Odisha Link
Bridging the Missing Links in Odisha
Daily Archives

September 19, 2019

ଆପୋଲୋ ହସ୍ପିଟାଲ :ସୁସ୍ଥ ହୃତ୍‌ପିଣ୍ଡ…

ଭୁବନେଶ୍ବର :ସାଧାରଣ ଲୋକଙ୍କୁ ସୁସ୍ଥ, ହୃତ୍‌ପିଣ୍ଡ ବା ହାର୍ଟର ସୁରକ୍ଷା ସମ୍ପର୍କରେ ସଚେତନ କରାଇବା ପାଇଁ ଏବଂ ସେମାନଙ୍କୁ କାର୍ଡିଭୋସ୍କୁଲାର ଡିଜିଜ୍‌(ସିଭିଡି) ବିରୋଧରେ ଲଢ଼େଇ କରିବାର ବାଟ ଦେଖାଇବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ହାତକୁ…

ସାଲେପୁର ଦୁଷ୍କର୍ମ ଓ ହତ୍ୟା ମାମଲା:…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସାଲେପୁର ନାବାଲିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିୟୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି। କଟକ ସ୍ପେଶାଲ ପୋକ୍ସୋ କୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଗତ ବର୍ଷ ଏପ୍ରିଲ ୨୧ ତାରିଖରେ କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର ଏକ ଗାଁରେ ଏହି…

ଡେଙ୍ଗୁ ଆତଙ୍କ: ସୁନ୍ଦରଗଡ଼ରେ ୫୬ ନମୂନା…

ସୁନ୍ଦରଗଡ଼: ପୁଣିଥରେ ରାଜ୍ୟରେ ଦେଖାଦେଇଛି ଡେଙ୍ଗୁ ଆତଙ୍କ। ସୁନ୍ଦରଗଡ଼ ଜିଲ୍ଲାରେ କାୟା ବିସ୍ତାର କରୁଛି ଡେଙ୍ଗୁ। ଦିନକୁ ଦିନ ଜିଲ୍ଲାରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଜିଲ୍ଲାର ୩୨୯ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୬ଟି…

‘କୁଲି ନମ୍ବର୧’ :…

ମୁମ୍ବାଇ: ପ୍ରଥମ ଥର ପାଇଁ ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ସିନେ ପଦାରେ ଏକାଠି ନଜର ଆସିବେ । ସେମାନେ ହେଲେ ବରୁଣ ଧୱନଓ ସାରା ଅଲି ଖାନ୍‌ । ଡାଭିଡ ଧୱନଙ୍କ 'କୁଲି ନମ୍ବର୧'ରେ ଦୁହିଁ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ପ୍ରଥମ 'କୁଲି ନମ୍ବର୧' ସିନେମାରେ ଗୋବିନ୍ଦାଙ୍କୁ କୁଲି ଚରିତ୍ରରେ…

ନରେନ୍ଦ୍ର ମୋଦୀଙ୍କୁ ସଞ୍ଜୟ ଲୀଲା…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜିବନୀ ଉପରେ ଆଉ ଏକ ସିନେମା ହେବାକୁ ଯାଉଛି। ଏହି ସିନେମାର ପୋଷ୍ଟର ରିଲିଜ ହୋଇଯାଇଛି । ପୋଷ୍ଟରଟିକୁ ଅକ୍ଷୟ କୁମାର ଏବଂ ପ୍ରଭାସଙ୍କ ସହ ଅନେକ ଅଭିନେତା ଟ୍ଵିଟ୍ ରେ ସେୟାର କରିଛନ୍ତି। ସିନେମାର ନାମ "ମନ ବୈରାଗୀ" ରଖାଯାଇଛି। କିଛି ଦିନ ପୂର୍ବରୁ ମୋଦୀଙ୍କ ଜିବନୀ…

ବାଣୀବିହାରରେ ଉଚ୍ଚଶିକ୍ଷା ମନ୍ତ୍ରୀ,…

ଭୁବନେଶ୍ବର: ବାଣୀବିହାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଛାତ୍ରଛାତ୍ରୀମାନଙ୍କର ବିକ୍ଷୋଭ ପରେ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଉତ୍କଳ ବିଶ୍ୱ ବିଦ୍ୟାଳୟ ଅଚାନକ ଗସ୍ତ କରିଛନ୍ତି। ହଷ୍ଟେଲର ଭିତ୍ତିଭୂମି ଓ ଅନ୍ୟାନ୍ୟ ବିଷୟରେ ପଚାରି ବୁଝିଛନ୍ତି ମନ୍ତ୍ରୀ। ଏହା ସହିତ ଅନ୍ୟାନ୍ୟ…

ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ…

କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ। ତାଙ୍କୁ ସିବିଆଇ ଗିରଫ କରିଛି। ଆଜି ସକାଳ ପ୍ରାୟ ୭ଟା ସମୟରେ ସିବିଆଇ ଆଶୀର୍ବାଦଙ୍କ ଘରେ ଚଢ଼ାଉ କରିଥିଲା। ଏବଂ ଆଶୀର୍ବାଦ ଘରେ ଥିଲେ। ଏହାପରେ ତାଙ୍କୁ ଗିରଫ କରିଥିବା ସୂଚନାରହିଛି। ଅର୍ଥତତ୍ତ୍ୱ ଚିଟଫଣ୍ଡ…

ଏଣିକି ସମସ୍ତଙ୍କୁ ମିଳିବ ଡ୍ରେସ୍‌ ଓ…

ଭୁବନେଶ୍ବର: କେବଳ ଗରିବ ପରିବାରର ନୁହେଁ, ଏଣିକି ସବୁ ବର୍ଗର ପିଲାଙ୍କୁ ସ୍କୁଲରେ ମିଳିବ ଡ୍ରେସ୍‌ ଓ ଜୋତା। ଏପରି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସବୁ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ସହ ଜୋତା ପ୍ରଦାନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ…

ଡାକ୍ତରଖାନାରେ ମୃତ ମହିଳାଙ୍କୁ…

ଉଦଳା: ଆଧୁନିକ ଯୁଗରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ମଣିଷ ସମାଜ। ଏପରି ଏକ ଘଟଣା ଦେଖିବାକୁ ମଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ। ଡାକ୍ତରଖାନାରେ ଦେଖିବାକୁ ମିଳିଛି ଝଡ଼ାଫୁଙ୍କା ଘଟଣାର ଚିତ୍ର। ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁଣିଆର…

ରୋହିତଙ୍କୁ ପଛରେ ପକାଇଲେ ବିରାଟ, ନିଜ…

ମୋହାଲି: ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟି-୨୦ରେ ୭ଓ୍ବିକେଟରେ ବିଜୟୀ ଲାଭ କରିଛି। ବିରାଟଙ୍କ ୭୨ ରନ୍‌ ଏବଂ ଶିଖରଙ୍କ ୪୪ରନ ବଳରେ ଟିମ୍‌ ଇଣ୍ଡିଆ ସହଜରେ ବିଜୟ ଲାଭ କରିଛି। ବିରାଟ କେହାଲି ଟି-୨୦ ଇଣ୍ଟରନ୍ୟାସନାଲରେ ବ୍ୟକ୍ତିଗତ ଭାବେ ନିଜର ୨୨ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି। ତା…