Odisha Link
Bridging the Missing Links in Odisha
Daily Archives

November 15, 2019

ଆରମ୍ଭ ହେବ ରାଜ୍ୟର ପ୍ରଥମ…

ଭୁବନେଶ୍ବର: ରାଜ୍ୟର ପ୍ରଥମ ତଥା ଦେଶର ଦ୍ବିତୀୟ ଇଲେକ୍ଟ୍ରୋପ୍ରେନ୍ୟୁୟର ପାର୍କ ଚଳିତ ବର୍ଷ ଡିସେମ୍ବରରେ ଖୋଲିବ। ଇଲେକ୍ଟୋନିକ୍‌ ସିଷ୍ଟମ୍‌ ଡିଜାଇନ୍‌ ଓ ମାନ୍ୟୁଫାକ୍‌ଚରିଂ (ଇଏସ୍‌ଡିଏମ୍) କ୍ଷେତ୍ରର ଷ୍ଟାର୍ଟଅଫ୍‌ ସଂସ୍ଥା ଗୁଡିକ ପାଇଁ ଏହା ଉନ୍‌କୁବେସନ୍ ସେଣ୍ଟର (ଉଷ୍ମାୟନ କେନ୍ଦ୍ର) ଭାବେ କାର୍ଯ୍ୟ…

ଜମ୍ମୁ କଶ୍ମୀର: ଖୁବଶୀଘ୍ର ବିଧାନସଭା…

ଶ୍ରୀନଗର: ଖୁବଶୀଘ୍ର ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ହେବ ବିଧାନସଭା ନିର୍ବାଚନ। ଏନେଇ କହିଛନ୍ତି ଉପ ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ। ଏ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଏକ କେନ୍ଦ୍ର ଶାସିତ ଅଞ୍ଚଳ, ଯେଉଁଠି ବିଧାନସଭା ଆସନ ରହିଛି। ତେଣୁ ଉପରାଜ୍ୟପାଳ ଏଠାରେ ଶାସନ…

ବିଜେପି ଜିଲ୍ଲା ସଭାପତିଙ୍କୁ ଆକ୍ରମଣ

ଭୁବନେଶ୍ୱର: ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏକାମ୍ର ହାଟ ନିକଟରେ ୧୦ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଗୁରୁତର ଆହତ ଶ୍ରୀ ଖୁଣ୍ଟିଆଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତି କରାଯାଇଛି। ଶ୍ରୀ…

ଡିସେମ୍ବର ପହିଲାରୁ ଟ୍ରାଫିକ୍‌ ନିୟମ…

ଭୁବନେଶ୍ବର: ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହ୍ରାସ କରିବା ପାଇଁ ଏବଂ ଟ୍ରାଫିକ୍‌ ନିୟମ ଉଲ୍ଲଘଂନକାରୀଙ୍କ ପାଇଁ ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି କରାଯିବ। ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମଲାଭ ବେହେରା ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ…

ବହିରେ ତ୍ରୁଟି, ବାଚସ୍ପତି ଦେଲେ ରୁଲିଂ

ଭୁବନେଶ୍ବର: ବିଧାନସଭା ଆରମ୍ଭ ହେବାର ଦୁଇଦିନ ପରେ ଶୁକ୍ରବାର ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଜାରି ରହିଥିଲା। ପ୍ରଶ୍ନକାଳ ସୁରୁଖୁରୁରେ ବି ଚାଲିଥିଲା। ଓଡ଼ିଶା ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଭୁଲ ତଥ୍ୟ ପ୍ରକାଶ କରିଛନ୍ତି। ଗାନ୍ଧିଜୀଙ୍କୁ ନାଥୁରାମ ଗୋଡ୍‌ସେ ହତ୍ୟା କରିଥିଲେ…

ବ୍ରାଜିଲ ରାଷ୍ଟ୍ରପତି ହେବେ…

ବ୍ରାସିଲିଆ: ୨୦୨୦ ସାଧାରଣତନ୍ତ୍ର ଦିବସ ଅବସରରେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧକୁ ସେ ଗ୍ରହଣ କରିଥିବା ଜଣାପଡିଛି। ୧୧ତମ ବିକ୍ସ ସମିଟ୍‌ ଅବସରରେ ମୋଦି ବୋଲ୍‌ସୋନାରୋଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା…

୩ ନେତାଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ବିଜେଡିର ୩ ଜଣ ନେତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାଶବର୍ମା ଓ ପ୍ରତାପକେଶରୀ ଦେବ। ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସମ୍ପାଦକ ସଂଗଠନ ଦାୟିତ୍ୱ ଦିଆଯାଇଥିବାବେଳେ ସଞ୍ଜୟ ଦାସବର୍ମାଙ୍କୁ ସାଧାଧାରଣ ସମ୍ପାଦକ ମୁଖ୍ୟାଳୟ ଦାୟିତ୍ୱ ଦିଆଯାଇଛି।…

ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ଗାଡ଼ି

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ସୋର ନିକଟ ତଳନଗର ଅଞ୍ଚଳରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଠିଆ ହୋଇଥିବା ଗୋଟିଏ ଟ୍ରକକୁ ଏକ ୱିଙ୍ଗର ଗାଡ଼ି ଧକ୍କା ଦେବା ଫଳରେ ୯ ଜଣ ତୀର୍ଥଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି…

କାରାଗରରେ କଏଦୀଙ୍କର ମୃତ୍ୟୁ

ଆସିକା: ଗଞ୍ଜାମ ଜିଲ୍ଲାର ଆସିକା ଉପ କାରାଗରରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ତାଙ୍କର ହୃଦଘାତରେମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଉଛି। ତେବେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବାପରେ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ ବୋଲି କୁହାଯାଉଛି। ଉକ୍ତ ବିଚାରାଧୀନ କଏଦୀଙ୍କର ନାମ ଡାକ୍ତର ସାହୁ…

ଭୁବନେଶ୍ବର ବିମାନବନ୍ଦରରୁ ୫୨ ଲକ୍ଷ…

ଭୁବନେଶ୍ବର: ଗତକାଲି ଭୁବନେଶ୍ବର ଅନ୍ତର୍ଜାତୀୟ ବିଜୁପଟ୍ଟନାୟକ ବିମାନବନ୍ଦରରୁ ପୁଣି ଥରେ ଜଣେ ଯାତ୍ରୀଙ୍କ ଠାରୁ ୧୩୧୦.୬୫୦ ଗ୍ରାମ୍‌ର ଦୁଇଟି ସୁନା ବିସ୍କୁଟ ଜବତ କରାଯାଇଛି। ଏହି ବିସ୍କୁଟ ୯୯ ପ୍ରତିଶତ ଶୁଦ୍ଧ ଥିବା ବେଳେ ବଜାରରେ ଏହାର ମୂଲ୍ୟ ୫୨ ଲକ୍ଷ ଟଙ୍କାରରୁ ଉର୍ଦ୍ଧ ହେବ। ଏହି ସୁନାକୁ ଚାଲାଣ…