Odisha Link
Bridging the Missing Links in Odisha
Daily Archives

October 25, 2019

ହରିୟାଣା: ବିଜେପି-ଜେଜେପି ମେଣ୍ଟ,…

ନୂଆାଦିଲ୍ଲୀ: ହରିୟାଣା ରାଜନୀତିରେ ନୂଆ ମୋଡ଼। ଶେଷରେ ବିଜେପିର ଆଲୋଚନା ସଫଳ ହୋଇଛି। କାରଣ ବିଜେପି ସହ ମେଣ୍ଟ କରିବାକୁ ରାଜି ହୋଇଛି ହରିୟାଣାର ଆଞ୍ଚଳିକ ଦଳ ଜେଜେପି। କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚଉତାଲାଙ୍କ ସହ ଦୀର୍ଘ…

ଜମ୍ମୁ କଶ୍ମୀର: ଓଡ଼ିଆ ପୁଅ ଗିରୀଶଙ୍କ…

ଶ୍ରୀନଗର: ଓଡ଼ିଶା ଜନ୍ମିତ ଗୁଜରାଟ କ୍ୟାଡର ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ତାଙ୍କ ଜନ୍ମ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ବେତନଟୀରେ। ମୁର୍ମୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତିକ ବିଜ୍ଞାନରେ ପିଜି କରିଛନ୍ତି।…

ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ହେବେ…

ନୂଆଦିଲ୍ଲୀ: ପୁଣି ଜଣେ ଓଡ଼ିଆଙ୍କୁ କେନ୍ଦ୍ରରେ ଗୁରୁତ୍ବ। ଭାରତର ସବୁଠାରୁ ଚର୍ଚ୍ଚିତ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ହେବେ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ। ସେ ବର୍ତ୍ତମାନ ଅର୍ଥମନ୍ତ୍ରଣାଳୟରେ ଏକ୍ସପେଣ୍ଡିଚର ସଚିବ ଦାୟିତ୍ୱରେ ଅଛନ୍ତି। ଓଡ଼ିଶାର ମୟୁରଭଞ୍ଜ…

ପରୀକ୍ଷା ହଲରେ ପରୀକ୍ଷାର୍ଥୀ କଲେ…

ମାଲକାନଗିରି: ପାଠପଢ଼ା, ପରୀକ୍ଷା ଏବଂ କପି ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଥାଏ। ହେଲେ ଏ ଡିଜିଟାଲ ଯୁଗରେ ମଧ୍ୟ ସବୁକିଛି ଡିଜିଟାଲ ହୋଇଯାଇଛି। ଡିଜିଟାଲ କ୍ଲାସ୍‌ରୁମ୍, ଡିଜିଟାଲ ମାଧ୍ୟମରେ ପାଠପଢ଼ା ନିଶ୍ଚୟ ଶୁଣିଥିବେ। ହେଲେ କେବେ ଡିଜିଟାଲ କପି ଶୁଣିନଥିବେ। ଏବଂ କପି କରି ଫଟୋ ସୋଶିଆଲ ମଡିଆରେ…

ଚୌଦ୍ୱାର ସର୍କଲ ଜେଲ୍‌ର ଉନ୍ନତି ସଂ…

ଭୁବନେଶ୍ୱର : ଚୌଦ୍ୱାର ସର୍କଲ ଜେଲ୍‌, କଟକର ଉନ୍ନତି କରା୩⁄୪ାଇ ଓଡ଼ିଶାରେ ଏକ ମଡେଲ୍‌ ଜେଲ୍‌ ରୂପେ ପରିଣତ କରାଯିବା ନେଇ ଲୋକସେବା ଭବନ କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ ଏକ ସ୍ୱତନ୍ତ୍ର ବୈଠକ ଗୃହ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ…

ଶିଶୁ ଅଧିକାର ସୁରକ୍ଷାରେ ଗାନ୍ଧୀବାଦର…

ଭୁବନେଶ୍ୱର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରଦର୍ଶିତ ସତ୍ୟ ଏବଂ ଅହିଂସାର ମାର୍ଗ ସାରା ବିଶ୍ୱକୁ ପ୍ରଭାବିତ କରିଛି । ଗାନ୍ଧିଜୀଙ୍କ ସମଗ୍ର ଜୀବନ ଆଦର୍ଶ, ମୂଲ୍ୟବୋଧ ତଥା ଭାରତୀୟ ଦର୍ଶନ ଓ ଚିନ୍ତନ ଉପରେ ପ୍ରତିଷ୍ଠିତ । ତାଙ୍କର କର୍ମମୟ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଭାରତବାସୀଙ୍କୁ ଆଲୋକିତ…

ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ମୁତ୍ତିକା…

ଭୁବନେଶ୍ବର: ସ୍ଥାନୀୟ ୟୁନିଟ୍‌ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଅକ୍ଟୋବାର ୧୯ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାର୍ଷିକ ମୃର୍ତ୍ତିକା ହସ୍ତଶିଳ୍ପ ପ୍ରଦର୍ଶନକୁ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଦୀପାବଳୀ ଉପଲକ୍ଷେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ…

କିଲେ ପ୍ଲାଷ୍ଟିକ୍‌ ବଦଳରେ କିଲେ ଚାଉଳ,…

ହାଇଦ୍ରାବାଦ୍‌: ଏକ କିଲୋ ପ୍ଲାଷ୍ଟିକ୍‌ ବଦଳରେ ଏକ କିଲୋ ଚାଉଳ। ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଲୋକମାନଙ୍କୁ ଏକି କିଲୋ ପ୍ଲାଷ୍ଟିକ୍‌ ବଦଳରେ ଏକ କିଲୋ ଚାଉଳ ପ୍ରଦାନ କରାଯାଉଛି। ଏପରି ଦୃଶ୍ୟ ତେଲେଙ୍ଗାନା ରାଜ୍ୟର ମୁଲୁଗ ଜିଲ୍ଲାରେ ଦେଖିବାକୁ ମିଳିଛି।…

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

ଭୁବନେଶ୍ବର: ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିବାବେଳେ ସରକାରୀ କାର୍ଯ୍ୟାଳୟରେ ଓଡିଆ ଭାଷା ବ୍ୟବହାରକୁ ବ୍ୟାପକ ଓ ଫଳପ୍ରଦ କରିବା ପାଇଁ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। '…

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ…

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ପାଇଁ ନଭେମ୍ବର ୧ ତାରିଖରୁ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଆସନ୍ତା ୧ରୁ ୯ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ…