Odisha Link
Bridging the Missing Links in Odisha
Daily Archives

October 1, 2019

ପୂଜା ପ୍ରସ୍ତୁତି: ଟ୍ବିନ୍‌ ସିଟି ପାଇଁ…

ଭୁବନେଶ୍ବର: କମିସନରେଟ୍‌ ପୁଲିସ ଦୁର୍ଗାପୂଜା ପାଇଁ ରାଜଧାନୀରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୁଙ୍ଖଳିତ ଦର୍ଶନ ବ୍ୟାପକ ପ୍ରସ୍ତୁତି କରିଛି। ବ୍ଲକିଂ ଓ ଚେକିଂକୁ ଅଧିକ କଡ଼ାକଡ଼ି କରାଯିବା ସହିତ ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର ପଦେକ୍ଷପ ନେଉଛି। ପୂଜାକୁ ଦୃଷ୍ଟିରେ ର‌ଖି କଟକ ଓ…

ବନ୍ୟାରେ ଫଟୋ ଶୁଟ୍‌ କରି ଚର୍ଚ୍ଚାରେ…

ପାଟଣା: ଗୋଟିଏ ପଟେ ବିହାରରେ ଲାଗି ରହିଛି ବନ୍ୟା। ଏହି ବନ୍ୟା ବିତ୍ପାତ ଲୋକଙ୍କ ପାଇଁ ଦୁର୍ଗତି ଆଣିଦେଇଛି। ରାସ୍ତାଘାଟ, ଘରଦ୍ୱାର ସବୁ ଆଡ଼େ ପାଣି ଜମିଥିବାରୁ ସେଠାକାର ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଯାହା ଏବେ ଦେଶର ସବୁଠାରୁ ଚର୍ଚ୍ଚିତ ଖବର। ଅପରପକ୍ଷେ ଏଭଳି ଦୁର୍ଦ୍ଦଶାକୁ ଫଟୋ ସେସନ୍…

ଟ୍ରକ୍‌-ବାଇକ୍ ମୁହାଁମୁହିଁ ଧକ୍କା

ସୋର: ବାଲେଶ୍ବର ଜିଲ୍ଲା ଖଇରା ଥାନା ଔପଦା-ଖଇରା ରାସ୍ତା ଘୋଡା ଛକରେ ଟ୍ରକ୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛି। ଉଭୟଙ୍କୁ ପ୍ରଥମେ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ ମେଡିକଲକୁ ସ୍ଥାନାନ୍ତର…

ରାଜ୍ୟସଭା ଟିକେଟ୍‌ ମୋର!

ଭୁବନେଶ୍ବର: ବହୁ ଦିନର ବ୍ୟବଧାନ ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ। ରାଜ୍ୟସଭା କଥା ଉଠାଇଛନ୍ତି ପ୍ରସନ୍ନ। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋତେ ଦେଇଛନ୍ତି ରାଜ୍ୟସଭା ଜବାବ। ରାଜ୍ୟସଭା ପଠାଇବାକୁ ମୁଖ୍ୟମନ୍ତ୍ରୀ…

ଏସବିଆଇ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍

ଯାଜପୁର: ଯାଜପୁର ସହର ଅମ୍ବିକାଇ ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ ଟଙ୍କା ଲୁଟ୍ ହୋଇଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ବ୍ୟାଙ୍କ କର୍ମଚାରୀ ଟଙ୍କା ଭରିଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ କେହି ଅସାମାଜିକ ଲୋକ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟି ନେଇଥିବା…

‘ଅନୁଭବଙ୍କୁ ଅଭିନୟ ଜଣା, ରାଜନୀତି…

କଟକ: ରାତିର କଳି ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ। ଗତକାଲି ଅନୁଭବ ମହାନ୍ତି ସୋଶିଆଲ ମିଡିଆରେ ଅଭିଯୋଗ କରିଥିବା ବେଳେ ତାଙ୍କ ପିଏସଓ ଆଜି ପୁରୀ ଘାଟ ଥାନାରେ ମଞ୍ଜିତ ଦାସଙ୍କ ବିରୋଦ୍ଧରେ ଏତଲା ଦେଇଛନ୍ତି। ହେଲେ ଏହାକୁ ନେଇ ରାତିର କଳି ବଢ଼ି ଚାଲିଛି। ଏହାପରେ ମଞ୍ଜିତ ଗଣମାଧ୍ୟମରେ ପ୍ରତିକ୍ରିୟା…

ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ଭୁବନେଶ୍ୱର :ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ସଭିଙ୍କୁ ସାମାଜିକ ସୁରକ୍ଷା ପେନସନ୍ ବିଷୟକୁ ନେଇ ଆଲୋଚନା ହୋଇଥିଲା । ହେଲ୍ପଏଜ୍ ଇଣ୍ଡିଆ ତଥା ସିଫାର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ ପ୍ରତିଷ୍ଠାନ, ବରିଷ୍ଠ ନାଗରିକ ମଚଂର ସଦସ୍ୟବୃନ୍ଦ ତଥା ଛାତ୍ରଛାତ୍ରୀମାନେ ଯୋଗଦେଇ ଥିଲେ ।…

‘ତୁଫାନ୍‍’ର ପ୍ରଥମ ପୋଷ୍ଟର…

ନୂଆଦିଲ୍ଲୀ : ରକେଶ ଓମ ପ୍ରକାଶ ମେହେରଙ୍କ ନିର୍ଦ୍ଦେଶିତ ସିନେମା ‘ତୁଫାନ୍‍’ର ପ୍ରଥମ ପୋଷ୍ଟର ରିଲିଜ ହୋଇସାରିଛି। ସିନେମାଟି ମହାରାଷ୍ଟ୍ରର ଜଣେ ବକ୍ସର ଧର୍ମେଶ ପାଟିଲଙ୍କ ଉପରେ ଆଧାରିତ ହେଇଛ । ଏହି ସିନେମାରେ ‘ଭାଗ୍‍ ମିଲ୍‍ଖା ଭାଗ୍‍’ର ଅଭିନେତା ଫରହାନ ଅଖ୍‍ତର ମୁଖ୍ୟ ଭୂମିକାରେ ନଜର ଆସିବେ ।…

ଆଜି ଭୁବନେଶ୍ବର ଆରଟିଓ-୨ର ପାଳି

ଭୁବନେଶ୍ବର: ଭୁବନେଶ୍ବର ଆରଟିଓ-୧ ପରେ ଆଜି ଆରଟିଓ-୨ ପରିସରରେ ଦଲାଲଙ୍କ କବଜାରେ ଥିବା ଜାଗାରୁ ଜବରଦଖଲ ହଟାଯାଉଛି। ଦଲାଲରାଜ ବିରୋଧରେ ସରକାର ଆଭିମୁଖ୍ୟ କଠୋର କରିଛନ୍ତି। ଆରଟିଓ କାର୍ଯ୍ୟାଳୟ ସାମ୍ନା ଓ ଆଖପାଖ ଅଞ୍ଚଳକୁ ଦଲାଲମାନେ କ୍ୟାବିନ୍ ଓ ପିଣ୍ଡି କରି ମାଡି ବସିଥିଲେ। ଫଳରେ କାର୍ଯ୍ୟାଳୟକୁ…

‘ଅବକି ବାର ଟ୍ରମ୍ପ ସରକାର’…

ୱାଶିଂଟନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାଇଁ ପ୍ରଚାର କରୁଥିବା ଅଭିଯୋଗକୁ ଆଜି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଖଣ୍ଡନ କରିଛନ୍ତି। ମୋଦି ଅବକି ବାର ଟ୍ରମ୍ପ ସରକାର ନାରା ଆମେରିକାରେ ଦେଇଥିଲେ ହେଁ ଏହାକୁ ଜୟଶଙ୍କର ଅଗ୍ରାହ୍ୟ କରିଦେଇଛନ୍ତି।…