୁଖ୍ୟାଳୟକୁ ନିଆଯାଇଥିବା ବେଳେ ସେଠାରୁ କୋର୍ଟରେ ହାଜର କରାଯାଇଛି। ଏହାପୂର୍ବରୁ…

ଅନୁଗୁଳ ଏଚଡିଏଫ୍‌ସି ବ୍ୟାଙ୍କ…

ଭୁବନେଶ୍ବର: ଗତ ଶୁକ୍ରବାର ଦିନ ଅନୁଗୁଳ ଜିଲ୍ଲାପାଳଙ୍କ ଆକାଉଣ୍ଟରୁ ପ୍ରାୟ ୬0ଲକ୍ଷ ଟଙ୍କା ୮ଟି ଚେକ ମାଧ୍ୟମରେ ଉଠାଯାଇଥିବା ଅଭିଯୋଗରେ ତତକାଳୀନ ବ୍ୟାଙ୍କ ମ୍ୟାନେଜର ଶକ୍ତି ବେଦାନ୍ତ ଦାଶଙ୍କୁ ପୋଲିସ ଭୁବନେଶ୍ୱରରୁ ଗିରଫ କରଛି। ଏଚଡିଏଫ୍‌ସି ଅଫିସ ଭଳି ବ୍ୟାଙ୍କରୁ ଜଣେ ମ୍ୟାନେଜେର ଏକୁଟିଆ ଏତେ ଟଙ୍କା…

ଜାଣନ୍ତୁ କିଏ ପାଇଲେ ଶ୍ରେଷ୍ଠ ଅଭିନେତା ଓ…

ମୁମ୍ବାଇ: ଆଇଆଇଏଫଏ ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଆୱାର୍ଡ-୨୦୧୯ ଆୱାର୍ଡ ବୁଧବାର ରାତି ଆୟୋଜିତ ହୋଇଯାଛି ।ଏହି ଆୱାର୍ଡ ଅନେକ ଅଭିନେତା ,ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ଆୱାର୍ଡଙ୍କୁ ମିଳିଥିଲା ।ସେହିପରି ରଣବୀର ସିଂହଙ୍କୁ ସିନେମା ପଦ୍ମାବତ ପାଇଁ ଶ୍ରେଷ୍ଠ ଅଭିନେତା ଓ ସିନେମା ରାଜି ପାଇଁ ଆଲିଆ…

ଟ୍ରାଫିକ୍‌ ନିୟମକୁ ମଇଁଷିଙ୍କ ଡ଼ର!

ଭୁବନେଶ୍ବର: ଟ୍ରାଫିକ ସେଚତନାତ ପାଇଁ ସାଧାରଣ ଲୋକଙ୍କୁ ସଚେତନ କରୁଛନ୍ତି ସରକାର। ହେଲେ ଟ୍ରାଫିକ୍‌ ନିୟମକୁ ପାଳନ ନ କରି ତଣ୍ଡ ଗଣୁଛନ୍ତି ସାଧାରଣ ଜନତା। ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜଧାନୀର ପଶୁ ମାନେ ପାଳନ କରୁଛନ୍ତି ଟ୍ରାଫିକ୍‌ ନିୟମ। ଏପରି ଏକ ମଜାଦାର ଦୃଶ୍ୟ ଏବେ ସୋଶିଆଲ ମିଡିଆରେ…